ବେଙ୍ଗାଲୁରୁ ପରେ ମୁମ୍ୱାଇରେ ବି ଘନେଇଲାଣି ଜଳ ସଙ୍କଟ
ନୂଆଦିଲ୍ଲୀ: ମୁମ୍ୱାଇ ସହରରେ ଘନେଇଲାଣି ଜଳ ସଙ୍କଟ । ଗତକାଲିଠାରୁ ସହରରେ ୫ ପ୍ରତିଶତ କମ୍ ପାଣି ଯୋଗାଇ ଦିଆଯାଇଥିଲା। ଏମିତିକି ଆଜି ବି ମୁମ୍ୱାଇରେ ୧୫ ପ୍ରତିଶତ କମ୍ ପାଣି ଯୋଗାଣ ପାଇଁ ବୃହଦ ମୁମ୍ୱାଇ ମହାନଗର ନିଗମ (ବିଏମସି) ଘୋଷଣା କରିଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଚିନ୍ତା…