Latest Odisha News

BREAKING NEWS

ପୂର୍ବତନ କୁଳପତିଙ୍କ ଘରୁ ପଦ୍ମ ଭୂଷଣ ପଦକ ଚୋରି ଅଭିଯୋଗରେ ୫ ଗିରଫ

ନୂଆଦିଲ୍ଲୀ: ପଦ୍ମ ଭୂଷଣ ପଦକ ଚୋରି ଅଭିଯୋଗରେ ୫ ଗିରଫ । ଏଭିଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଦିଲ୍ଲୀରୁ । ପଞ୍ଜାବ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଜିସି ଚାଟାର୍ଜୀଙ୍କ ପଦ୍ମ ଭୂଷଣ ପଦକ ଚୋରି ମାମଲାରେ ଜଣେ ମହିଳାଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି । ଜଣେ ବରିଷ୍ଠ ପୋଲିସ…

ସରକାରୀ ବିଜ୍ଞାପନରେ ଶାସକ ଦଳର ଶଙ୍ଖ ଚିହ୍ନ, ନିର୍ବାଚନ କମିଶନଙ୍କୁ କି ଜବାବ ଦେବେ ସରକାର?

ଭୁବନେଶ୍ୱର: ବିଜ୍ଞାପନରେ ଶାସକ ବିଜେଡି ଦଳୀୟ ଚିହ୍ନ ବ୍ୟବହାର ଅଭିଯୋଗରେ ରାଜ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି ନିର୍ବାଚନ କମିଶନ। ଦୁଇ ତାରିଖ ସୁଦ୍ଧା ଏହାର ଉତ୍ତର ରଖିବାକୁ ନିର୍ବାଚନ କମିଶନ କହିଛନ୍ତି। ହାତରେ ଆଉ ମାତ୍ର ଦୁଇ ଦିନ ରହିଥିବାରୁ ବିଜେଡି ଏହାକୁ ନେଇ କ'ଣ ଉତ୍ତର ଦେବ…

ବିଜେପିର ନିର୍ବାଚନ ବୈଠକ: ଏହି ତିନି ପ୍ରକାର ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇପାରେ?

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଆଉ କିଛି ସମୟ ପରେ ବସିବାକୁ ଯାଉଛି। ଏହି ବୈଠକରେ ପ୍ରାୟ ୧୨୫ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଅନୁମୋଦନ ମିଳିବ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କେନ୍ଦ୍ରୀୟ ନିର୍ବାଚନ…

ମଇଳା ପୋଷାକ ଯୋଗୁଁ ଚାଷୀଙ୍କୁ ମେଟ୍ରୋରେ ଚଢ଼ିବାକୁ ଦେଲେନି; ନିଜଆଡୁ ମାମଲା ଦାୟର କଲେ ଏନଏଚଆରସି

ନୂଆଦିଲ୍ଲୀ: ମଇଳା ପୋଷାକ ପିନ୍ଧିଥିବାରୁ କୃଷକଙ୍କୁ ମେଟ୍ରୋ ଟ୍ରେନରେ ଚଢ଼ିବାକୁ ବାରଣ କରାଯାଇଛି । ଏଭଳି ଘଟଣା ଘଟିଛି ବେଙ୍ଗାଲୁରୁର ରାଜାଜୀନଗର ଷ୍ଟେସନରେ । ସୂଚନା ଅନୁସାରେ, ଫେବୃଆରୀ ୨୬ରେ ଜଣେ କୃଷକ ମୁଣ୍ଡରେ ଅଖା ଧରି  ରାଜାଜୀନଗର ମେଟ୍ରୋ ଷ୍ଟେସନରେ ପହଞ୍ଚିଥିଲେ। ହେଲେ…

ପିକଅପ୍ ଓଲଟି ପଡ଼ିବାରୁ ୧୪ ଜଣଙ୍କର ମୃତ୍ୟୁ, ୨୧ ଆହତ

ଭୋପାଳ: ମଧ୍ୟପ୍ରଦେଶର ଡିଣ୍ଡୋରିରେ ବୁଧବାର ରାତିରେ ଏକ ପିକଅପ୍ ଗାଡ଼ି ଓଲଟି ପଡ଼ିବାରୁ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି। ଡିଣ୍ଡୋରି ଜିଲ୍ଲାର ବଦଜର ଗ୍ରାମ ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କିଛି ଗ୍ରାମବାସୀ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।…

ସନ୍ଦେଶଖାଲି ଅଭିଯୁକ୍ତ ତଥା ଟିଏମସି ନେତା ଶାହାଜାହାଁ ଶେଖ ଗିରଫ

କୋଲକାତା: ବହୁଚର୍ଚ୍ଚିତ ସନ୍ଦେଶଖାଲି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ତୃଣମୂଳ କଂଗ୍ରେସ ନେତା ଶେଖ ଶାହାଜାହାନଙ୍କୁ ଗିରଫ କରାଯାଇଛି। ସନ୍ଦେଶଖାଲିରେ ମହିଳାଙ୍କ ଉପରେ ଯୌନ ନିର୍ଯାତନା ଏବଂ ଜମି ଜବରଦଖଲ ଅଭିଯୋଗରେ ଏହି ନେତା ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ଅଭିଯୋଗ ରହିଛି। ଉତ୍ତର ୨୪…

ସରକାରୀ କ୍ୱାର୍ଟର୍ସରୁ କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବୌଦ୍ଧ: ବୌଦ୍ଧ ଜିଲ୍ଲା ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ନିଜ ସରକାରୀ କ୍ୱାର୍ଟର୍ସରେ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ଘୋଷ । ତେବେ ଏହାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ…

ପ୍ରାଚୀ ଉପତ୍ୟକାର ଇତିହାସ ଓ ସଂସ୍କୃତି ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ପ୍ରାଚୀ ପରିକ୍ରମା ଚାରିଟେବୁଲ୍‌ ନ୍ୟାସ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ପ୍ରାଚୀ ଉପତ୍ୟକାର ଇତିହାସ ଓ ସଂସ୍କୃତି ସମ୍ପର୍କିତ ଏକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ରାଜ୍ୟ ସଂସ୍କୃତି ବିଭାଗ ସମ୍ମିଳନୀ କକ୍ଷରେ…

୫ଜଣ ପେସ ବୋଲରଙ୍କ ପାଇଁ ସ୍ୱତନ୍ତ୍ର କଂଟ୍ରାକ୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ନୂତନ ସେଂଟ୍ରାଲ କଂଟ୍ରାକ୍ଟ ଜାରୀ କରିଛି । ଏହା ବ୍ୟତୀତ ଯୁବ ପେସ ବୋଲରଙ୍କ ପାଇଁ ଏକ ସ୍ୱତନ୍ତ୍ର କଂଟ୍ରାକ୍ଟର ବ୍ୟବସ୍ଥା କରାଯାଇଛି । ଏଥିରେ ୫ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି । ସେମାନେ ହେଲେ ଆକାଶଦୀପ, ବିଦ୍ୱଥ କୱରପ୍ପା, ଉମରାନ ମଲିକ,…

କାର୍ଡରେ ଭୁଲ ତାରିଖ ଉଲ୍ଲେଖ ଥିଲା, ଦିନକୁ ଆଗରୁ କନ୍ୟା ଘରେ ପଂହଚିଲା ବର

ହମୀରପୁର: ଉତରପ୍ରଦେଶର କୁରାରରେ ଏକ ମଜାଦାର ଘଟଣା ସମ୍ମୁଖକୁ ଆସିଛି । ବିବାହର ଦିନକ ପୂର୍ବରୁ ବର ବ୍ୟାଣ୍ଡ ବାଜା ସହିତ ଝିଅ ଘରେ ପଂହଚି ଯାଇଥିଲା । ଦୁଆର ମୁହଁରେ ବରକୁ ଦେଖି ଝିଅ ଘର ଓ ଗ୍ରାମବାସୀ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ । ସକିରୋଦୀ ଗ୍ରାମର ସ୍ୱର୍ଗୀୟ ରାମଫଳ ଅନୁରାଗୀଙ୍କ ଝିଅ…