Latest Odisha News

BREAKING NEWS

ବିଜେପିରେ ଅରିନ୍ଦମ: କଣ ଦେଉଛି ସଙ୍କେତ ?

ଭୁବନେଶ୍ୱର: କାହିଁକି ବିଜେଡି ଛାଡି ବିଜେପିକୁ ଗଲେ ଅରିନ୍ଦମ ? ପାରିବାରିକ ବିବାଦ ନା ପଲିଟିକାଲ ଷ୍ଟ୍ରାଟେଜି ? ବିଜେଡି ଉପରେ ଭରସା ପାଇଲାନି କି ? ନା ପଲିଟିକାଲ୍ ମୁଭ ପଛରେ ରହିଛି ଆଉ କିଛି କାରଣ ? ବିଜେଡିର ହେଭିୱେଟ ପ୍ରଣବ ପ୍ରକାଶ ଦାସଙ୍କ ଭିଣୋଇ ହୋଇ ବି କେମିତି ଦଳରେ କୋଣଠେସା…

ଭାଇରାଲ ହେଲା କୋହଲିଙ୍କ ଟି ଶର୍ଟ

ବାଙ୍ଗାଲୋର: ଆଇପିଏଲର ୨୦୨୪ ସଂସ୍କରଣ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ । ଉଦଘାଟନୀ ମୁକାବିଲା ଚେନ୍ନାଇ ସୁପର କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ । ବାଙ୍ଗାଲୋରର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଲଣ୍ଡନରେ ରହିବା ପରେ ଏବେ ସ୍ୱଦେଶ ପ୍ରତ୍ୟାବର୍ତନ କରିବା ସହ…

ଟେଷ୍ଟ ଅବସର ନିଷ୍ପତିରୁ ଓହରିଲେ ହସରଙ୍ଗା

କଲମ୍ବୋ: ଶ୍ରୀଲଙ୍କାର ୨୬ ବର୍ଷୀୟ ଖେଳାଳି ୱାନିନ୍ଦୁ ହସରଙ୍ଗା ଗତ ବର୍ଷ ଅଗଷ୍ଟ ୧୫ରେ ହଠାତ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ । ୭ ମାସ ପରେ ସେ ତାଙ୍କ ନିଷ୍ପତି ବଦଳାଇଛନ୍ତି । ସେ ଅବସର ନିଷ୍ପତିରୁ ଓହରିବା ସମ୍ପର୍କରେ ବୋର୍ଡକୁ ଜଣାଇଥିଲେ । ଏବେ…

ଆସୁଛି ବଡ଼ କାଳବୈଶାଖୀ, ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ବର୍ଷା ଓ ଘଡ଼ଘଡ଼ି ନେଇ ସତର୍କ କରିଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସୁଛି ବଡ଼ କାଳବୈଶାଖୀ। ୧୯ ଓ ୨୦ ତାରିଖରେ ବିଜୁଳି ଘଡଘଡି ସହ ବର୍ଷା ହେବ । ଘଡ଼ଘଡ଼ି ମାରିବା ସମୟରେ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି । ଏସଆରସି ସବୁ ଜିଲ୍ଲାପାଳମାନଙ୍କୁ ସ୍ଥିତି ଉପରେ…

୪୦ ଗ୍ରାମ ହେରୋଇନ ଜବତ, ଦୁଇ ଗିରଫ

ନୂଆପଡା: ଜିଲ୍ଲାରେ ନିଶା କାରବାର ବଢ଼ିବାରେ ଲାଗିଥିବା ବେଳେ ବିଭିନ୍ନ ସମୟରେ ଉଭୟ ଅବକାରୀ ବିଭାଗ ଓ ପୋଲିସ କିଛି ବ୍ୟବସାୟୀଙ୍କ ଉପରେ ଚଢାଉ କରି ଉଚ୍ଚସ୍ତରୀୟ ତଦନ୍ତ ନକରି ଛାଡିଦେଉଛି। ଯାହାଫଳରେ ଏହା କମିବା ବଦଳରେ ବଢ଼ିବଢି ଚାଲିଛି। ଜିଲ୍ଲାରେ ବେଆଇନ ମଦ କାରବାର, ଗଞ୍ଜେଇ, କଫ୍ ସିରଫର…

ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସିଏପିଏଫ୍ ଓ ଏସ୍ଏପିଏଫ୍ ମୁତୟନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ (ସିଏପିଏଫ୍) ଏବଂ ରାଜ୍ୟ ସଶସ୍ତ୍ର ବାହିନୀ(ଏସ୍ଏପିଏଫ୍) ମୁତୟନ ସଂପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଶାସନ ସଚିବ…

ରଣଦୀପ ହୁଡ୍ଡାଙ୍କ କଙ୍କାଳ ରୂପୀ ଚେହେରା ଦେଖି ପ୍ରଶଂସକ ସ୍ତବ୍ଧ

ମୁମ୍ବାଇ: ବଲିଉଡ ଅଭିନେତା ରଣଦୀପ ହୁଡ୍ଡା ଏବେ ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଶେୟାର କରିଛନ୍ତି । ଏହି ଫଟୋରେ ତାଙ୍କର କଙ୍କାଳରୂପୀ ଚେହେରା ପ୍ରଶଂସକଙ୍କୁ ସ୍ତବ୍ଧ କରିଛି । ସେ ଫଟୋ ତଳେ କାଲାପାନୀ ଲେଖିଛନ୍ତି । ଅଭିନୟ ପ୍ରତି ତାଙ୍କର ଉତ୍ସର୍ଗୀକୃତ ମନୋଭାବକୁ ସମସ୍ତେ ପ୍ରଶଂସା…

ଆଡ ହକ କମିଟି ଭାଙ୍ଗିଲା, ଡବ୍ଲ୍ୟୁଏଫଆଇ ଉପରୁ ହଟିଲା ବାସନ୍ଦ

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ ଆସୋସିଏଶନ ସୋମବାର କୁସ୍ତିର ତଦାରଖ ପାଇଁ ଗଠନ କରିଥିବା କମିଟିକୁ ଭାଙ୍ଗି ଦେଇଛି । ଏଥିସହ ଭାରତୀୟ କୁସ୍ତି ମହାସଂଘ ଉପରୁ ମଧ୍ୟ ବାସନ୍ଦ ଉଠିଛି । ୟୁନାଇଟେଡ ୱାର୍ଲ୍ଡ ରେସଲିଂ ଦ୍ୱାରା ଲଗା ଯାଇଥିବା ବ୍ୟାନକୁ ହଟାଇବା ଏବଂ ଆଇଓଏ ଦ୍ୱାରା ଏକ ଅସ୍ଥାୟୀ କମିଟି…

୪ ମାସର ଶିଶୁ କୋଟିପତି, ଜେଜେ ଉପହାର ଦେଲେ ୨୪୦ କୋଟି

ନୂଆଦିଲ୍ଲୀ: ୪ ମାସର ଶିଶୁ ଆଜି କୋଟିପତି। ଗତ ବର୍ଷ ନଭେମ୍ବର ୧୦, ୨୦୨୩ରେ ଜନ୍ମ ହୋଇଥିବା ଏହି ଶିଶୁ ବର୍ତ୍ତମାନ କୋଟିପତି ହୋଇଛନ୍ତି। ଶିଶୁର ନାମ ହେଉଛି ଏକାଗ୍ରହ ରୋହନ ମୂର୍ତ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏକାଗ୍ରହ ବୋଧହୁଏ ଭାରତର ସର୍ବକନିଷ୍ଠ କୋଟିପତି। କାରଣ ଏତେ କମ ବୟସରୁ…

ରୋହିତଙ୍କୁ ଅଧିନାୟକ ପଦରୁ ହଟାଇବା ପ୍ରଶ୍ନରେ ଚୁପ ରହିଲେ ହାର୍ଦ୍ଦିକ, ବାଉଚର

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ଥର ବିଜେତା ହୋଇଥିଲା । ଅଥଚ ଏଥର ରୋହିତଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି । ଯାହାକୁ ନେଇ ପ୍ରଶଂସକଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସୋମବାର…