Latest Odisha News

BREAKING NEWS

ରୋହିତଙ୍କ ପତ୍ନୀଙ୍କୁ କୁଣ୍ଢେଇ ପକାଇଲେ ହାର୍ଦ୍ଦିକ, ଝିଅ ମାରିଲା ପିଚକାରୀ

ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତ କରିଛି । ରୋହିତ ଶର୍ମାଙ୍କୁ ଏହି ପଦରୁ ହଟେଇବା ନେଇ ପ୍ରଶଂସକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଏପରିକି ରୋହିତଙ୍କ ପତ୍ନୀ ରିତିକା ମଧ୍ୟ ମୁମ୍ବାଇର ଏହି ନିଷ୍ପତି…

ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ୪ରୁ ୫ମ୍ୟାଚକୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ବର୍ଡର-ଗାଭାସ୍କର ଟେଷ୍ଟ ସିରଜରେ ବଡ ଧରଣର ପରିବର୍ତନ କରାଯାଇଛି । ୪ ମ୍ୟାଚ ବିଶିଷ୍ଟ ସିରିଜକୁ ୫ କରିବା ପାଇଁ ଘୋଷଣା କରାଯାଇଛି । ୧୯୯୧-୯୨ ପରେ ପ୍ରଥମ ଥର ଦୁଇ ଟିମ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । କ୍ରିକେଟ…

ନବରଙ୍ଗପୁର ବିଜେପିରେ ଶୁଭିଲା ବିଦ୍ରୋହର ସ୍ୱର, ବଳଭଦ୍ରଙ୍କ ପ୍ରାର୍ଥୀତ୍ଵକୁ ନେଇ ଆରମ୍ଭ ହେଲା ଗୋଷ୍ଠୀ କନ୍ଦଳ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ବିଜେପିରେ ଆରମ୍ଭ ହେଲା ଗୋଷ୍ଠୀ କନ୍ଦଳ। ବଳଭଦ୍ରଙ୍କ ପ୍ରାର୍ଥୀତ୍ଵକୁ ନେଇ ନବରଙ୍ଗପୁର ବିଜେପି ଦୁଇ ଫାଳ । ନବରଙ୍ଗପୁର ବିଜେପିରେ ଶୁଭିଲା ବିଦ୍ରୋହର ସ୍ୱର। ନବରଙ୍ଗପୁର ସଂସଦୀୟ କ୍ଷେତ୍ର ପାଇଁ ଗତକାଲି ବିଜେପି ତରଫରୁ ପୂର୍ବତନ ସାଂସଦ ବଳଭଦ୍ର ମାଝୀଙ୍କ…

ଆଇପିଏଲ ୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟସୂଚୀ ଘୋଷିତ ହୋଇଛି । ଲୋକସଭା ନିର୍ବାଚନର ତାରିଖ ଘୋଷଣା ପରେ ଆୟୋଜକ କମିଟି ଏହି କାର୍ଯ୍ୟସୂଚୀ ଜାରୀ କରିଛି । ଏପ୍ରିଲ ୮ରୁ ଏହି ପର୍ଯ୍ୟାୟ ଆରମ୍ଭ ହେବ । ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ମ୍ୟାଚ ଚେପକ ଗ୍ରାଉଣ୍ଡରେ…

ଗୋଆରେ ପ୍ରଥମଥର ମହିଳା ପ୍ରାର୍ଥୀ ଉଦ୍ୟୋଗପତି ପଲ୍ଲବିଙ୍କୁ ଟିକେଟ ଦେଲା ବିଜେପି

ପଣଜୀ: ଗୋଆରେ ପ୍ରଥମ ଥର ମହିଳା ପ୍ରାର୍ଥୀଙ୍କୁ ଟିକେଟ ଦେଇଛି ବିଜେପି। ଡେମ୍ପୋ ଇଣ୍ଡଷ୍ଟ୍ରିଜର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଲ୍ଲବି ଡେମ୍ପୋ ଗୋଆରୁ ବିଜେପି ପ୍ରାର୍ଥୀ ଭାବରେ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ସାଧାରଣ ନିର୍ବାଚନ ପାଇଁ ୧୧୧ ଜଣ…

ପବିତ୍ର ଦୋଳପୂର୍ଣ୍ଣିମା: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ

ପୁରୀ: ଆଜି ପବିତ୍ର ଦୋଳପୂର୍ଣ୍ଣିମା।‌ ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି । ଦୋଳରେ ଦୋଳଗୋବିନ୍ଦ, ଚାପରେ ମଧୁସୁଦନ ଓ ରଥରେ ବାମନ ରୂପରେ ମହାପ୍ରଭୁଙ୍କ ଦର୍ଶନ ଭକ୍ତଙ୍କ ଭାଗ୍ୟରେ ଥିଲେ ମିଳିଥାଏ ବୋଲି ବିଶ୍ଵାସ ରହିଛି। କାରଣ ମହାପ୍ରଭୁଙ୍କ ଦ୍ୱାଦଶ…

ଗଛରୁ ଉଦ୍ଧାର ହେଲା ନବବଧୂଙ୍କର ଝୁଲନ୍ତା ମୃତଦେହ, ହତ୍ୟା କରାଯାଇଥିବା ଅଭିଯୋଗ

ବାଲେଶ୍ୱର: ସୋର ଥାନା ଗୋପୀନାଥପୁର ପଞ୍ଚାୟତ ଉପରଗଡ଼ ଗାଁରେ ଅଭାବନୀୟ ଘଟଣା ଘଟିଛି। ଗଛରୁ ମିଳିଲା ନବ ବିବାହିତ ମହିଳାଙ୍କର ଝୁଲନ୍ତା ମୃତଦେହ। ମୃତା ମହିଳା ଜଣକ ହେଲେ ୨୨ ବର୍ଷୀୟା ଗୌରୀ ମୁଦୁଲି । ଗୌରୀଙ୍କ ବାପ ଘର ଖଇରା ଥାନା କୁପାରୀ କବର ଗାଁରେ । ୮ ଦିନ ତଳେ ସେ ଉପରଗଡ଼ ଗାଁର ବସନ୍ତ…

ଦୀର୍ଘ ୬ ଘଣ୍ଟା ଧରି ପଡ଼ି ରହିଛି ବାପାର ମରଶରୀର, ଶବ ଦାହ କରୁନି ପୁଅ

ସୁବର୍ଣ୍ଣପୁର: ବାପା ଅନ୍ୟ ଜାତିରେ ଦ୍ବିତୀୟ ବିବାହ କରିଥିଲେ ବୋଲି ଶବ ଦାହ କରୁନି ପୁଅ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଚିଙ୍ଗିରାନାଲି ଗାଁରେ । ସୂଚନା ଅନୁସାରେ ଚିଙ୍ଗରାନାଲି ଗାଁର ବେଦ ପ୍ରଧାନ ଆଜି ସକାଳୁ ମୃତ୍ୟୁ ବରଣ କରିଥିଲେ। ତେବେ…

ସମ୍ବଲପୁରରୁ ବିପୁଳ ପରିମାଣର କଫ୍‌ ସିରପ୍ ଜବତ, ୨୬ ଗିରଫ

ସମ୍ବଲପୁର: ସମ୍ବଲପୁରରୁ ବିପୁଳ ପରିମାଣରେ କଫ୍‌ ସିରପ୍ ଜବତ କଲା ଟାଉନ ଥାନା ପୋଲିସ। ୧୦ ହଜାର ୮୦୦ ବୋତଲ କଫ୍‌ ସିରପ୍‌ ଜବତ କଲା ପୋଲିସ। ଏହାସହ ଘଟଣାରେ ୨୬ ଜଣଙ୍କୁ ଗିରଫ କରାଯାଇଛି। ଏମାନେ କୋଲକାତାରୁ କଫ୍‍ ସିରଫ୍‍ ଆଣି ଚାଲାଣ କରୁଥିବା ଏସପି ସୂଚନା ଦେଇଛନ୍ତି । ଗିରଫ…

ନିର୍ବାଚନ ମଇଦାନକୁ ଓହ୍ଲାଇବା ପୂର୍ବରୁ ପ୍ରଥମେ ପୋଷ୍ଟର ଲଗାନ୍ତୁ: ନୀତିନ ଗଡକରୀ

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଚଳିତ ବର୍ଷର ଲୋକସଭା ନିର୍ବାଚନରେ ନାଗପୁର ଲୋକସଭା ଆସନରୁ ଲଢିବେ । ଏହି ସମୟରେ ନାଗପୁରରେ ଆୟୋଜିତ ଏକ ସାଧାରଣ ସଭାରେ ସମ୍ବୋଧିତ କରି ବିଜେପିର ବରିଷ୍ଠ ନେତା ଗଡକରୀ ବିରୋଧି ଦଳ ନେତାଙ୍କୁ ଟାର୍ଗେଟ କରିଛନ୍ତି ।…