ୟୁଟ୍ୟୁବରେ ଆମେରିକାନ ଇଂଲିଶ ଶିକ୍ଷା ଦେଇ ଚର୍ଚ୍ଚାରେ ନବରଙ୍ଗପୁରର ଯୁବକ
ନବରଙ୍ଗପୁର: ବଣର ମଲ୍ଲି ବଣରେ ଫୁଟି ମଉଳି ଯାଏ ଭଳି ଉକ୍ତିକୁ ଭୁଲ ପ୍ରମାଣିତକରି ଦେଖାଇଛନ୍ତି ଯୁବକ । ମାତ୍ର ୨୧ ବର୍ଷ ବୟସ ରେ ଆମେରିକାନ ଇଂଲିଶ ଶିକ୍ଷା ଦେଇ ସୋସିଆଲ ମିଡ଼ିଆରେ ଜାତୀୟ ସ୍ତରରେ ଚର୍ଚ୍ଚା ସାଉଁଟିଛନ୍ତି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ଭଳି ଉପାନ୍ତ…