Latest Odisha News

BREAKING NEWS

ଭାରତୀୟ ବିମାନ ବୋଲି ଏୟାରଲିଫ୍ଟ ପାଇଁ ଅନୁମତି ଦେଲେନି ମାଳଦ୍ୱୀପ ରାଷ୍ଟ୍ରପତି, ଅସୁସ୍ଥ ନାବାଳକର ମୃତ୍ୟୁ

ନୂଆଦିଲ୍ଲୀ: ଭାରତ-ମାଳଦ୍ୱୀପ ମଧ୍ୟରେ ବୃଦ୍ଧି ପାଇବାରେ ଲାଗିଛି ତିକ୍ତତା। ଏପରିସ୍ଥିତିରେ ଭାରତୀୟ ବିମାନକୁ ଅନୁମତି ନଦେବାରୁ ୧୪ବର୍ଷୀୟ ଅସୁସ୍ଥ ନାବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଏବେ ରାଜନୀତି ଜୋର ଧରିଛି। ମାଳଦ୍ୱୀପର ଜଣେ ସାଂସଦ ସୋସିଆଲ ମିଡିଆ ଏକ୍ସରେ ଏହାକୁ…

ତାମିଲନାଡୁରେ ପ୍ରାଣପ୍ରତିଷ୍ଠାର ସିଧାପ୍ରସାରଣ ଉପରେ ରୋକ! ଅଭିଯୋଗ ଆଣିଲେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ସବୁଠି ଉତ୍କଣ୍ଠା। ଏହି ଦିନକୁ ସ୍ମରଣୀୟ କରିବା ପାଇଁ ବିଜେପି ଶାସିତ ରାଜ୍ୟମାନେ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଏଥି ସହିତ ଅଧିକାଂଶ ବିରୋଧୀ ଦଳ ଏହି କାର୍ଯ୍ୟରୁ ନିଜକୁ ଦୂରେଇ ରଖିଛନ୍ତି। ଏହି ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ…

ଓଡିଶା ଗସ୍ତରେ ଆସୁଛନ୍ତି ଏଆଇସିସି ସଭାପତି ଶ୍ରୀ ମଲ୍ଲିକାର୍ଜୁନ୍ ଖଡଗେ, ସମ୍ବୋଧିତ ସଭା ପାଇଁ କମିଟି ଗଠନ କଲା…

ଭୁବନେଶ୍ୱର: ଆସନ୍ତା ୨୯ ତାରିଖ ଦିନ ଓଡିଶା ଗସ୍ତରେ ଆସୁଛନ୍ତି ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ମାନ୍ୟବର ଶ୍ରୀ ମଲ୍ଲିକାର୍ଜୁନ୍ ଖଡଗେ । ଏହି ପରିପେକ୍ଷିରେ ଭୁବନେଶ୍ୱରରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ। ଶ୍ରୀ ଖଡ଼ଗେ ଙ୍କ ସମ୍ବୋଧିତ ସାଧାରଣ ସଭା ପାଇଁ  ପିସିସି ସଭାପତି ଶ୍ରୀ ଶରତ…

ଶ୍ରୀରାମ ଧ୍ୱନୀରେ କମ୍ପିଲା ବଡଦାଣ୍ଡ, ଶ୍ରୀକ୍ଷେତ୍ରରେ ଗଡିଲା ରାମରଥ

ପୁରୀ: ଶ୍ରୀକ୍ଷେତ୍ରରେ ନଗର ପରିକ୍ରମା କଲା ରାମରଥ । ଜୟ ଶ୍ରୀରାମ ଧ୍ୱନୀରେ କମ୍ପିଲା ବଡଦାଣ୍ଡ । ଆସନ୍ତାକାଲି ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ରହିଥିବା ବେଳେ ସାରା ଦେଶ ଏବେ ରାମମୟ ହୋଇଛି । ଦେଶର ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା ସହ ଉତ୍ସବ ମନାଯାଉଛି ।ଏହି ଅବସରରେ ଆଜି…

ସାଧାରଣତନ୍ତ୍ର ଦିବସ ୨୦୨୪: କିଏ କେଉଁଠି କରିବେ ଜାତୀୟ ପତାକା ଉତ୍ତୋଳନ…

ଭୁବନେଶ୍ଵର: ଆଉ ମାତ୍ର ୪ ଦିନ ପରେ ଦେଶ ପାଳିବ ୭୫ତମ ସାଧାରଣତନ୍ତ୍ର ଦିବସ । ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ ରାଜ୍ୟପାଳ ରଘୁବର ଦାସ ଭୁବନେଶ୍ୱରର ଲୋୟର ପିଏମଜିରେ ପତାକା ଉତ୍ତୋଳନ କରିବେ । ଏହାବାଦ୍ ୧୭ ଜଣ ମନ୍ତ୍ରୀ ୧୭ ଟି ଜିଲ୍ଲାର ସଦର ମହକୁମାରେ, ୨ଟି ସ୍ଥାନରେ ଆରଡିସି ଏବଂ ୯ଟି…

ଟ୍ରକ୍ ଧକ୍କାରେ ଚାଲିଗଲା ୩ ବାଇକ୍ ଆରୋହୀଙ୍କ ଜୀବନ

ଭଦ୍ରକ: ଭଦ୍ରକରେ ଝିପିଝିପି ବର୍ଷା ସହ କୋହଲା ପାଗ ଲାଗି ରହିଥିବା ବେଳେ ୧୬ନମ୍ୱର ଜାତୀୟ ରାଜପଥ ରାଣିତାଲ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକକୁ ପିଟିଲା ଟ୍ରକ। ଚାଲିଗଲା ୩ ବାଇକ ଆରୋହୀଙ୍କ ଜୀବନ । ସୂଚନା ଅନୁସାରେ, ବାଲେଶ୍ଵର ଆଡ଼ୁ ଆସୁଥିବା ଏକ ଟ୍ରକ୍ ୩ ଜଣ ବାଇକ…

ପୋଲିସ ପଦକ ଘୋଷଣା, ୨ ଆଇଜିଙ୍କ ସମେତ ୨୦ ପୁଲିସ ଅଧିକାରୀ ପାଇବେ ରାଜ୍ୟପାଳ ପଦକ

ଭୁବନେଶ୍ଵର: ୨୦୨୩ ବର୍ଷ ପାଇଁ ପ୍ରକାଶ ପାଇଲା ରାଜ୍ୟପାଳ ପୋଲିସ ପଦକ ତାଲିକା । ୨ ଜଣ ଆଇଜିଙ୍କ ସମେତ ମୋଟ ୨୦ ଜଣ ପୋଲିସ୍ କର୍ମଚାରୀଙ୍କୁ ପ୍ରଦାନ କରାଯିବ ରାଜ୍ୟପାଳ ପଦକ। ଏହି କ୍ରମରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲଙ୍କୁ ଏବଂ କ୍ରାଇମବ୍ରାଞ୍ଚ ଆଇଜି ସଫିନ୍ ଅହମ୍ମଦଙ୍କୁ ଏହି ସମ୍ମାନଜନକ…

ଲୋକସଭା ଏବଂ ବିଧାନସଭା ସଂଯୋଜକଙ୍କ ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ ପରିଚାଳନା ପାଇଁ କମିଟି ଗଠନ

ଭୁବନେଶ୍ୱର: ପାଖେଇ ଆସିଲାଣି ନିର୍ବାଚନ ସମୟ । ସେଥିପାଇଁ ସବୁ ଦଳ ଏବେ ସଜବାଜ ହେଉଛନ୍ତି । ଜାନୁୟାରୀ ୨୩, ୨୦୨୪ ଏବଂ ଜାନୁୟାରୀ ୨୫, ୨୦୨୪ ରେ ଭୁବନେଶ୍ୱରରେ ଲୋକସଭା ଏବଂ ବିଧାନସଭା ସଂଯୋଜକଙ୍କ ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ ପରିଚାଳନା ପାଇଁ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏକ ୬…

୪ର୍ଥ ଦିନରେ ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଘରେ ଆଇଟି ରେଡ୍

ରାଉରକେଲା: ଚତୁର୍ଥ ଦିନରେ ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଘରେ ଚାଲିଛି ଆଇଟି ବିଭାଗର ରେଡ । ଓଡିଶାର ଏକକାଳୀନ ୧୦ଟି ସ୍ଥାନରେ ଚାଲିଛି ରେଡ୍ । ଚଢାଉରେ ୧୦୦ରୁ ଅଧିକ ଅଧିକାରୀ ଓ ସିଆରପିଏଫ୍ ଯବାନ ସାମିଲ ହୋଇଛନ୍ତି । ଏଯାବତ୍ ଘନଶ୍ୟାମଙ୍କ ଘରୁ ମିଳିଲାଣି ୫କୋଟି ନଗଦ ଟଙ୍କା । ସୂଚନା…

ଆସନ୍ତାକାଲି ୨.୩୦ ପର୍ଯ୍ୟନ୍ତ ବନ୍ଦ ରହିବ AIIMS, ଜାରି ରହିବ ଜରୁରୀକାଳୀନ ସେବା

ନୂଆଦିଲ୍ଲୀ: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସମଗ୍ର ଦେଶବାସୀ ଉତ୍ସାହିତ ରହିଛନ୍ତି । ଜାନୁଆରୀ ୨୨ତାରିଖରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ସେଥିପାଇଁ ସମସ୍ତ ସରକାରୀ ଅଫିସ୍ ଓ ଶିକ୍ଷାନୁଷ୍ଠାନକୁ ଅଧାଦିନ ଛୁଟି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଅପରାହ୍ନ ୨.୩୦ ପର୍ଯ୍ୟନ୍ତ…