Latest Odisha News

BREAKING NEWS

ନକ୍ସଲଙ୍କ ଗୁଳିରେ ଟଳି ପଡିଲେ ଆଉଜଣେ ନକ୍ସଲ

ଝାଡଖଣ୍ଡ: ନକ୍ସଲଙ୍କ ଗୁଳିରେ ଟଳି ପଡିଲେ ଆଉଜଣେ ନକ୍ସଲ । ପୋଲିସ ଇନଫର୍ମର ସନ୍ଦେହରେ ନିଜର ପୁରୁଣା ସାଥୀକୁ ଗୁଳି ମାରି ହତ୍ୟା କରିଛନ୍ତି ନକ୍ସଲ । ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଦେଖିବାକୁ ମିଳିଛି ଏହି ଘଟଣା । ମୃତକ ନକ୍ସଲ ଜଣଙ୍କ ହେଉଛନ୍ତି ସମଥା ଗାଁର ନେଲସନ୍ ଭେଙ୍ଗ୍ରା । ସୂଚନା…

ସମୁଦ୍ର ଭିତରେ ୨୨ କିଲୋମିଟରର ଅଟଳ ସେତୁ, ଆଜି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରରେ ସାଢ଼େ ୩୦ହଜାର କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ। ଏହି ଅବସରରରେ ଦେଶର ଦୀର୍ଘତମ ସମୁଦ୍ର ସେତୁକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ପ୍ରାୟ…

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା: ଆଜି ଠାରୁ ୧୧ଦିନିଆ ସ୍ଵତନ୍ତ୍ର ‘ଅନୁଷ୍ଠାନ’ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ଯୋଗଦେବା ପୂର୍ବରୁ ଦେଶବାସୀଙ୍କୁ ଏକ ସ୍ଵତନ୍ତ୍ର ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବାର ପୂଣ୍ୟ ଅବସର ମିଳିଥିବାରୁ ପ୍ରଭୁଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । …

ଶ୍ରୀମନ୍ଦିରରେ ଡିଅର ପୁରୁଷ ଟିମ୍, ମହାପ୍ରଭୁଙ୍କୁ କଲେ ପ୍ରଥମ ଟିକେଟ୍ ସମର୍ପଣ

ପୁରୀ: ଭିନ୍ନ ଏକ କାହାଣୀକୁ ନେଇ ଖୁବ୍ ଶିଘ୍ର ମୁକ୍ତିଲାଭ କରିବାକୁ ଯାଉଛି ଛଳଚ୍ଚିତ୍ର ଡିଅର ପୁରୁଷ । ଏହାରି ଭିତରେ ଶ୍ରୀମନ୍ଦିର ସାମ୍ନାରେ ଫିଲ୍ମଟିର ଗ୍ରାଣ୍ଡ ପ୍ରୀମିଅର ସୋ କରାଯାଇଛି । ପ୍ରଥମ ଟିକେଟ କୁ ମହାପ୍ରଭୁଙ୍କ ପାଖରେ ଅର୍ପଣ କରିଛି ପୁରା ଟିମ୍ । ଗତକାଲି ଚଳଚ୍ଚିତ୍ରର ପ୍ରଯୋଜକ…

ମୂଲ୍ୟ ଯେପରି ଗୁଣ ବି ସେପରି, ସ୍ଵାସ୍ଥ୍ୟ ପାଇଁ ରାମବାଣ କେସର

ଭୁବନେଶ୍ଵର: ଦୁନିଆର ସବୁଠାରୁ ମହଙ୍ଗା ମସଲା ମଧ୍ୟରୁ ସାଫ୍ରନ୍ ବା କେସର ହେଉଛି ଏକ ସୁଗନ୍ଧିତ ଫୁଲର ଏକ ଛୋଟ ଅଂଶ ଯାହାର ବାସ୍ନା ମହୁ ପରି ହୋଇଥାଏ । ଆମ ଦେଶରେ ଏହା ବ୍ୟାପକ ଭାବରେ ଚାଷ କରାଯାଏ । ବାଇଗଣୀ ରଙ୍ଗର ଏହି ଫୁଲ ଶରତର ଆରମ୍ଭରେ ୧୦-୨୫ ସେମି ଉଚ୍ଚରେ ବଢ଼ିଥାଏ । କେସର ହେଉଛି…

ଭୁବନେଶ୍ବର ପ୍ରଥମ ୱାଟର ପ୍ଲସ୍ ସିଟି ଓ ଆବର୍ଜନାମୁକ୍ତ ସହର ଭାବେ ପୁରସ୍କୃତ

ଭୁବନେଶ୍ୱର: ନୂଆଦିଲ୍ଲୀରେ କେନ୍ଦ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜେତାମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ 'ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ୨୦୨୩' ପ୍ରଦାନ କରାଯାଇଛି। 'ସ୍ୱଚ୍ଛ ସର୍ବେକ୍ଷଣ'ରେ ଭୁବନେଶ୍ୱର ୩୪ତମ ସ୍ଥାନରେ…

ପଶ୍ଚିମବଙ୍ଗରେ କଂଗ୍ରେସ ଦୁର୍ବଳ ବୋଲି ସ୍ବୀକାର କଲେ ଆସନ ବାବଦରେ ଆଲୋଚନା ହେବ: ଟିଏମସି

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ଚାହୁଁଛି ଯେ କଂଗ୍ରେସ ନେତୃତ୍ୱ ପଶ୍ଚିମବଙ୍ଗରେ ଦୁର୍ବଳ ବୋଲି ସ୍ୱୀକାର କରନ୍ତୁ। ଏବଂ ମମତା ବାନାର୍ଜୀଙ୍କୁ ରାଜ୍ୟରେ ବିଜେପି ବିରୋଧରେ ଲଢ଼େଇର ନେତୃତ୍ୱ ନେବାକୁ ଆହ୍ବାନ କରନ୍ତୁ। ପଶ୍ଚିମବଙ୍ଗରେ ଲୋକସଭା ନିର୍ବାଚନ ପାଇଁ ଆସନ ବୁଝାମଣା ନେଇ କଂଗ୍ରେସ ସହ…

ରାସ୍ତାରେ ରାଜ୍ୟପାଳ ଶୁଣିଲେ ସମସ୍ୟା, ଗାଡ଼ି ଅଟକାଇ ପୁଅର ଚିକିତ୍ସା ବାବଦରେ ସହାୟତା ମାଗିଲେ ବାପା

ଭୁବନେଶ୍ୱର: ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ନେବା ପରେ ଆଉ ରାଜଧାନୀରେ ନରହି ଏବେ ଗାଁକୁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝୁଛନ୍ତି ରାଜ୍ୟପାଳ ରଘୁବର ଦାସ। ଆଜି ଗଞ୍ଜାମ ଜିଲ୍ଲା ଗସ୍ତ ସମୟରେ ଜଣେ ବ୍ୟକ୍ତି ରାଜ୍ୟପାଳଙ୍କ ଗାଡିକୁ ଅଟକାଇ ନିଜ ପୁଅର ଚିକିତ୍ସା ଖର୍ଚ୍ଚ ବାବଦରେ କହିଥିଲେ।…

ନୂଆପଡ଼ା ବାଘ ଛାଲ ଜବତ ଘଟଣାରେ ଗିରଫ ସଂଖ୍ୟା ୭କୁ ବୃଦ୍ଧି

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ବନ ବିଭାଗ ପକ୍ଷରୁ ଦୁଇଟି ଚିତାବାଘ ଚମଡ଼ା ଜବତ କରାଯିବା ଘଟଣାରେ ଗିରଫ ସଂଖ୍ୟା ୭କୁ ବୃଦ୍ଧି।  ଖରିଆର ଏସିଏଫ୍ ମହମ୍ମଦ ସାଲେହା ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଖରିଆର ଫରେଷ୍ଟ ରେଞ୍ଜର ବନ ବିଭାଗର ଏକ ଟିମ୍ ଚମଡ଼ା ବିକ୍ରି ସମ୍ପର୍କରେ…

ଟି୨୦: ଶିବମଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଆଫଗାନିସ୍ତାନକୁ ହରାଇଲା ଭାରତ

ମୋହାଲୀ: ଏଠାରେ ଅନୁଷ୍ଠିତ ପ୍ରଥମ ଟି୨୦ରେ ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୬ ୱିକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି । ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା । ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ…