Latest Odisha News

BREAKING NEWS

ଦୁନିଆର ଏପରି ଦେଶ, ଯାହାର ନାହିଁ ରାଜଧାନୀ…

ନୂଆଦିଲ୍ଲୀ: ଦୁନିଆର ପ୍ରାୟତଃ ସବୁ ଦେଶର ରାଜଧାନୀ ରହିଛି । ଯେଉଁଠାରେ ସେହି ଦେଶର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ରହିଛି । କିନ୍ତୁ କଣ ଆପଣ ଜାଣନ୍ତି କି ଦୁନିଆରେ ଏପରି ଏକ ଦେଶ ରହିଛି ଯାହାର ରାଜଧାନୀ ନାହିଁ । ବର୍ତ୍ତମାନ ତୁମେ ଭାବିବ ଏପରି କାହିଁକି? ତେବେ ଆସନ୍ତୁ ଜାଣିବା କାହିଁକି…

କଣ ଏହି ବ୍ଲୁ ଆଧାର କାର୍ଡ, ଜାଣନ୍ତୁ କିପରି କରିବେ ଆବେଦନ..

ଭୁବନେଶ୍ଵର: ଭାରତରେ ୫ ବର୍ଷରୁ କମ୍ ପିଲାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଆଧାର କାର୍ଡ ରହିଛି, ଯାହାକୁ “ଶିଶୁ ଆଧାର କାର୍ଡ” କିମ୍ବା “ବ୍ଲୁ ଆଧାର କାର୍ଡ” ମଧ୍ୟ କୁହାଯାଏ | ବଡ ଲୋକ ମାନଙ୍କର ଆଧାର କାର୍ଡରୁ ଭିନ୍ନ କରିବା ପାଇଁ ଏହି କାର୍ଡ ନୀଳ ରଙ୍ଗର ହୋଇଥାଏ । ତେବେ ଆସନ୍ତୁ ଜାଣିବା ବ୍ଲୁ…

ମହିଳାଙ୍କ ଠାରୁ ଭ୍ୟାନିଟ ବ୍ୟାଗ୍ ଛଡାଇବା ପଡିଲା ମହଙ୍ଗା, ୨ ଲୁଟେରା ଗିରଫ

ଭୁବନେଶ୍ବର: ଧରାପଡିଲେ ଦୁଇ ଲୁଟେରା । ଏକୁଟିଆ ଦେଖି ଜଣେ ମହିଳାଙ୍କ ଠାରୁ ଝାମ୍ପିନେଇଥିଲେ ତାଙ୍କ ଭ୍ୟାନିଟ୍ ବ୍ୟାଗ । ଏନେଇ ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ ଉକ୍ତ ମହିଳା ଜଣଙ୍କ । ଅଭିଯୋଗକୁ ଆଧାରକରି ଆଜି ଦୁଇ ଜଣ ଲୁଟେରାଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ଗିରଫ ଅଭିଯୁକ୍ତ…

ଭାରତରତ୍ନ ପରି ପାକିସ୍ତାନର ସର୍ବୋଚ୍ଚ ସମ୍ମାନ କଣ, କଣ ଭାରତୀୟ ବି ପାଇଛନ୍ତି ଏହି ସମ୍ମାନ

ନୂଆଦିଲ୍ଲୀ: ଲାଲ କୃଷ୍ଣ ଆଡଭାନୀଙ୍କ ପରେ ଆଜି ପ୍ରଧାନମନ୍ତ୍ରୀ ସ୍ୱାମୀନାଥନ, ଚୌଧୁରୀ ଚରଣ ସିଂ ଏବଂ ନରସିଂହ ରାଓଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବା ନେଇ ଘୋଷଣା କରିଛନ୍ତି । ଏହି ସମ୍ମାନରେ ସମ୍ମାନିତ ବ୍ୟକ୍ତି ତାଙ୍କ ପୁରା ଜୀବନକାଳରେ ଦେଶର ହିତପାଇଁ ନିଜ ଜୀବନକୁ ଉତ୍ସର୍ଗ…

ପ୍ରାଣ ପ୍ରତିଷ୍ଠାର ୧୭ ଦିନ ପରେ ପୁଣି ଅଯୋଧ୍ୟା ଯାଇ ରାମଲଲାଙ୍କୁ ଦର୍ଶନ କଲେ ଅମିତାଭ ବଚ୍ଚନ

ଅଯୋଧ୍ୟା: ପୁଣି ଥରେ ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ ପାଇଁ ପହଞ୍ଚିଛନ୍ତି ବିଗ୍ ବି ଅମିତାଭ ବଚ୍ଚନ । ପ୍ରାଣ ପ୍ରତିଷ୍ଠାର ୧୭ ଦିନ ପରେ ପୁଣି ଅଯୋଧ୍ୟା ଯାଇ ପ୍ରଭୁଶ୍ରୀରାମଙ୍କ ଦର୍ଶନ କରିଛନ୍ତି । ଗତ ଜାନୁଆରୀ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ରାମ ମନ୍ଦିର ପ୍ରାଣ…

ଓଟିଟି ପ୍ଲାଟଫର୍ମରେ ଧମାକା କରିବ ସାଲାର, ଜାଣନ୍ତୁ ରିଲିଜ ଡେଟ୍

ମୁମ୍ବାଇ: ପ୍ରଭାସଙ୍କ 'ସାଲାର ପାର୍ଟ-୧ ସିଜଫାୟାର' ୨୦୨୩ ବର୍ଷର ଏକ ବଡ ହିଟ୍ ଫିଲ୍ମ ଅଟେ । ଡିସେମ୍ବରରେ ରିଲିଜ ହୋଇଥିବା ଏହି ଫିଲ୍ମ ବକ୍ସ ଅଫିସରେ ଅଦ୍ଭୁତପୂର୍ବ କଲେକ୍ସନ କରିଛି । 'ସାଲାର'ର ସଫଳତା କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଦେଖିବାକୁ ମିଳିଛି । ଅନେକ ଲୋକ ଯେଉଁମାନେ ଫିଲ୍ମ…

କଣ ଏହି ନିଷାଦରାଜ ଦୂର୍ଗ ରହସ୍ୟ, କାହିଁକି ଏଠାରୁ ମସଜିଦ୍ ହଟେଇବାକୁ ହେଉଛି ଦାବୀ

ଲକ୍ଷ୍ନୌ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପରେ ଏବେ କାଶୀରେ ଜ୍ଞାନବ୍ୟାପି ଏବଂ ମଥୁରାରେ କୃଷ୍ଣଙ୍କ ଜନ୍ମସ୍ଥାନରେ ମନ୍ଦିର ନିର୍ମାଣକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । କୋର୍ଟ ଜ୍ଞାନବ୍ୟାପିକୁ ଏକ ମନ୍ଦିର ଭାବରେ ଗ୍ରହଣ କରି ସେଠାରେ ହିନ୍ଦୁମାନଙ୍କୁ ପୂଜା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।…

ନୀଳଗିରି ବ୍ଲୁ ଲେକ୍‌ରେ ଭାସୁଛି ୨ ଯୁବକଙ୍କ ମୃତଦେହ, ସୋମବାରଠୁ ନିଖୋଜ ଥିଲେ ଦୁଇ ସାଙ୍ଗ

ବାଲେଶ୍ବର: ସୋମବାର ଠାରୁ ନିଖୋଜ ଥିବା ଦୁଇ ଜଣ ଯୁବକଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି । ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅଧୀନ ମିତ୍ରପୁର ନିକଟସ୍ଥ ବ୍ଲୁ ଲେକ୍‌ରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକ ଦ୍ବୟ ହେଲେ ଭବାନୀ ଶଙ୍କର (୨୨) ଓ ମନୋରଞ୍ଜନ ମହାପାତ୍ର (୨୧) ।…

ବସନ୍ତ ପଞ୍ଚମୀରେ ମା’ ସରସ୍ଵତୀଙ୍କୁ ଲଗାନ୍ତୁ ଏହି ଭୋଗ, ପ୍ରସନ୍ନ ହେବେ ବାଗଦେବୀ

ଭୁବନେଶ୍ଵର: ବସନ୍ତ ପଞ୍ଚମୀ ଦିନ ସମସ୍ତେ ବିଦ୍ୟାଦେବୀ ମା’ ସରସ୍ଵତୀଙ୍କୁ ବିଧିବିଧାନର ସହ ପୂଜା କରିଥାଆନ୍ତି । ଏହି ଦିନ ମା’ଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କ ମନପସନ୍ଦର ପ୍ରସାଦ ଭୋଗ ରୂପରେ ମା’ଙ୍କ ପାଖରେ ଲଗାଯାଏ । ପୂଜାରେ ଭଗବାନଙ୍କୁ ଦିଆଯାଇଥିବା ପ୍ରସାଦର ବିଶେଷ ମହତ୍ତ୍ଵ ରହିଥାଏ…

ବିଜେଡିରେ ମିଶିଲେ ସଂତୃପ୍ତ ମିଶ୍ର, ନିକଟରେ ଆଦିତ୍ୟ ବିର୍ଲା ଗ୍ରୁପର ସିଇଓ ପଦରୁ ଦେଇଥିଲେ ଇସ୍ତଫା

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପର ପୂର୍ବତନ ଶୀର୍ଷ କାର୍ଯ୍ୟନିର୍ବାହୀ ସନ୍ତୃପ୍ତ ମିଶ୍ର ଓଡ଼ିଶାରେ ଶାସକ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ମାନବ ସମ୍ବଳର ଗ୍ଲୋବାଲ ଡାଇରେକ୍ଟର ତଥା ବିର୍ଲା କାର୍ବନର ଗ୍ରୁପ୍ ଡାଇରେକ୍ଟର ତଥା କେମିକାଲ୍ସ ନିର୍ଦ୍ଦେଶକ ଥିବା ଶ୍ରୀ ମିଶ୍ର ଗତବର୍ଷ…