Latest Odisha News

BREAKING NEWS

କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ଆସନ୍ତା ୩୧ରେ ଇଣ୍ଡିଆ ମେଣ୍ଟର ମହାସମାବେଶ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି। କେଜ୍ରିୱାଲ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଇଡି ହେପାଜତରେ ଅଛନ୍ତି। କେଜ୍ରିୱାଲଙ୍କ ଗିରଫ କେବଳ ଆମ୍ ଆଦମୀ ପାର୍ଟି ପାଇଁ ନୁହେଁ ବରଂ ଇଣ୍ଡିଆ…

ଏପ୍ରିଲ ୧ରୁ ବଦଳିବ ଏହି ସମସ୍ତ ନିୟମ, ଶୀଘ୍ର ଜାଣନ୍ତୁ କେଉଁ କ୍ଷେତ୍ରରେ ହେବ ପରିବର୍ତ୍ତନ

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୩-୨୪ର ଶେଷ ମାସ ଅର୍ଥାତ ମାର୍ଚ୍ଚ ମାସ ଶେଷ ହେବାକୁ ଯାଉଛି । ଏଥିସହ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ନୂତନ ଆର୍ଥିକ ବର୍ଷ ୨୦୨୪-୨୫ । ଏପ୍ରିଲ୍ ମାସ ଆରମ୍ଭ ସହିତ, ଏପରି ନିୟମ ଅଛି ଯାହା ପରିବର୍ତ୍ତନ ହେବାକୁ ଯାଉଛି । ଏଥିରେ ଜାତୀୟ ପେନସନ ସିଷ୍ଟମରେ ଲଗ୍…

ରାଷ୍ଟ୍ରପତିଙ୍କ ଝିଅ ମୟୁରଭଞ୍ଜରୁ ବିଜେପି ପ୍ରାର୍ଥୀ !

ନୂଆଦିଲ୍ଲୀ: ଦିଲ୍ଲୀରେ ଓଡ଼ିଶା ଲୋକସଭା ପ୍ରାର୍ଥୀ ଫାଇନାଲ କରୁଛି ବିଜେପି । ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ବିଚାରବିମର୍ଶ ହୋଇଛି । ଏଥର ମୟୂରଭଞ୍ଜରେ ପ୍ରାର୍ଥୀ ବଦଳେଇପାରେ ବିଜେପି । କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର୍ ତୁଡୁଙ୍କ ସ୍ଥାନରେ ନୂଆ ମୁହଁ ଦେଖିବାକୁ ମିଳିପାରେ ।…

ନିଲମ୍ବନ ହେଲେ ସହିଦନଗର ଏସଆଇ, ଗତକାଲି ଲାଞ୍ଚ ନେବାବେଳେ ଧରିଥିଲା ଭିଜିଲାନ୍ସ

ଭୁବନେଶ୍ଵର: ନିଲମ୍ବନ ହେଲେ ସହିଦ ନଗର ସବ ଇନ୍ସପେକ୍ଟର ପ୍ରିୟବ୍ରତ ପ୍ରଧାନ । ଲାଞ୍ଚ ନେବା ମାମଲାରେ ଶ୍ରୀ ପ୍ରଧାନଙ୍କୁ ନିଲମ୍ବନ କରିଛି ବିଭାଗ । ଗତକାଲି ଜବତ ଗାଡି ଛାଡିବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲା ଭିଜିଲାନ୍ସ । ଟଙ୍କା ଜବତ କରିବା ସହ…

ବିଜେଡିରେ ଯୋଗ ଦେଲେ ଇରାନୀ ରୟ, ୨୦୧୯ରେ ଅରୁଣ ସାହୁଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିଲେ

ଭୁବନେଶ୍ୱର: ବିଜେଡିରେ ଯୋଗଦେଲେ ନିକଟରେ ବିଜେପିରୁ ଇସ୍ତଫା ଦେଇଥିବା ଇରାନୀ ରୟ। ୨୦୧୯ରେ ବିଜେପି ଆସନରୁ ନିର୍ବାଚନ ଲଢ଼ିଥିବା ଇରାନୀ ଦଳର ଅବହେଳାକୁ ଦଳ ଛାଡ଼ିବାର କାରଣ ବୋଲି ଦର୍ଶାଇଥିଲେ। ତାଙ୍କ ସ୍ୱାମୀ ତଥା ପୂର୍ବତନ କଂଗ୍ରେସ  ନେତା ମନୋଜ ମଧ୍ୟ ୨୦୧୪ ନୟାଗଡ଼ ବିଧାନସଭା ନିର୍ବାଚନ…

ବିଜେପିରେ ଯୋଗ ଦେଲେ ଅବସରପ୍ରାପ୍ତ ଏୟାର ଚିଫ୍ ମାର୍ସାଲ ଆରକେଏସ ଭଦୁରିଆ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଅବସରପ୍ରାପ୍ତ ଏୟାର ଚିଫ୍ ମାର୍ସାଲ ଆରକେଏସ ଭଦୁରିଆ ବିଜେପିରେ ଯୋଗ ଦେଇଛନ୍ତି। ଦଳର ସାଧାରଣ ସମ୍ପାଦକ ବିନୋଦ ତାୱଡେ ଏବଂ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ଆରକେଏସ ଭଦୁରିଆ । ଲୋକସଭା ନିର୍ବାଚନ ପାଇଁ…

ଫୋକସରେ ପ୍ରଣବ ପ୍ରକାଶ: ଜାଣନ୍ତୁ କାହାକୁ ବିଜେଡି ଦେଇପାରେ ଟିକେଟ୍

ଭୁବନେଶ୍ୱର: ନବୀନ ନିବାସ ୱାରରୁମରେ ଫାଇନାଲ୍ ହେଉଛି ଟିକେଟ । କାହାକୁ ମିଳିବ ? କାହାର କଟିବ ? କେଉଁଠି ଦଳ ଦେବ ନୂଆ ମୁହଁ ? ମହାସଂଗ୍ରାମ ପାଇଁ ରଣନୀତି ହେଉଛି। ବର୍ତ୍ତମାନ ସୁଦ୍ଧା ୧୧ ଲୋକସଭା ଓ ୭୭ ବିଧାନସଭା ଆସନର ସମୀକ୍ଷା ସାରିଲେଣି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। କିଛି…

‘କେଜ୍ରିଓ୍ବାଲଙ୍କ ଲୋକପ୍ରିୟତାରେ ଭୟଭୀତ, ନିର୍ବାଚନ ପ୍ରଚାରରୁ ଦୂରେଇ ରଖିବାକୁ ଚେଷ୍ଟା କରୁଛି…

ଚଣ୍ଡିଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଅଭିଯୋଗ କରିଛନ୍ତି ଯେ ବିଜେପି ଅରବିନ୍ଦ କେଜ୍ରିୱାଲଙ୍କ ବଢୁଥିବା ଲୋକପ୍ରିୟତାକୁ ନେଇ ଦେଖି ଭୟ କରୁଛି ଏବଂ ତାଙ୍କୁ ଲୋକସଭା ନିର୍ବାଚନରେ ପ୍ରଚାରରୁ ରୋକିବାକୁ ଚେଷ୍ଟା କରୁଛି । ବିଜେପି କେଜ୍ରିଓ୍ଵାଲ ଏବଂ ଆମ୍ ଆଦମୀ ପାର୍ଟି (ଆପ୍)କୁ ଶେଷ…

ଦୁନିଆର ସବୁଠାରୁ ରହସ୍ୟମୟ ଗଛ, ଜାଣନ୍ତୁ ଏହି ରହସ୍ୟ ପଛର କାହାଣୀ

ନୂଆଦିଲ୍ଲୀ; ଦୁନିଆରେ ଅନେକ ପ୍ରକାରର ଜିନିଷ ଅଛି ଯାହା ବିଷୟରେ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣଙ୍କୁ ଏପରି କିଛି ଗଛ ବିଷୟରେ କହିବୁ ଯାହା ଦୁନିଆରେ ସବୁଠାରୁ ଅନନ୍ୟ ବୋଲି ବିବେଚନା କରାଯାଏ । ଏହି ଗଛଗୁଡିକ ବିଷୟରେ ଶୁଣିଲେ ଆପଣ ମଧ୍ୟ ଭାବିବାକୁ ବାଧ୍ୟ ହୋଇଯିବେ ଯେ, କଣ ସତରେ…