ବିଜେପି ଗୁଣୁପୁର ବିଧାନସଭାର ସଂଚାଳନ ବୈଠକରେ ରଣନୀତି ପ୍ରସ୍ତୁତି, ଡବଲ ଇଂଜିନ ସରକାର ଉପରେ ଗୁରୁତ୍ୱ
ଗୁଣୁପୁର: ଭାରତୀୟ ଜନତା ପାର୍ଟି ଗୁଣୁପୁର ବିଧାନସଭାର ଏକ ଗୁରୁତ୍ୱପୂର୍ଣ୍ଣ ସଂଚାଳନ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉଭୟ ଲୋକସଭା ଆସନ ସହ ଗୁଣୁପୁର ବିଧାନସଭା ଆସନ ଜିତିବୁ ବୋଲି ଦୃଢ଼କ୍ତି ପ୍ରକାଶ ପାଇଛି ।
ଗୁଣୁପୁର ବିଧାନସଭାର ସଂଯୋଜକ ପ୍ରମୋଦ କୁମାର ସାହୁଙ୍କ ଅଧକ୍ଷତାରେ…