Latest Odisha News

BREAKING NEWS

ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି୨୦ରେ ଖେଳିବେନି କୋହଲି

ମୋହାଲୀ: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି୨୦ କ୍ରିକେଟ ମ୍ୟାଚରେ ବିରାଟ କୋହଲି ଖେଳିବେ ନାହିଁ । ବ୍ୟକ୍ତିଗତ କାରଣରୁ କୋହଲି ଓହରି ଯାଇଥିବା କୋଚ ରାହୁଲ ଡ୍ରାଭିଡ ସୂଚନା ଦେଇଛନ୍ତି । ତେବେ ସେ ଦ୍ୱିତୀୟ ଏବଂ ତୃତୀୟ ଟି୨୦ରେ ଉପଲବ୍ଧ ରହିବେ ବୋଲି କୋଚ ସ୍ପଷ୍ଟ କରିଛନ୍ତି । କୋହଲିଙ୍କ…

କ୍ରାଇମ୍ ହଟ୍ ସ୍ପଟ୍ ଉପରେ ପୋଲିସର ନଜର: ଚୋର ଧରିବ ଗୁଗଲ ମ୍ୟାପ୍

ଭୁବନେଶ୍ବର: ରାଜଧାନୀରେ ଚୋରି ଏବେ ନିତିଦିନିଆ କଥାରେ ପରିଣତ ହେଲାଣି । ପୋଲିସକୁ ଖୁଲମଖୁଲା ଚ୍ୟାଲେଂଜ ଦେଇ ଚୋରମାନେ ସିରିଜ ଚୋରି କରିଚାଲିଛନ୍ତି । ତେବେ ଚୋରଙ୍କୁ ଧରିବାକୁ ଏବେ ନୂଆ ଯୋଜନା କରିଛି କମିଶନରେଟ ପୋଲିସ। ଏଣିକି ଗୁଗୁଲ ମ୍ୟାପିଂ ଦ୍ୱାରା ଚିହ୍ନଟ ହେବେ ଅଭିଯୁକ୍ତ। କ୍ରାଇମ…

ପ୍ରେମିକ ପାଇଁ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ମୟୂରଭଞ୍ଜ: ପ୍ରେମିକ ଦିଅର ଆଗରେ ସ୍ୱାମୀ ହେଲା ତୁଚ୍ଛ । ସ୍ୱାମୀ ଏବଂ ପ୍ରେମିକ ଦିଅର ମଧ୍ୟରେ ଝଗଡା ହେବାରୁ ପ୍ରେମିକ ପକ୍ଷରେ ରହି ସ୍ୱାମୀକୁ କାଠ ଫାଳିଆରେ ବାଡେଇ ମାରିଲା ସ୍ତ୍ରୀ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଉଦଳା ଥାନା ନୟାରଙ୍ଗାମାଟିଆ ଗ୍ରାମରେ । ରାଇସେନ ମୁର୍ମୁଙ୍କୁ କାଠ…

ବିଶ୍ଵ ଏସିଡିଟି ଦିବସ: ନିୟନ୍ତ୍ରିତ ଜୀବନଶୈଳୀ ପାଇଁ ଆହ୍ବାନ

ପୁରୀ: ବିଶ୍ଵ ଏସିଡିଟି ଦିବସରେ ନିୟନ୍ତ୍ରିତ ଜୀବନଶୈଳୀ ପାଇଁ ଆହ୍ବାନ । ଅମ୍ଲ ଦୋଷ ଦୂର ପାଇଁ ପଞ୍ଚମନ୍ତ୍ର ଦେଲେ ଡ଼ ଜୟନ୍ତ ପଣ୍ଡା । ଖାଦ୍ୟ, ନିଦ୍ରା, ବ୍ୟାୟାମ, ଟେନସନ୍ ଓ ନିଶା ଉପରେ ନିୟନ୍ତ୍ରଣ ଆଣିବାକୁ ଆହ୍ବାନ ଦେଲା ଆସୋସିଏସନ ଅଫ୍ ଫିଜିସିଆନ ଅଫ ଇଣ୍ଡିଆ । ଏସିଡିଟି ରିଲିଫ ଅପେକ୍ଷା…

ଅର୍ପଣ ରଥ ପରିକ୍ରମାକୁ ନେଇ ବିବାଦ, ଜଗନ୍ନାଥ ମନ୍ଦିର ଆଗରେ ଧାରଣାରେ ବସିଲେ ଗ୍ରାମବାସୀ

ଗଞ୍ଜାମ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଗାଁ ଠୁ ସହର ସବୁଠି ବୁଲୁଛି ଅର୍ପଣ ରଥ । ହେଲେ ଏହି ଅର୍ପଣ ରଥ ପରିକ୍ରମାକୁ ନେଇ ଏକ ବିବାଦ ସାମ୍ନାକୁ ଆସିଛି । ଯାହାର ପ୍ରତିବାଦରେ ଜଗନ୍ନାଥ ମନ୍ଦିର ଆଗରେ ଧାରଣାରେ ବସିଲେ ଗ୍ରାମବାସୀ ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ…

ବ୍ଲାକ୍ ପଲସର ଲୁଟେରା ସମେତ ବେଆଇନ କଫ ସିରଫ ଚାଲାଣ କାରୀକୁ ଧରିଲା ପୋଲିସ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ପୋଲିସ କୁ ପୁଣି ମିଳିଛି ବଡ ସଫଳତା । କଳା ପଲସର ଲୁଟେରା ସମେତ ବେଆଇନ କଫ ସିରଫ ଚାଲାଣକାରୀକୁ ଧରିଲା ପୋଲିସ । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ । କଳା ପଲସର ଗାଡ଼ିରେ ଆସି ସୁନାହାର ସହ ବିଭିନ୍ନ ଛିନ୍‌ତାଇ ଘଟଣାରେ ୩ ଜଣ…

ଟି-୨୦ ଟୁର୍ଣ୍ଣାମେଣ୍ଟ: କାନ ପଛପଟେ ବଲ୍ ବାଜି କ୍ରିକେଟରଙ୍କ ମୃତ୍ୟୁ

ମୁମ୍ବାଇ: ମୁମ୍ବାଇରେ କ୍ରିକେଟ୍ ମ୍ୟାଚ୍ ଚାଲିଥିବା ସମୟରେ ଅଘଟଣ । କାନ ପଛପଟେ ବଲ ମାଡ ହେବା କାରଣରୁ ଜଣେ କ୍ରିଟେରଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ୫୨ ବର୍ଷୀୟ ଜୟେଶ ସାଭଲା । ଏହି ମ୍ୟାଚ୍ ରେ ଜୟେଶ ଫିଲ୍ଡିଂ କରୁଥିବା ସମୟରେ ତାଙ୍କ କାନ ପଛପଟରେ ବଲ୍ ଟି ଜୋରେ ମାଡହୋଇଥିଲା । ପରେ…

ପୁରୀରେ ଘନ କୁହୁଡି ଆସ୍ତରଣ: ସକାଳୁ ନିଳଚକ୍ର ଦର୍ଶନରୁ ବଞ୍ଚିତ ରହିଲେ ଭକ୍ତ ଓ ଶ୍ରଦ୍ଧାଳୁ

ପୁରୀ: ପ୍ରତ୍ୟେକ ଦିନ ଭୋର ସମୟରୁ ଶ୍ରୀମନ୍ଦିର ଦ୍ବାର ଫିଟା ନିତି ସହ ପତିତପାବନଙ୍କ ମଙ୍ଗଳଆଳତୀ ହୋଇଥାଏ । ଆଉ ଏହି ଧାର୍ମିକ ଦୃଶ୍ୟ ଦେଖିବାକୁ ସକାଳୁ ସକାଳୁ ପୁରୀବାସୀ ଓ ଭକ୍ତଙ୍କ ଭିଡ ଲାଗିଥାଏ ଶ୍ରୀମନ୍ଦିର ସମ୍ମୁଖରେ । ସେହିପରି ମଙ୍ଗଳ ଆଳତୀ ସହ ଅନ୍ୟପଟେ ନିଳଚକ୍ର ଦର୍ଶନ ପାଇଁ ମନ୍ଦିର…

ଓ୍ବେଦର ଅପଡେଟ୍: ହ୍ରାସ ହେବ ରାତି ତାପମାତ୍ରା, ଆହୁରୀ ବଢିବ ଶୀତର ପ୍ରକୋପ

ଭୁବନେଶ୍ବର: ରାଜ୍ୟରେ ଏବେ ଜାରି ରହିଛି ଶୀତର ଲହରୀ । ଦୀର୍ଘ ବର୍ଷର ବ୍ୟବଧାନ ପରେ ଚଳିତବର୍ଷ ପ୍ରବଳଶୀତରେ କଲବଲ ହେଉଛନ୍ତି ଓଡିଶାବାସୀ । ତେବେ ବର୍ତ୍ତମାନ ଶୀତରେ ଥରହର ହେଉଛଥିବାବେଳେ, ଆଗକୁ ରାତିର ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ସୂଚନା ଦେଇଛି ଆଞ୍ଚଳିକ…

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍

ଗ୍ବାହାଟୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଫେସବୁକ୍ ଆକାଉଣ୍ଟକୁ ହ୍ୟାକ୍ କରିବାକୁ ଉଦ୍ୟମ କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଆକାଉଣ୍ଟ 'ଏକ୍ସ' ରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସମ୍ଭବତଃ ପାକିସ୍ତାନୀ ହ୍ୟାକରମାନେ ତାଙ୍କ ଫେସବୁକ୍ ଆକାଉଣ୍ଟକୁ…