Latest Odisha News

BREAKING NEWS

ଜେଏନୟୁ ନିର୍ବାଚନ: ୨୮ ବର୍ଷ ପରେ ଇତିହାସ ରଚିଲେ ଦଳିତ ସମ୍ପ୍ରଦାୟ

ନୂଆଦିଲ୍ଲୀ: ୨୮ ବର୍ଷ ପରେ ଇତିହାସ ଦୋହରାଇଲା ବାମପନ୍ଥୀ ସଂଗଠନ । ଜେଏନୟୁ ଛାତ୍ର ସଂଘ ନିର୍ବାଚନର ପ୍ରକାଶ ପାଇଛି ଫଳାଫଳ । ଗତକାଲି ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀ ଆରଏସଏସ ସହ ଜଡିତ ଅଖିଳ ଭାରତୀୟ ବିଦ୍ୟା ପରିଷଦ (ଏବିଭିପି) କୁ ପରାସ୍ତ କରି…

ହୋଲିରେ ଘଟିଲା ଅଘଟଣ, ଭଷ୍ମ ଆଳତୀ ବେଳେ ମହାକାଳ ମନ୍ଦିରରେ ଲାଗିଲା ନିଆଁ

ଉଜ୍ଜୈନ: ହୋଲିରେ ଘଟିଲା ଅଘଟଣ । ମହାକାଳ ମନ୍ଦିରରେ ଲାଗିଲା ନିଆଁ । ଭଷ୍ମ ଆଳତୀ ଚାଲିଥିବା ବେଳେ ମଧ୍ୟପ୍ରଦେଶ ଉଜ୍ଜୈନର ମହାକାଳ ମନ୍ଦିରରେ ନିଆଁ ଲାଗିଥିବା ସୂଚନା । ଅଗ୍ନିକାଣ୍ଡରେ ୧୩ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଓ ଅଗ୍ନିଶମ…

ନିର୍ବାଚନୀ ଅଙ୍କ କସିବେ ଅଭିନେତା ଠୁ ଶିଳ୍ପପତି, ମେରଠ ଆସନରେ ମଇଦାନକୁ ଓହ୍ଲାଇବେ ପ୍ରଭୁ ଶ୍ରୀରାମ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ତାରିଖ ଘୋଷଣା ପରେ ବିଜେପି ତା’ର ପଞ୍ଚମ ପର୍ଯ୍ୟାୟ ପାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକାରେ ୧୧୧ଜଣଙ୍କ ନାମ ଘୋଷଣା କରାଯାଇଛି । ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ, ଅଭିନେତା ଅରୁଣ ଗୋଭିଲ ଏବଂ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା…

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା; ଝିମିରି ଫଗୁରେ ଭକ୍ତଙ୍କ ସହ ହୋଲି ଖେଳିବେ ମହାପ୍ରଭୁ

ପୁରୀ: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଗାଁ ଗାଁରେ ଜମୁଛି ଦୋଳ ମେଲଣ। ଗାଁକୁ ଗାଁ, ସାହିକୁ ସାହି ବୁଲି ବୁଲି ଭୋଗ ଖାଇବା ସହ ରଙ୍ଗବେରଙ୍ଗ ଅବିରରେ ହୋଲି ଖେଳିବେ ଦୋଳ ଗୋବିନ୍ଦ। ଏହି ଅବସରରେ ଅନେକ ସ୍ଥାନରେ ବାଡ଼ିଖେଳ ମଧ୍ୟ ହେବ। ସେପଟେ ଏଥିପାଇଁ ଆଜି ଶ୍ରୀମନ୍ଦିରରେ ସ୍ବତନ୍ତ୍ର…

ବରୁଣ ଗାନ୍ଧୀଙ୍କ ଟିକେଟ୍ କଟିଲା, ମାନେକା ଗାନ୍ଧୀଙ୍କୁ ସୁଲତାନପୁରର ପ୍ରାର୍ଥୀ କଲା ବିଜେପି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବିଜେପି ରବିବାର ନିଜର ପଞ୍ଚମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଦଳ ବରୁଣ ଗାନ୍ଧିଙ୍କୁ ପିଲିଭିଟ ଲୋକସଭା ଆସନରୁ ବାଦ୍ ଦେଇଥିବା ବେଳେ ତାଙ୍କ ମା' ମେନକା ଗାନ୍ଧୀଙ୍କୁ ଉତ୍ତରପ୍ରଦେଶର ସୁଲତାନପୁର ଆସନରୁ ଟିକେଟ୍ ଦେଇଛି। ୨୦୨୧ରେ ବିଜେପିରେ ଯୋଗ…

କଂଗ୍ରେସ ଛାଡି ବିଜେପିରେ ମିଶିଲେ ଶିଳ୍ପପତି ନବୀନ ଜିନ୍ଦଲ, କୁରୁକ୍ଷେତ୍ର ଆସନରୁ ହେଲେ ପ୍ରାର୍ଥୀ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସାଂସଦ ତଥା ଶିଳ୍ପପତି ନବୀନ ଜିନ୍ଦଲ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି। ରବିବାର ସନ୍ଧ୍ୟାରେ ବିଜେପି ମୁଖ୍ୟାଳୟରେ ଦଳର ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କ ଉପସ୍ଥିତରେ ଯୋଗ ଦେଇଛନ୍ତି। ଏହାପରେ ଦଳ ତାଙ୍କୁ ହରିଆଣାର କୁରୁକ୍ଷେତ୍ର…

ବିଜେପିର ୫ମ ପ୍ରାର୍ଥୀ ତାଲିକା: ମଣ୍ଡିରୁ ଲୋକସଭା ନିର୍ବାଚନ ଲଢିବେ ଅଭିନେତ୍ରୀ କଙ୍ଗନା ରଣାୱତ୍

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ପ୍ରକାଶ କଲା ୧୧୧ ପ୍ରାର୍ଥୀଙ୍କ ପଞ୍ଚମ ତାଲିକା । ଏହି ତାଲିକାରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ନାଁ ରହିଛି। ତାଙ୍କୁ ମଧ୍ୟ ଏଥର ଟିକେଟ ଦିଆଯାଇଛି। ସେ ହିମାଚଳର ମଣ୍ଡିରୁ ନିର୍ବାଚନ ଲଢିବେ। ସେହିପରି ସୀତା ସୋରେନଙ୍କୁ ଦୁମକାରୁ…

ରାଜ୍ୟରେ ବଢୁଛି ତାତି, ଆଗାମୀ ୪ ଦିନ ମଧ୍ୟରେ ୩ରୁ ୫ ଡିଗ୍ରୀ ବଢ଼ିବା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା। ଗତ କିଛିଦିନ ତଳେ ବର୍ଷା ଯୋଗୁଁ ରାଜ୍ୟର ଅନେକ ଅଞ୍ଚଳରେ ଥଣ୍ଡା ଅନୁଭୁତ ହୋଇଥିଲା । ଏବେ ପୁଣି ରାଜ୍ୟରେ ଗ୍ରୀଷ୍ମ ଉତ୍ତାପ କ୍ରମଶଃ ବଢ଼ିବାରେ ଲାଗିଛି । ଗତକାଲି ବଲାଙ୍ଗିରରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ସେଲ୍‌‌ସିୟସ ରେକର୍ଡ…

ସିବିଆଇ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଇସିଙ୍କୁ ପତ୍ର ଲେଖିଲେ ମହୁଆ

ନୂଆଦିଲ୍ଲୀ: ଲାଞ୍ଚ ନେବା ଏବଂ ସଂସଦରେ ପ୍ରଶ୍ନ ପଚରାଯିବା ଅଭିଯୋଗରେ ସଂସଦର ସଦସ୍ୟତାରୁ ବରଖାସ୍ତ ହୋଇଥିବା ତ୍ରୁଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ର ନିର୍ବାଚନ ଆୟୋଗଙ୍କ ନିକଟରେ କେନ୍ଦ୍ରୀୟ ଏଜେନ୍ସିକୁ ନେଇ ଅଭିଯୋଗ କରିଛନ୍ତି। ମହୁଆ ମୈତ୍ର ସିବିଆଇ ଆକ୍ରମଣକୁ ବେଆଇନ ବୋଲି କହିଛନ୍ତି।…

ଟସ ବେଳେ ରୋହିତ…ରୋହିତରେ କମ୍ପିଲା ଷ୍ଟାଡିୟମ

ଅହମ୍ମଦାବାଦ: ଆଇପିଏଲର ରବିବାର ଦ୍ୱିତୀୟ ମୁକାବିଲାରେ ଗୁଜରାଟ ଟାଇଟାନ୍ସ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ ୧୬୯ ରନର ବିଜୟ ଲକ୍ଷ୍ୟ ରଖିଛି । ଦୀର୍ଘ ଦିନ ପରେ ରୋହିତ ଶର୍ମାଙ୍କ ବଦଳରେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ହାର୍ଦ୍ଦିକ ପାଣ୍ଡ୍ୟା ନେଉଛନ୍ତି । ଟସ ବେଳେ…