Latest Odisha News

BREAKING NEWS

ଜାନୁଆରୀ ୩୧ ସୁଦ୍ଧା ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲ କରିବେ ଓଡ଼ିଶା ସରକାରୀ କର୍ମଚାରୀ

ଭୁବନେଶ୍ୱର: ଜାନୁଆରି ୩୧ ତାରିଖ ସୁଦ୍ଧା ସମସ୍ତ କର୍ମଚାରୀ ସେମାନଙ୍କ ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲ କରିବାକୁ ଓଡ଼ିଶା ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଗ୍ରୁପ୍ ଡିଠାରୁ ଆରମ୍ଭ କରି ଗ୍ରୁପ୍ ଏ ପର୍ଯ୍ୟନ୍ତ ସବୁ ସ୍ତରରେ ସରକାରୀ କର୍ମଚାରୀଙ୍କ ପାଇଁ ଏହି ନିୟମ ଲାଗୁ ହେବ।…

ବସ୍‌-ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣ ଯାତ୍ରୀଙ୍କ ମୃତ୍ୟୁ, ୪୦ ଜଣ ଆହତ

ସାଲେପୁର: କଟକ ନିଶ୍ଚିନ୍ତକୋଇଲି କଟରପଡ଼ା ଛକ ନିକଟରେ ଦୁର୍ଘଟଣା। ବସ୍‌-ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ୪୦ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାରେ ଘଟଣାସ୍ଥଳରେ ୨ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଉଭୟ ଗାଡିର ଚାଳକ ଗୁରୁତର ଥିବା ସୂଚନା ରହିଛି। ଖବର ପାଇ ଅଗ୍ନିଶମ ବାହିନୀ ର କର୍ମଚାରୀମାନେ…

ଆପଣ ପିକନିକ୍ ଯାଉଛନ୍ତି କି? ନଜର ପକାନ୍ତୁ ସରକାରଙ୍କ ନିୟମ ଉପରେ

ଭୁବନେଶ୍ୱର: ନିକଟରେ ଅନେକ ପିକନିକ ଗାଡ଼ିର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। କିଛି କୁହୁଡି ପାଇଁ ତ ଆଉ କିଛି ବେପରୁଆ ଗାଡି ଚାଳନା ଏବଂ ଆଉ କିଛି ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଅନେକ ଲୋକଙ୍କ ଜୀବନ ହାନୀ ହେବା ସହ ଆହତ ହୋଇଛନ୍ତି। ଏବେ ବଢ଼ୁଥିବା ଦୁର୍ଘଟଣାକୁ ଦେଖି…

ରୋଷେଇ ଘରେ ମା’ଙ୍କ ସହ ମିଶି ଜାମ ରାନ୍ଧିଲେ ରାହୁଲ

ନୂଆଦିଲ୍ଲୀ:ନୂଆ ଅବତାରରେ ରାହୁଲ ଗାନ୍ଧୀ । ନୂଆ ବର୍ଷରେ ପୁଣି ନୂଆ ରୂପ । ଏଥର ଆଉ କେଉଁଠି ନୁହେଁ ନିଜ ଘରେ ଦେଖିବାକୁ ମିଳିଛି ରାହୁଲଙ୍କୁ ନୂଆ ରୂପରେ । ମା’ଙ୍କ ସହ ରୋଷେଇ ଘରେ ରାହୁଲ ଖାଦ୍ୟ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଅନେକ…

ରହସ୍ୟମୟ ଭାବେ ସୋରରେ ନିଖୋଜ ହୋଇଗଲା ୩ ବର୍ଷର ଶିଶୁ

ବାଲେଶ୍ୱର: ସୋର ଥାନା ଅନ୍ତର୍ଗତ ରାୟପୁର ଗ୍ରାମରେ ଶୁଭମ ନାମକ ଜଣେ ୩ ବର୍ଷର ଶିଶୁ ରହସ୍ୟମୟ ଅବସ୍ଥାରେ ନିଖୋଜ ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଜାନୁଆରି ୧ ତାରିଖରେ ମୋହନ ସାହୁଙ୍କ ପୁଅ ଶୁଭମ ଘର ସମ୍ମୁଖରେ ଗାଁ ରାସ୍ତାରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଛି। ଗାଁ ପୋଖରୀ,…

ପୁସ୍ତକ ପରିଚୟ : ବ୍ଲାକ୍ କଫି, ମର୍ଡର ଅନ୍ ଦି ଓରିଏଣ୍ଟ ଏକ୍ସପ୍ରେସ

ରାଜକିଶୋର ମହାପାତ୍ରଙ୍କ ସମୀକ୍ଷା  ବ୍ଲାକ୍ କଫି : ମର୍ଡର ଅନ୍ ଦି ଓରିଏଣ୍ଟ ଏକ୍ସପ୍ରେସ ମୂଳ ରଚନା ‐ ଆଗାଥା କ୍ରିଷ୍ଟ ଅନୁସୃଜନ ‐ ସୁରେନ୍ଦନାଥ ଦାଶ  ପ୍ରକାଶକ ‐ଇଙ୍କଡିଉ ପୃଷ୍ଠା ‐ ୧୮୮, ମୂଲ୍ୟ ‐ ଟ୧୫୦/- ମାତ୍ର ! ରହସ୍ୟ ରୋମାଞ୍ଚ ସାହିତ୍ୟର ଦୁର୍ଗ ପତନ ସମୟରେ ଅନୁବାଦକ…

କବିତା : ସମୟର ଖେଳ

ଶ୍ଵେତପଦ୍ମା ପାଢ଼ୀ  ଚାହୁଁ ଚାହୁଁ ବର୍ଷେ ଗଲା ଆଉ ଆଜି ବି ଦିନ ସରିଗଲା ଭାତ ହାଣ୍ଡିରୁ ବଳକା ବିରିୟାନୀ ବୁଢୀ ମାଉସୀ ନେଇଗଲା ! ଅସ୍ତରାଗରୁ ସୂର୍ଯ୍ୟ ମୁହଁ ଫେରେଇ ନେଲାଣି ବର୍ଷର ଶେଷ କୁହୁଡ଼ି ଖେଳ ନିଜର କାୟା ବିସ୍ତାର କରି ହସୁଛି ! କାଲି ସଞ୍ଜବତୀ ବାଟଦେଇ ନା…

ଭୟଙ୍କର ଭୂକମ୍ପରେ ଥରିଲା ଜାପାନ: ରିକ୍ଟର ସ୍କେଲରେ ତୀବ୍ରତା ୭.୫

ଟୋକିଓ : ଜାପାନରେ ଭୟଙ୍କର ଭୂମିକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୫ ଥିବା ଜଣାଯାଇଛି । ଭୂମିକମ୍ପରେ୮ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଭୂକମ୍ପ ସୋମବାର ସ୍ଥାନୀୟ ସମୟ ସନ୍ଧ୍ୟା ୪ଟା ୧୦ ମିନିଟରେ ହୋଇଛି । ଜାପାନର ଇଶିକାବା ପ୍ରାନ୍ତର ନୋଟୋ ପ୍ରାୟଦ୍ୱୀପରେ ୧୦ କିମି…

ମା’ ହେବେ ସୀମା ହାଇଦର: ହାତ ଦେଖି ଶ୍ୱଶୁର କହିଲେ ପୁଅହେବ

ନୂଆଦିଲ୍ଲୀ : ନୂଆବର୍ଷରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ସୀମା ହାଇଦର ଓ ସଚିନ । ସୀମା ଏବେ ମା’ ହେବାକୁ ଯାଉଛନ୍ତି । ନିକଟରେ ଏକ ସାକ୍ଷାତକାରରେ ସୀମା ଏହା କହିଛନ୍ତି । ସେ କହିଛନ୍ତି ଯେ, ସେ ଖୁବ ଶୀଘ୍ର ମା’ ହେବାକୁ ଯାଉଛନ୍ତି । ତେବେ ଉପସ୍ଥାପକ ତାଙ୍କୁ କେବେ ମା’ ହେବେ ପଚାରିବାରୁ ସୀମା…

ଗଳି ଗଳି ବୁଲି ପରିବା ବିକୁଛନ୍ତି ପ୍ରଫେସର

ପଞ୍ଜାବ: ଚାରୋଟି ବିଷୟରେ ମାଷ୍ଟର ଡିଗ୍ରୀ । ଆଇନ୍‌ରେ ପିଏଚଡି କରିବା ପରେ ଯେକୌଣସି ସରକାରୀ ଚାକିର କରିବାକୁ ପସନ୍ଦ କରନ୍ତି । ଯେତେବେଳେ ସେହି ଚାକିରିରେ ପରିବାରର ଖର୍ଚ୍ଚ ପୂରଣ କରିବା କଷ୍ଟସାଧ୍ୟ ହୁଏ, ସେତେବେଳେ ବ୍ୟକ୍ତି ଜଣକ ଆଉ କିଛି କରିବାକୁ ପ୍ରସ୍ତୁତ ହୋଇଯାନ୍ତି । ପଞ୍ଜାବର…