ନିର୍ବାଚନ ବେଳେ ଭଦ୍ରକ ବିଜେଡିରେ ଗୋଷ୍ଠୀ କନ୍ଦଳ, ଅଡୁଆରେ ବିଧାୟକ ସଞ୍ଜୀବ ମଲ୍ଲିକ
ଭଦ୍ରକ: ନିର୍ବାଚନ ବେଳେ ଶାସକ ବିଜୁ ଜନତା ଦଳ (ବିଜେଡି)ରେ ଗୋଷ୍ଠୀ କନ୍ଦଳ ଉଗ୍ରରୂପ ଧାରଣ କରିବାରେ ଲାଗିଛି। ଦଳ ଭିତରେ ଥିବା ଫାଟ ତୀବ୍ର ଚର୍ଚ୍ଚାକୁ ଆସିଥିବା ବେଳେ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ବିରୋଧରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ମିଳିଥିବା ସୂଚନା ଅନୁଯାୟୀ, ୫ଟି ଅଧ୍ୟକ୍ଷ ଭିକେ…