ଯିଏ ଅଯୋଧ୍ୟା ନଯିବ ସେ ଜୀବନ ସାରା ପସ୍ତେଇବ, କଂଗ୍ରେସକୁ ରାବଣ ସହ ତୁଳନା କଲା ବିଜେପି
ନୂଆଦିଲ୍ଲୀ: ଆସନ୍ତା ଜାନୁୟାରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଭାଗ ନେବନି କଂଗ୍ରେସ । ଏନେଇ କଂଗ୍ରେସକୁ କଡା ଜବାବ ଦେଇଛି ବିଜେପି । ଅଲ ଇଣ୍ଡିଆ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ ଏବଂ ଲୋକସଭାରେ ବିରୋଧୀ ଦଳର ନେତା ଆଧିର…