Latest Odisha News

BREAKING NEWS

ଅଷ୍ଟ୍ରେଲିଆନ ଓପନ ପ୍ରଥମ ରାଉଣ୍ଡରୁ ବିଦା ହେଲେ ମୁରେ, ପରୋକ୍ଷରେ ଅବସର ସମ୍ପର୍କରେ ଦେଲେ ସୂଚନା

ମେଲବୋର୍ଣ୍ଣ: ଚଳିତ ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟରେ ବଡ ବିପର‌୍ୟ୍ୟୟ ଦେଖିବାକୁ ମିଳିଛି । ୩ଥର ଗ୍ରାଣ୍ଡ ସ୍ଲାମ ବିଜେତା ବ୍ରିଟେନର ଆଣ୍ଡି ମୁରେ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି । ଆର୍ଜେଂଟିନାର ଥମାସ ମାର୍ଟିନ ଇଚଭେରୀଙ୍କ ନିକଟରୁ ସେ ୬-୪, ୬-୨, ୬-୨ ସେଟରେ ପରାଜିତ…

୫ବର୍ଷରେ ଶିକ୍ଷା ଋଣ ଆବେଦନ ଦ୍ୱିଗୁଣିତ ହୋଇଛି: ୪୫% ଛାତ୍ର କେବଳ ଏହି ୫ଟି ରାଜ୍ୟର

ନୂଆଦିଲ୍ଲୀ: ଦେଶରେ ଶିକ୍ଷା ଋଣ ନେଉଥିବା ଛାତ୍ରଙ୍କ ସଂଖ୍ୟା ପାଞ୍ଚ ବର୍ଷ ମଧ୍ୟରେ ଦ୍ୱିଗୁଣିତ ହୋଇଛି। ୨୦୧୮-୧୯ବର୍ଷରେ, ଦେଶର ମୋଟ ୨,୬୮,୪୩୯ ଛାତ୍ର ଉଚ୍ଚଶିକ୍ଷା ପାଇଁ ଋଣ ନେଇଥିଲେ । ୨୦୨୨-୨୩ ମସିହାରେ ଏହି ସଂଖ୍ୟା ୫,୭୪,୮୩୨କୁ ବୃଦ୍ଧି ପାଇଛି। ପଶ୍ଚିମବଙ୍ଗରେ ୨୦୧୮-୧୯ରେ କେବଳ ୧୦,୬୫୦…

ରଣଜୀ ଟ୍ରଫି: ମଧ୍ୟପ୍ରଦେଶ ବିପକ୍ଷ ମ୍ୟାଚରେ ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ଓଡିଶା ହାସଲ କଲା ୩ ପଂଏଟ

ଭୁବନେଶ୍ୱର: ଓଡିଶା ଓ ମଧ୍ୟପ୍ରଦେଶ ମଧ୍ୟରେ ଅନୁଷ୍ଠିତ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚ ଡ୍ରରେ ସମାପ୍ତ ହୋଇଛି । ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ଓଡିଶା ୩ ପଂଏଟ ହାସଲ କରିଛି । ପ୍ରଥମ ଇନିଂସରେ ଶୁଭ୍ରାଂଶୁ ସେନାପତିଙ୍କ ଚମତ୍କାର ଦ୍ୱିଶତକ ବଳରେ ଓଡିଶା ୪୯୮ ରନ କରିଥିଲା । ଏହାର ଜବାବରେ…

ଅଯୋଧ୍ୟାରୁ ବିମାନ ସେବା ଆରମ୍ଭ କରିବ ସ୍ପାଇସଜେଟ୍: ଯୋଡି ହେବ ଚେନ୍ନାଇ, ବେଙ୍ଗାଲୁରୁ ଓ ମୁମ୍ବାଇ 

ଲକ୍ଷ୍ନୌ: ଆସନ୍ତା ୨୨ ଜାନୁଆରୀରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ। ଏହା ପୂର୍ବରୁ ସଜେଇ ହେଲାଣି ଅଯୋଧ୍ୟା ନଗରୀ। ରାମଲାଲାଙ୍କ ଭବ୍ୟ ଉତ୍ସବରେ କୋଣ ଅନୁକୋଣରୁ ଲୋକ ଯୋଗଦେବେ । ଲୋକଙ୍କୁ ସେବା ଯୋଗାଇ ଦେବା ପାଇଁ ଅନେକ ବ୍ୟବସ୍ଥା କରାଯାଇଛି। ଆସନ୍ତା ଫେବୃଆରୀ ୧ ତାରିଖରୁ…

ଆମେରିକାରେ ପ୍ରଥମ ଥର ପାଇଁ ନାଇଟ୍ରୋଜେନ୍ ଗ୍ୟାସ୍ ଦ୍ୱାରା ଦିଆଯିବ ମୃତ୍ୟୁଦଣ୍ଡ 

ୱାଶିଂଟନ: କୌଣସି ଦେଶରେ ଏକ ଅପରାଧ ପାଇଁ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ମୃତ୍ୟୁଦଣ୍ଡ ଦିଆଯାଏ । ସାଧାରଣତଃ ମୃତ୍ୟୁଦଣ୍ଡ ମାମଲାରେ ଦୋଷୀକୁ ଫାଶୀ ଦିଆଯାଏ । କିନ୍ତୁ ଆମେରିକାର ଆଲାବାମାରେ ଆଉ ଫାଶୀ ଦିଆଯିବନି । ନାଇଟ୍ରୋଜେନ ହାଇପୋକ୍ସିଆ ମାଧ୍ୟମରେ ମୃତ୍ୟୁଦଣ୍ଡ ଦିଆଯିବ ।…

ନିଜ ଭାଷାରେ ମିଳିବ ପାଣିପାଗ ଖବର: PMS ଆପ୍ ଲୋକାର୍ପିତ କଲେ ଉପ-ରାଷ୍ଟ୍ରପତି 

ଭୁବନେଶ୍ୱର: ଏଣିକି ପ୍ରତି ପଞ୍ଚାୟତରେ ପାଣିପାଗର ତଥ୍ୟ ପହଞ୍ଚିବ । ଆଇଏମଡିର ମୋବାଇଲ ଆପ ଜରିଆରେ ଏହି ତଥ୍ୟ ପହଞ୍ଚାଯିବାର ବ୍ୟବସ୍ଥା କରାଯାଇଛି । ନିଜ ନିଜ ଭାଷାରେ ଚାଷୀ ଓ ସାଧାରଣ ଲୋକ ପାଇପାରିବେ ପାଣିପାଗ ଖବର । ଏନେଇ ପଞ୍ଚାୟତ ମୌସମ ସେବା ‘PMS’ ଆପର ଶୁଭାରମ୍ଭ କରିଛନ୍ତି…

ଟି୨୦ ବିଶ୍ୱକପରେ ଭାରତର ଏହି ଖେଳାଳିଙ୍କ ଖେଳିବା ସମ୍ଭାବନା କ୍ଷୀଣ

ନୂଆଦିଲ୍ଲୀ: ୨୦୨୪ ଜୁନରେ ଟି୨୦ ବିଶ୍ୱକପ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳାଯିବ । ଭାରତୀୟ ଟିମ ଏଥିନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଆଇପିଏଲରେ ପ୍ରଦର୍ଶନକୁ ଭିତି କରି ଦଳ ଚୟନ କରିବା ପାଇଁ ବିସିସିଆଇ ଚୟନ କମିଟି ଯୋଜନା କରିଛନ୍ତି । ତେବେ ଟି୨୦ରେ କ୍ରମାଗତ ଖରାପ ପ୍ରଦର୍ଶନ ଯୋଗୁ…

ପ୍ରେମ ପାଇଁ ପରିତ୍ୟାଗ କଲେ ୨୫୦୦ କୋଟି ଟଙ୍କାର ସମ୍ପତ୍ତି

ଜାକାର୍ତା: ପ୍ରେମକୁ କେହି କିଣି ପାରିବେ ନାହିଁ କିମ୍ବା ବିକ୍ରି କରିପାରିବେ ନାହିଁ । ଏହା ଅମୂଲ୍ୟ । ହଁ ଏହାର ମାନେ ଯେଉଁମାନେ ବୁଝିଛନ୍ତି । ଏ ଭଳି ଏକ ଦୃଷ୍ଟାନ୍ତମୂଳକ ପ୍ରେମ ଖବର ସାରା ବିଶ୍ୱରେ ଚହଳ ସୃଷ୍ଟି କରିଛି । ପ୍ରେମିକକୁ ପାଇବା ପାଇଁ ଜଣେ ପ୍ରେମିକା ୨୫୦୦ କୋଟି ଟଙ୍କାର…

ରାମ ମନ୍ଦିରରେ ସ୍ଥାପନ ହେବ ସ୍ଥପତି ଅରୁଣ ଯୋଗୀରାଜଙ୍କ ଦ୍ୱାରା ଖୋଦିତ ମୂର୍ତ୍ତି, ସ୍ପଷ୍ଟ କଲା ଟ୍ରଷ୍ଟ

ଲକ୍ଷ୍ନୌ: ଅଯୋଧ୍ୟା ରାମ ମନ୍ଦିର ଗର୍ଭ ଗୃହରେ ପ୍ରତିଷ୍ଠା ହେବାକୁ ଥିବା ବିଗ୍ରହଙ୍କୁ ନେଇ ଚାଲିଥିବା ସବୁ ଚର୍ଚ୍ଚାର ଅନ୍ତ ଘଟିଛି। ଚୂଡ଼ାନ୍ତ ହୋଇଛି ରାମଲାଲାଙ୍କ ଦିବ୍ୟ ବିଗ୍ରହ । କର୍ଣ୍ଣାଟକ ମହିଶୂରର ସ୍ଥପତି ଅରୁଣ ଯୋଗୀରାଜଙ୍କ ହାତ ତିଆରି ମୂର୍ତ୍ତି ଲାଗିବ ଶ୍ରୀରାମଙ୍କ ମନ୍ଦିରର ଗର୍ଭ…

ଜାମ୍ମୁ-କାଶ୍ମୀରରେ ବଢିଛି ଆତଙ୍କବାଦୀ କାର୍ଯ୍ୟକଳାପ: ସ୍ଥଳସେନା ମୁଖ୍ୟ

ହାଇଦ୍ରାବାଦ: ଆଜି ୭୬ତମ ସେନା ଦିବସ ପାଳୁଛି ଦେଶ । ଏହି ଅବସରରେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ନିଜର ଅଭିଭାଷଣ ରଖିଛନ୍ତି । ସେନା କିଭଳି ମଣିପୁର ସ୍ଥିତିକୁ ଆୟତ୍ତ କରିଛି ସେ ସମ୍ପର୍କରେ କହିଛନ୍ତି।ଏଥିସହ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢିଥିବା କହିଛନ୍ତି…