କିଏ ଏହି ଲେଡି ଡନ୍ ଅନୁରାଧା ଚୌଧୁରୀ, ଆନନ୍ଦପାଲଙ୍କ ସହ କ’ଣ ସମ୍ପର୍କ
ନୂଆଦିଲ୍ଲୀ: ବିବାହ କରିବେ ରାଜସ୍ଥାନର କୁଖ୍ୟାତ ଲେଡି ଡନ୍ ଅନୁରାଧା ଚୌଧୁରୀ । ଅନୁରାଧା ହରିୟାଣାର ଗ୍ୟାଙ୍ଗଷ୍ଟାର କାଲା ଜାଥେଡି ଓରଫ ସନ୍ଦୀପଙ୍କୁ ବିବାହ କରିବେ । ଏହି ବିବାହ ପାଇଁ ତାଙ୍କୁ ପାରୋଲ ଅନୁମତି ଦେବାକୁ କାଲା କୋର୍ଟଙ୍କୁ ଅନୁରୋଧ କରିଥିଲେ। ମାର୍ଚ୍ଚ ୧୨ ଏବଂ ୧୩ ରେ କୋର୍ଟ ୬…