Latest Odisha News

BREAKING NEWS

ବେଜିଂରେ ଆୟୋଜିତ ହେବ ୨୦୨୭ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ

ବେଜିଂ: ଚୀନର ବେଜିଂରେ ୨୦୨୭ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ ଆୟୋଜିତ ହେବ । ୱାର୍ଲ୍ଡ ଆଥଲେଟିକ୍ସ ଇଣ୍ଡୋର ଚାମ୍ପିୟନଶିପ ଆୟୋଜିତ ହେବା ପୂର୍ବରୁ ଗ୍ଲାସଗୋରେ ୨୩୪ତମ ବିଶ୍ୱ ଆଥଲେଟିକ୍ସ ପରିଷଦ ବୈଠକରେ ଏ ସମ୍ପର୍କରେ ନିଷ୍ପତି ନିଆଯାଇଥିଲା । ରୋମ ପ୍ରତିଯୋଗିତା ଆୟୋଜନ ଦୌଡରୁ ଓହରିଯିବା…

ମାତାପିତା ହେବେ ଦୀପଭିର, ଇନଷ୍ଟାରେ ଦେଲେ ଗୁଡ୍ ନ୍ୟୁଜ୍

ମୁମ୍ବାଇ: ଫ୍ୟାନ୍ସଙ୍କୁ ଖୁସି ଖବର ଦେଲେ ଦୀପିକା ପାଦୁକୋନ ଏବଂ ରଣବୀର ସିଂ । ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ସେ ପ୍ରେଗନେଣ୍ଟ ଥିବା ସୂଚନା ଦେଇଛନ୍ତି । ଏହି ଖବର ପାଇବା ମାତ୍ରେ ପ୍ରଶଂସକମାନେ ଖୁସି ହୋଇଯାଇଛନ୍ତି । ଗତ କିଛି ଦିନ ପୂର୍ବେ ଦୀପିକା ଏବଂ ରଣବୀର…

ସେଲଫି ଉଠାଉଥିଲେ ଫ୍ୟାନ୍, ଅଲି ଫଜଲଙ୍କ ଶାର୍ଟ ଉପରେ ଢ଼ଳିଗଲା କଫି

ନୂଆଦିଲ୍ଲୀ: ସେଲିବ୍ରେଟିଙ୍କ ସହ ଫୋଟ ଉଠାଇବାକୁ ସମସ୍ତେ ଭଲ ପାଆନ୍ତି। କିଏ ସେଲଫି ଉଠାନ୍ତି ଆଉ କିଏ ଫୁଲ୍ ପୋଜ୍ ଦେଇ ଉଠାଇବାକୁ ଇଚ୍ଛା କରନ୍ତି । ନିକଟରେ ଜଣେ ପ୍ରଶଂସକ ଅଭିନେତା ଅଲି ଫଜଲଙ୍କ ସହ ସେଲଫି ନେବାକୁ ଯାଇଥିଲେ । ହେଲେ ଅବହେଳା କାରଣରୁ ଅଲି ଫଜଲ ହାତରେ ଧରି ଥିବା କଫି ତାଙ୍କ…

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବିଲ୍‌ ପାସ କରିବାକୁ ନେଉଥିଲେ ୧୦ ହଜାର ଟଙ୍କା ଲାଞ୍ଚ

ରାଉରକେଲା: ଭିଜିଲାନ୍ସ ଜାଲରେ ରାଉରକେଲା ଇଏସଆଇ ମେଡିକାଲର ଡିସପେନସରୀ ବରିଷ୍ଠ କିରାଣୀ ଅଭିରାମ ସାହୁ । ଜଣେ ରୋଗୀଙ୍କ ବିଲ୍‌ ପାସ୍‌ କରିବାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ କାବୁ କଲା ଭିଜିଲାନ୍ସ । ଖବର ମୁତାବକ, ବିଶ୍ୱନାଥ ସିଂହ ଦୁର୍ଘଟଣାରେ ଆହତ ହୋଇ ପ୍ରଥମେ ଇଏସଆଇ ମଡେଲ…

ଅଟୋ ଡ୍ରାଇଭରଙ୍କ ‘ଖୋୟା-ଖୋୟା ଚାନ୍ଦ’ ଗୀତରେ ଫିଦା ହେଲେ ସଙ୍ଗୀତ ନିର୍ଦ୍ଦେଶକ ଅମିତ ତ୍ରିବେଦୀ

ନୂଆଦିଲ୍ଲୀ: ଆମ ଦେଶର ଲୋକଙ୍କ ଭିତରେ ପ୍ରତିଭା ଭରପୂର ହୋଇ ରହିଛି । ନିଜର ଖୁସିକୁ ଛୋଟ ଛୋଟ ଜିନିଷ ମାଧ୍ୟମରେ ଖୋଜି ସ୍ୱପ୍ନ ପୂରଣ କରିଥାନ୍ତି । ସୋସିଆଲ ମିଡିଆ ଯୁଗରେ ଏପରି ଘଟଣା ବେଶ୍ ଦେଖିବାକୁ ମିଳୁଛି । ଏପରି ଏକ ଘଟଣା ଗତକାଲି ମୁମ୍ୱାଇ ରାସ୍ତାରେ ନଜରକୁ ଆସିଥିଲା । ଜଣେ…

ଏନଏସି ମାନ୍ୟତା ଦାବି ନେଇ ୧୨ ଘଣ୍ଟିଆ ରାସୋଳ ବନ୍ଦ ଡାକରା

ଢେଙ୍କାନାଳ: ଥମୁନି ଏନ୍‌ଏସି ମାନ୍ୟତା ଦାବି ତାତି । ମାନ୍ୟତା ଦାବି ନେଇ ଆଜି ୧୨ ଘଣ୍ଟିଆ ରାସୋଳ ବନ୍ଦ ଡାକରା ଦେଇଛନ୍ତି ଢେଙ୍କାନାଳ ଜିଲ୍ଲାର ରାସୋଳବାସୀ । ଆନ୍ଦୋଳନ ଯୋଗୁଁ ଦୋକାନ, ବଜାର, ସ୍କୁଲ, କଲେଜ ଆଦି ବନ୍ଦ ରହିଛି । ଗାଡି ଚଳାଚଳ ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇଯାଇଛି । ପୁରୁଣା…

କେବଳ କଳା ନୁହେଁ, ଏହି ରଙ୍ଗର ପୋଷାକରେ ମଧ୍ୟ ଅଧିକ ଗରମ ଅନୁଭବ ହୁଏ

ଭୁବନେଶ୍ୱର: ମାଡ଼ି ଆସିଲାଣି ଖରା ଦିନ। ଏହି ସମୟରେ ଲୋକମାନେ ହାଲୁକା ରଙ୍ଗର ପୋଷାକ ପିନ୍ଧିବାକୁ ବେଶ୍ ପସନ୍ଦ କରନ୍ତି। ହେଲେ କିଛି ଲୋକ ଜାଣି ନପାରି ଗାଢ଼ ରଙ୍ଗର ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି। ଯେଉଁଥିପାଇଁ ସେମାନଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡେ। ଆଜିକାଲି ସିନ୍ଥେଟିକ…

ଜାତିସଂଘରେ କଶ୍ମୀର ପ୍ରସଙ୍ଗ ଉଠାଇଲା ପାକିସ୍ତାନ ଓ ତୁର୍କୀ, କଡ଼ା ଭାଷାରେ ଭାରତ ଦେଲା ଜବାବ

ନୂଆଦିଲ୍ଲୀ: ଜାତିସଂଘରେ କଶ୍ମୀର ପ୍ରସଙ୍ଗରେ ଭାରତ ପାକିସ୍ତାନ ଓ ତୁର୍କୀକୁ କଡ଼ା ସମାଲୋଚନା କରିଛି। ଜାତିସଂଘ ମାନବାଧିକାର ପରିଷଦର ୫୫ତମ ଅଧିବେଶନରେ ଭାରତ ତୁର୍କୀକୁ କଡ଼ା ସମାଲୋଚନା କରି କହିଛି ଯେ କଶ୍ମୀର ପ୍ରସଙ୍ଗରେ ଅନ୍ୟ କୌଣସି ଦେଶର ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ। ଏହା…

‘ତେରା କ୍ୟା ହୋଗା ଲଭଲି’ ର ଟ୍ରେଲର ରିଲିଜ, ଫ୍ୟାନ୍ସ କହିଲେ ଆକୁ ହିଁ କୁହନ୍ତି ଫିଲ୍ମ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଇଲିଆନା ଡି’କ୍ରୁଜ ବର୍ତ୍ତମାନ ମା' ହେବାର ଜର୍ଣ୍ଣିକୁ ଏଞ୍ଜୟ କରୁଥିବା ଦେଖିବାକୁ ମିଳିଛି । ଏହା ଭିତରେ ଫ୍ୟାନ୍ସ ମାନେ ସେ କେବେ ଅନସ୍କ୍ରିନକୁ କମ୍ ବ୍ୟାକ କରିବେ ସେନେଇ ପଚାରିଛନ୍ତି । ଏହି ସମୟ ମଧ୍ୟରେ ତାଙ୍କର ଆଗାମୀ ଫିଲ୍ମ 'ତେରା କ୍ୟା ହୋଗା ଲଭଲି' ର…

ବରପଦା କଲେଜ ଅନିୟମିତତା: ଇଡିରେ ପ୍ରଫୁଲ ହାଜରେ ହେବା ପରେ ଏବେ ପୁଅ ପ୍ରୟାସକାନ୍ତିଙ୍କ ପାଳି!

ଭୁବନେଶ୍ୱର: ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜରେ ଆର୍ଥିକ ଅନିୟମିତତା ଓ ଅବ୍ୟବସ୍ଥା ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତକୁ ଜୋରଦାର କରିଛି। ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ଇଡି ଅଧିକାରୀମାନେ ୮ ଘଣ୍ଟା ଧରି ଜେରା କରିଛନ୍ତି।…