୩୦ ବର୍ଷର କଠିନ ପରିଶ୍ରମ: ଭାରତରେ ନିର୍ମିତ ମ୍ୟାଲେରିଆ ଭ୍ୟାକସିନକୁ ତାଲିକାଭୁକ୍ତ କଲା WHO
ନୂଆଦିଲ୍ଲୀ: ମ୍ୟାଲେରିଆ ଏକ ରୋଗ ଯାହା ପ୍ରାୟ ପ୍ରତ୍ୟେକ ବିକାଶଶୀଳ ଦେଶରେ ବିପଦ ସୃଷ୍ଟି କରିଥାଏ । ସମ୍ପ୍ରତି ବୈଜ୍ଞାନିକମାନେ ମ୍ୟାଲେରିଆ ପାଇଁ ଏକ ନୂତନ ଟୀକା ତିଆରି କରିଛନ୍ତି, ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ଦ୍ୱାରା ଅନୁମୋଦିତ ହୋଇଛି ଏବଂ ଏହାକୁ ଟୀକା ତାଲିକାରେ…