Latest Odisha News

BREAKING NEWS

ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦର ବିଭ୍ରାନ୍ତିକର ବିଜ୍ଞାପନ, କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲା ପିଏମ୍ଓ

ନୂଆଦିଲ୍ଲୀ: ଆୟୁଷ ଉତ୍ପାଦଗୁଡିକର ବିଭ୍ରାନ୍ତିକର ବିଜ୍ଞାପନ ସହ ଜଡିତ ଏକ ଆଇନର ବାରମ୍ବାର ଉଲ୍ଲଂଘନ ହେତୁ ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ ବିରୋଧରେ ହୋଇଥିବା ଅଭିଯୋଗ ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ପିଏମଓ ଆୟୁଷ…

ପାରାକୁ କାହିଁକି କୁହାଯାଏ ଗୁପ୍ତଚର ପକ୍ଷୀ, କାହାଣୀ ଜାଣି ହୋଇଯିବେ ତାଜୁବ୍

ନୂଆଦିଲ୍ଲୀ: ସବୁଠାରୁ ବୁଦ୍ଧିମାନ ପକ୍ଷୀ ହେଉଛି ପାରା । ତେଣୁ ତାକୁ ଗୁପ୍ତଚର ପକ୍ଷୀ ମଧ୍ୟ କୁହାଯାଏ | ଏହାର ପ୍ରମାଣ ମୋଗଲ ଏବଂ ରାଜାରାଜୁଡା ସମୟରୁ ଦେଖିବାକୁ ମିଳେ | ନିକଟରେ ମୁମ୍ବାଇ ପୋଲିସ ଦୀର୍ଘ ୮ମାସ ଧରି ବନ୍ଦି ରଖିଥିବା ଏକ ସନ୍ଦିଗ୍ଧ ଚାଇନା ପାରାକୁ ଛାଡିଦେଇଛି । ବାସ୍ତବରେ, ମେ…

ବିଦେଶ ମାଟିରେ ପୁଣି ଚମକିଲା ଭାରତ, ଶଙ୍କର ମହାଦେବନ୍ ଓ ଜାକିର ହୁସେନ୍ ଜିତିଲେ ଗ୍ରାମୀ ୨୦୨୪

ନୂଆଦିଲ୍ଲୀ: ଗ୍ରାମୀ ପୁରସ୍କାର ୨୦୨୪ରେ ଭାରତ ପାଇଁ ଏହା ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ ଥିଲା | ଭାରତୀୟ ସଂଗୀତକାର ଶଙ୍କର ମହାଦେବନ ଏବଂ ଜାକିର ହୁସେନ୍‌ଙ୍କ ଫ୍ୟୁଜନ୍ ବ୍ୟାଣ୍ଡ 'ଶକ୍ତି' ସେମାନଙ୍କର ସର୍ବଶେଷ ରିଲିଜ୍ 'ଦିସ୍ ମୋମେଣ୍ଟ' ପାଇଁ 'ଶ୍ରେଷ୍ଠ ଗ୍ଲୋବାଲ୍ ମ୍ୟୁଜିକ୍ ଆଲବମ୍' ପାଇଁ…

ଆଜିଠୁ କମ୍ପିବ ଗୃହ, ଫେବୃଆରୀ ୮ରେ ଆଗତ ହେବ କାମଚଳା ବଜେଟ୍

ଭୁବନେଶ୍ଵର: ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ବଜେଟ୍ ଅଧିବେଶନ । ଦିନ ୧୧ଟାରେ ରାଜ୍ୟପାଳଙ୍କ ଅଭିଭାଷଣ ପରେ ଆରମ୍ଭ ହେବ ଗୃହ କାର୍ଯ୍ୟ । ନିର୍ବାଚନକୁ ଆଉ କିଛିଦିନ ବାକି ଥିବାରୁ ଷୋଡଶ ବିଧାନସଭାର ଏହା ହେଉଛି ଶେଷ ଅଧିବେଶନ । ସରକାର ଏହି ଅଧିବେଶନରେ ଆସନ୍ତା ୮ତାରିଖରେ କାମଚଳା ବଜେଟ ଆଗତ…

ପ୍ରତିଦିନ ପିଅନ୍ତୁ ମୌସମ୍ବି ଜୁସ୍, ମିଳିବ ଜବରଦସ୍ତ ଫାଇଦା…

ଭୁବନେଶ୍ଵର: ଆମ ଶରୀର ପାଇଁ ଜୁସ୍ ଏକ ଲାଭଦାୟକ ଜିନିଷ । ଏହାକୁ ପିଇବା ଦ୍ୱାରା ସ୍ୱାସ୍ଥ୍ୟକୁ ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ । ଶରୀରକୁ କୁ ସମ୍ପୂର୍ଣ୍ଣ ଫିଟ୍ ରଖିବା ପାଇଁ, ଆମକୁ ପ୍ରତିଦିନ ଜୁସ୍ ପିଇବା ନିହାତି ଆବଶ୍ୟକ । ଅନେକ ଲୋକଙ୍କୁ ମୌସମ୍ବି ଜୁସ୍ ପିଇବାକୁ ବହୁତ ଭଲ ଲାଗେ ।…

ଆଜି ବିଧାନସଭାରେ ବହୁମତ ସାବ୍ୟସ୍ତ କରିବେ ଝାଡଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନ

ରାଞ୍ଚି: ଝାଡଖଣ୍ଡର ରାଜନୀତିରେ ଆଜି ଏକ ବଡ ଦିନ । ବିଧାନସଭାରେ ଚମ୍ପେଇ ସୋରେନ ସରକାର ଫ୍ଲୋର ଟେଷ୍ଟର ସମ୍ମୁଖୀନ ହେବେ । ଏହା ସହିତ ନୂତନ ସରକାରଙ୍କ ଭବିଷ୍ୟତ ମଧ୍ୟ ସ୍ଥିର ହେବ । ଏହାପୂର୍ବରୁ ଜାନୁଆରୀ ୩୧ ରେ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ, ଏହା ପରେ ଚମ୍ପେଇ…

ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀରେ ଓଡ଼ିଆ ଭାଷା ଓ ନାରୀ ସଶକ୍ତିକରଣ ଶୀର୍ଷକ ଆଲୋଚନା

ଭୁବନେଶ୍ୱର : ପ୍ରଥମ ବିଶ୍ଵ ଭାଷା ସମ୍ମିଳନୀ ଅବସରର ଦ୍ୱିତୀୟ ଦିବସରେ ଜ୍ଞାନପୀଠ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଔପନାସିକା ପ୍ରତିଭା ରାୟଙ୍କ ଅଧ୍ଯକ୍ଷତାରେ ଓଡ଼ିଆ ଭାଷା ଓ ନାରୀ ସଶକ୍ତିକରଣ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି…

ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଓଡ଼ିଶାର ଲୋକସଂସ୍କୃତି ଉପରେ ଆଲୋଚନା

ଭୁବନେଶ୍ୱର : ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ଦ୍ଵିତୀୟ ଦିବସରେ ଆଜି ଆୟୋଜିତ ଓଡ଼ିଶାର ଲୋକସଂସ୍କୃତି ସମ୍ପର୍କିତ ଆଲୋଚନା ସଭାରେ ବିଶିଷ୍ଟ ଲୋକସାହିତ୍ୟବିତ୍ ଓ ଭାଷାବିତ୍ ତଥା ପୂର୍ବାଞ୍ଚଳ ଭାଷା କେନ୍ଦ୍ରର ପୂର୍ବତନ ଅଧକ୍ଷ ଅରବିନ୍ଦ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ଓଡ଼ିଶାର…

ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀରେ ଆଧୁନିକ ଓଡ଼ିଶାର ଅଭ୍ୟୁଦୟ ଶୀର୍ଷକରେ ଆଲୋଚନା

ଭୁବନେଶ୍ୱର : ପ୍ରଥମ ବିଶ୍ୱ ଭାଷା ସମ୍ମିଳନୀର ଦ୍ୱିତୀୟ ଦିବସରେ ଆଦିକବି ସାରଳା ଦାସ ପ୍ରକୋଷ୍ଠରେ ବିଶିଷ୍ଟ ଐତିହାସିକ ନିବେଦିତା ମହାନ୍ତିଙ୍କ ଅଧ୍ୟକ୍ଷତାରେ ୧୯୩୬ : ଆଧୁନିକ ଓଡ଼ିଶାର ଅଭ୍ୟୁଦୟ ଶୀର୍ଷକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନରେ ବରୋଦା ସ୍ଥିତ ଗତିଶକ୍ତି…

ଆଦିବାସୀ ମେଳାରେ ଜନଜାତି କଳାକାରଙ୍କ ଦ୍ୱାରା ମଞ୍ଚସ୍ଥ ବହୁଭାଷୀ ନାଟକ ଏକ ପ୍ରମୁଖ ଆକର୍ଷଣ

ଭୁବନେଶ୍ୱର : ଓଡ଼ିଶାର ଅନୁସୂଚିତ ଜନଜାତିଙ୍କ ଭାଷାର ସଂରକ୍ଷଣ, ପ୍ରଚାର ଓ ପ୍ରସାର ନିମନ୍ତେ ୟୁନିଟ୍-୧ ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ବହୁଭାଷୀ ନାଟକ ମହୋତ୍ସବରେ ବାଲ୍ୟ ବିବାହ ସମ୍ପର୍କିତ ସଚେତନତା ଉପରେ ଆଧାରିତ କୋରାପୁଟିଆ ଦେଶୀଆ ଭାଷାର ଏକ ସୁନ୍ଦର ନାଟକ "ଦେଖ୍ ମେଟା…