Latest Odisha News

BREAKING NEWS

ମ୍ୟାଚ ଫିକ୍ସିଂ ନେଇ ବିବିଏଲରୁ ବିଦା ହେଲେ କି ଶୋଏବ?

କରାଚୀ: ପାକିସ୍ତାନର ପୂର୍ବତନ ଅଧିନାୟକ ଶୋଏବ ମଲିକ ବାଂଲାଦେଶ ପ୍ରିମିୟର ଲିଗରୁ ହଠାତ ବିଦା ହୋଇଛନ୍ତି । ଫର୍ଚୁନ ୱାରିଶାଲ ଟିମ ତାଙ୍କ କଂଟ୍ରାକ୍ଟ ଶେଷ କରିଛି । ଶୋଏବ ମ୍ୟାଚ ଫିକ୍ସିଂରେ ଜଡିତ ଥିବା ଯୋଗୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଅନୁମାନ କରାଯାଇଛି । ଜାନୁୟାରୀରେ ୨୨ରେ ଏକ…

ଭାଙ୍ଗିବ ମୋରାରଜୀ ଦେସାଇଙ୍କ ରେକର୍ଡ, ଫେବ୍ରୁଆରୀ ୧ରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଫେବ୍ରୁଆରୀ ୧ରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୨୪ ଲୋକସଭା ନିର୍ବାଚନ ପାଇଁ ଚଳିତ ଥରର ବଜେଟ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ ହେବନି। ତେବେ ହେଉଛି କ୍ରମାଗତ ଭାବରେ ପାଞ୍ଚ ଥର ପୂର୍ଣ୍ଣାଙ୍ଗ ବଜେଟ୍‌ ଏବଂ ଥରେ ଅନ୍ତରୀଣ ବଜେଟ୍‌…

ଇଂଲଣ୍ଡ ବିପକ୍ଷରେ ଭାରତ ୧୭୫ ରନରେ ଅଗ୍ରଣୀ

ହାଇଦ୍ରାବାଦ: ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୧୭୫ ରନର ଅଗ୍ରଣୀ ହାସଲ କରିନେଇଛି । ଷ୍ଟମ୍ପସ ଅପସାରଣ ବେଳକୁ ଭାରତ ୭ ୱିକେଟ ବିନିମୟରେ ୪୨୧ ରନ କରିଛି । ରବୀନ୍ଦ୍ର ଜାଡେଜା ୮୧ ଓ ଅକ୍ଷର ପଟେଲ ୩୫ ରନ କରି ଅପରାଜିତ ଅଛନ୍ତି । ପୂର୍ବରୁ…

ପରମବୀର ଚକ୍ରରେ କାହିଁକି ଥାଏ ଇନ୍ଦ୍ରଙ୍କ ବଜ୍ର ଚିହ୍ନ, କଣ ରହିଛି ଏହା ପଛର କାହାଣୀ

ଭୁବନେଶ୍ଵର: ପରମବୀର ଚକ୍ର ପଦକ ସେହି ସାହସୀ ସୈନିକମାନଙ୍କୁ ଦିଆଯାଏ, ଯେଉଁମାନେ ଶତ୍ରୁମାନଙ୍କ ସାମ୍ନାରେ ସାହସିକତାର ସହ ସବୁଠାରୁ ମହତ୍ଵପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିଥାଆନ୍ତି । ପରମବୀର ଚକ୍ର ପଦକ ସେନାର ସମସ୍ତ ସୈନିକଙ୍କ ପାଇଁ ଏକ ବିଶେଷ ମହତ୍ଵ ବହନ କରିଥାଏ । ତେବେ ଯଦି ଆପଣ ଏହି…

ବୋରିଗୁମ୍ମା ଦୁର୍ଘଟଣାରେ ୩ମୃତ, ପ୍ରତି ମୃତକଙ୍କ ପରିବାରକୁ ୩ ଲକ୍ଷ ଲେଖାଏଁ ସହାୟତା 

ଭୁବନେଶ୍ୱର: କୋରାପୁଟ ଜିଲ୍ଲା ବୋରିଗୁମ୍ମା ସଡକ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟଣା। ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇଲେ । ଏଥିସହ ମୃତକଙ୍କ ନିକଟ ଆତ୍ମୀୟଙ୍କୁ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଓ ଆହତଙ୍କ…

ୟୁ.ଟି.ଆ କାର୍ଯ୍ୟାଳୟରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି

ଭୁବେନଶ୍ଵର: ଦେଶ ପାଳିଛି ୭୫ତମ ସାଧାରଣତନ୍ତ୍ର ଦିବସ । ସେଥିପାଇଁ ସାରା ରାଜ୍ୟରେ ଜାତୀୟ ଧ୍ଵଜା ସମ୍ମାନର ସହ ଉତ୍ତୋଳନ କାରଯାଇଛି । ଏହି ପରିପେକ୍ଷୀରେ ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ(ୟୁ.ଟି.ଆ) କାର୍ଯ୍ୟାଳୟରେ ୭୫ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇଛି । ଏହି ଉପଲକ୍ଷେ…

ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ, ୫୦ ଜଣଙ୍କୁ ମିଳିଲା ରାଷ୍ଟ୍ରପତି ଓ ରାଜ୍ୟପାଳ ପଦକ

ଭୁବନେଶ୍ୱର: ୭୫ତମ ସାଧାରଣତନ୍ତ୍ର ଦିବସ ଅବସରରେ ୫୦ ଜଣଙ୍କୁ ମିଳିଛି ରାଷ୍ଟ୍ରପତି ଓ ରାଜ୍ୟପାଳ ପଦକ। ରାଜ୍ୟ ଆରକ୍ଷୀ ବାହିନୀ, ରାଜ୍ୟ ଅଗ୍ନିଶମ, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବାହିନୀ ଏବଂ ଓଡ଼ିଶା କାରାଗାର ସଂସ୍ଥା ଓ ସଂସ୍କାର ସେବାର ମୋଟ ୫୦ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ପଦକ…

ପାପର ପ୍ରାୟଶ୍ଚିତ ପାଇଁ ମହୋଦଧିରେ ସ୍ନାନ କଲେ କଂସ ମହାରାଜ, ମହାପ୍ରଭୁଙ୍କ କ୍ଷମା ମାଗିଲେ

ପୁରୀ: ସରିଲା ବିଶ୍ବ ପ୍ରସିଦ୍ଧ ବରଗଡର ଧନୁଯାତ୍ରା । କଂସ ବଧ ସହିତ ଶେଷ ହୋଇଛି ଧନୁଯାତ୍ରା । କଂସ ବଦ୍ଧ ପରେ ମଥୁରା ନଗରୀକୁ ଫେରିଛନ୍ତି କୃଷ୍ଣ ଓ ବଳରାମ । ସେପଟେ ଧନୁଯାତ୍ରା ସାରି ପୁରୀରେ ପହଞ୍ଚିଛନ୍ତି ମହାରାଜ କଂସ ଭୂମିକାରେ ଅଭିନୟ କରିବା ଥିବା ହୃଷିକେଶ ଭୋଇ । ଧନୁଯାତ୍ରାରେ…

କିଏ ପ୍ରଥମ ମହିଳା ମାହୁନ୍ତ ତ କିଏ ପାହାଡିଆ ଜମିରେ ଲଗାଇଛନ୍ତି ୫୦୦୦ ଗଛ, ଜାଣନ୍ତୁ ପଦ୍ମ ବିଜେତା ସେହି ହୀରା ମାନଙ୍କ…

ଭୁବନେଶ୍ଵର: ଘୋଷଣା ହୋଇଛି ସମ୍ମାନଜନକ ପଦ୍ମ ପୁରସ୍କାରତାଲିକା । ବିଭିନ୍ନ ବର୍ଗରେ ଭଲ କାମ କରିଥିବା ବ୍ୟକ୍ତିଙ୍କ ନାମ ବିଧିବଦ୍ଧ ଭାବରେ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ବିଜେତା ମାନଙ୍କ ତାଲିକାରେ କିଛି ଏପରି ଲୋକଙ୍କ ନାମ ଅଛି, ଯେଉଁମାନେ ପଙ୍କରେ ପଦ୍ମ ପରି ତାଙ୍କ ଉଚ୍ଚତର କାମ…

‘ବୀର ଗାଥାର ତୃତୀୟ ସଂସ୍କରଣ’ ପ୍ରତିଯୋଗିତା ଉତ୍ସବ, ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଭିଭାଷଣ ପଢି ଗୌରବ ଆଣିଲେ ଓଡ଼ିଆ ଝିଅ

କଟକ: କଟକ ତଥା ସମଗ୍ର ଓଡିଶା ପାଇଁ ଗୌରବ ଆଣିଲେ ଓଡିଆ ଝିଅ ବର୍ଣ୍ଣାଳୀ ସାହୁ । ଗୁରୁବାର ନୂଆଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ହୋଇଥିବା ‘ବୀର ଗାଥାର ତୃତୀୟ ସଂସ୍କରଣ’ ପ୍ରତିଯୋଗିତାର ସମ୍ମାନ ପ୍ରଦାନ ଉତ୍ସବରେ ପ୍ରତିରକ୍ଷାମନ୍ତ୍ରୀଙ୍କ ଅଭିଭାଷଣ ପଢି ଚର୍ଚ୍ଚାରେ ଏବେ…