ବାପା କାରଗିଲ ଯୁଦ୍ଧ ଲଢ଼ିଥିଲେ, ପୁଅ ଏବେ ଇଂଲଣ୍ଡକୁ ନାକେଦମ କରୁଛନ୍ତି
ରାଂଚୀ: ଇଂଲଣ୍ଡ ବିପକ୍ଷ ଚତୁର୍ଥ କ୍ରିକେଟ ଟେଷ୍ଟରେ ୭ମ ସ୍ଥାନରେ ବ୍ୟାଟିଂ କରିଥିବା ଭାରତର ଧ୍ରୁବ ଜୁରେଲ ୯୦ ରନର ଇନିଂସ ଖେଳି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ୨୩ ବର୍ଷୀୟ ଏହି କ୍ରିକେଟର ତାଙ୍କ ଇନିଂସରେ ୬ ଚୌକା ଓ ୪ ଛକା ମାରିଥିଲେ । ଉତର ପ୍ରଦେଶରେ ଜନ୍ମିତ ଧ୍ରୁବଙ୍କ ବାପା ସେ…