Latest Odisha News

BREAKING NEWS

ଟସ ବେଳେ ରୋହିତ…ରୋହିତରେ କମ୍ପିଲା ଷ୍ଟାଡିୟମ

ଅହମ୍ମଦାବାଦ: ଆଇପିଏଲର ରବିବାର ଦ୍ୱିତୀୟ ମୁକାବିଲାରେ ଗୁଜରାଟ ଟାଇଟାନ୍ସ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ ୧୬୯ ରନର ବିଜୟ ଲକ୍ଷ୍ୟ ରଖିଛି । ଦୀର୍ଘ ଦିନ ପରେ ରୋହିତ ଶର୍ମାଙ୍କ ବଦଳରେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ହାର୍ଦ୍ଦିକ ପାଣ୍ଡ୍ୟା ନେଉଛନ୍ତି । ଟସ ବେଳେ…

ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି; କେନ୍ଦ୍ରାପଡ଼ାରୁ ବୈଜୟନ୍ତ, ସମ୍ବଲପୁରରୁ ଲଢିବେ ଧର୍ମେନ୍ଦ୍ର

ଭୁବନେଶ୍ୱର: ଆସିଲା ଓଡ଼ିଶା ପାଇଁ ବିଜେପିର ଲୋକସଭା ପ୍ରାର୍ଥୀ ତାଲିକା। କେନ୍ଦ୍ରାପଡ଼ାରୁ ବୈଜୟନ୍ତ ପଣ୍ଡା ହେବେ ଲୋକସଭା ପ୍ରାର୍ଥୀ । ସମ୍ବଲପୁରରୁ ଲଢ଼ିବେ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ବରରୁ ଅପରାଜିତା ଷଡ଼ଙ୍ଗୀ । ପୁରୀରୁ ପ୍ରାର୍ଥୀ ହେବେ ସମ୍ବିତ ପାତ୍ର । ବାଲେଶ୍ୱରରରୁ ପ୍ରତାପ…

ପ୍ରଥମ ଥର ପାଇଁ ଇଣ୍ଡିଆନ ଓମେନ୍ସ ଲିଗ ଟାଇଟଲ ହାସଲ କଲା ଓଡିଶା ଏଫସି

ଭୁବନେଶ୍ୱର: ଓଡିଶା ଏଫସି ପ୍ରଥମ ଥର ପାଇଁ ଇଣ୍ଡିଆନ ଓମେନ୍ସ ଲିଗ ଫୁଟବଲ ଟାଇଟଲ ହାସଲ କରିଛି । କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲରେ ଓଡିଶା ଏଫସି ୬-୦ ଗୋଲରେ କିକଷ୍ଟାର୍ଟ ଏଫସିକୁ ପରାସ୍ତ କରିଥିଲା । ଏଥିସହ ଓଡିଶା ଟିମ ଏଏଫସି ଓମେନ୍ସ ଚାମ୍ପିୟନ୍ସ ଲିଗ ପାଇଁ ଯୋଗ୍ୟତା ହାସଲ କରିଛି…

ଲକ୍ଷ୍ନୌକୁ ୨୦ ରନରେ ହରାଇଲା ରାଜସ୍ଥାନ

ଜୟପୁର: ଇଣ୍ଡିଆନ ପ୍ରିମିୟର ଲିଗର ରବିବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୨୦ ରନରେ ଲକ୍ଷ୍ନୌ ସୁପର ଜ୍ୟାଂଟସକୁ ପରାସ୍ତ କରିଛି । ଏଥିସହ ରାଜସ୍ଥାନ ଟିମ ତାର ବିଜୟ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୨୦ ଓଭରରେ ୪ ୱିକେଟ ହରାଇ ୧୯୩ ରନ ସଂଗ୍ରହ କରିଥିଲା । ଅଧିନାୟକ ସଞ୍ଜୁ…

ଯବାନଙ୍କ ସହ ହୋଲି ଖେଳିଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲେହରେ ସୈନିକମାନଙ୍କ ସହ ହୋଲି ପର୍ବ ପାଳନ କରିଛନ୍ତି। ଲେହ ମିଲିଟାରୀ କ୍ୟାମ୍ପ ଯାଇ ସେଠାରେ ଯବାନଙ୍କୁ ହୋଲି ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କୁ ରଙ୍ଗ ଲଗାଇଲେ ମନ୍ତ୍ରୀ। ଯାହାର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ତେବେ…

ଖେଳାଳିଙ୍କ ରଣଜୀ ଟ୍ରଫି ଫି ବଢ଼ାଇଲା ଏମସିଏ

ମୁମ୍ବାଇ: ମୁମ୍ବାଇ କ୍ରିକେଟ ଆସୋସିଏଶନ ରଣଜୀ ଟ୍ରଫି ଖେଳାଳିଙ୍କ ମ୍ୟାଚ ଫିରେ ବୃଦ୍ଧି କରିଛି । ୨୦୨୪ ସିଜନରୁ ପ୍ରଥମ ଶ୍ରେଣୀ ମ୍ୟାଚ ପାଇଁ ଖେଳାଳିଙ୍କୁ ଏଥର ୪.୮୦ ଲକ୍ଷ ଟଙ୍କା ମିଳିବ । ଏମସିଏର ଏହି ନିଷ୍ପତି ପରେ ବିସିସିଆଇ ଅନ୍ୟ ରାଜ୍ୟ ବୋର୍ଡ ମଧ୍ୟ ସମାନ ନିଷ୍ପତି ନେବେ ବୋଲି ଆଶା…

ଡକାୟତି ଯୋଜନା ପଣ୍ଡ, ୫ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଡକାୟତି ଯୋଜନାକୁ ପଣ୍ଡ କଲା ପୋଲିସ। ରାସ୍ତାରେ ଯାତାୟତ କରୁଥିବା ପଥଚାରୀଙ୍କ ନିକଟରୁ ସଶସ୍ତ୍ର ଡକାୟତି ନିମନ୍ତେ ଯୋଜନ କରୁଥିବା ପାଞ୍ଚ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହେଲା ମୈତ୍ରୀବିହାର ପୋଲିସ। ସୂଚନା ଅନୁସାରେ ମୈତ୍ରୀବିହାର ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ…

୧୦ ଆଇପିଏଲ ଟ୍ରଫି ଜିତିଥିବା ଦୁଇ ଅଧିନାୟକଙ୍କ ଯୁଗ ଶେଷ: ଜଣଙ୍କୁ ହଟାଗଲା, ଅନ୍ୟ ଜଣେ ହଟିଗଲେ

ମୁମ୍ବାଇ: ଆଇପିଏଲର ୨୦୨୪ ସଂସ୍କରଣ ସମ୍ପୂର୍ଣ୍ଣ ଷ୍ଟାଇଲରେ ଆରମ୍ଭ ହୋଇଯାଇଛି । ତେବେ ଏଥର ଆଇପିଏଲ ଇତିହାସର ଦୁଇ ମହାନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ରୋହିତ ଶର୍ମା ଏଥର କିନ୍ତୁ ନେତୃତ୍ୱ ଦାୟିତ୍ୱରୁ ଓହରି ଯାଇଛନ୍ତି । ସମୁଦାୟ ୧୬ ସିଜନରୁ ଉଭୟ ଅଧିନାୟକ ୫ ଥର ଲେଖାଏଁ ଦଳକୁ ଚାମ୍ପିୟନ…

କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ଆସନ୍ତା ୩୧ରେ ଇଣ୍ଡିଆ ମେଣ୍ଟର ମହାସମାବେଶ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି। କେଜ୍ରିୱାଲ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଇଡି ହେପାଜତରେ ଅଛନ୍ତି। କେଜ୍ରିୱାଲଙ୍କ ଗିରଫ କେବଳ ଆମ୍ ଆଦମୀ ପାର୍ଟି ପାଇଁ ନୁହେଁ ବରଂ ଇଣ୍ଡିଆ…

ଏପ୍ରିଲ ୧ରୁ ବଦଳିବ ଏହି ସମସ୍ତ ନିୟମ, ଶୀଘ୍ର ଜାଣନ୍ତୁ କେଉଁ କ୍ଷେତ୍ରରେ ହେବ ପରିବର୍ତ୍ତନ

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୩-୨୪ର ଶେଷ ମାସ ଅର୍ଥାତ ମାର୍ଚ୍ଚ ମାସ ଶେଷ ହେବାକୁ ଯାଉଛି । ଏଥିସହ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ନୂତନ ଆର୍ଥିକ ବର୍ଷ ୨୦୨୪-୨୫ । ଏପ୍ରିଲ୍ ମାସ ଆରମ୍ଭ ସହିତ, ଏପରି ନିୟମ ଅଛି ଯାହା ପରିବର୍ତ୍ତନ ହେବାକୁ ଯାଉଛି । ଏଥିରେ ଜାତୀୟ ପେନସନ ସିଷ୍ଟମରେ ଲଗ୍…