Latest Odisha News

BREAKING NEWS

ପୂର୍ବତନ ବିଧାୟକ ସନ୍ତୋଷ କୁମାର ପ୍ରଧାନଙ୍କ ପରଲୋକ

ଅନୁଗୁଳ: ଅନୁଗୁଳ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ସନ୍ତୋଷ କୁମାର ପ୍ରଧାନଙ୍କ ପରଲୋକ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ଵରସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ଧରି ଫୁସ୍‌ଫୁସ ସଂକ୍ରମଣରେ ପୀଡ଼ିତ…

ଉପରାଷ୍ଟ୍ରପତିଙ୍କୁ ବ୍ୟଙ୍ଗ, ରାଷ୍ଟ୍ରପତିଙ୍କ ଉଦବେଗ, ଧନକଡଙ୍କୁ ଫୋନ କରି ଦୁଃଖ ପ୍ରକାଶ କଲେ ମୋଦୀ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତିଙ୍କୁ ବ୍ୟଙ୍ଗ, ରାଷ୍ଟ୍ରପତିଙ୍କ ଉଦବେଗ । ସଂସଦ ପରିସରରେ ଉପରାଷ୍ଟ୍ରପତି ଜଗଦୀପ ଧନକଡଙ୍କୁ ବ୍ୟଙ୍ଗ କରିବା ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପିତ ମୁର୍ମୁ ତାଙ୍କ ସୋସିଆl ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ,…

ଅଖିଳ ଭାରତୀୟ ସାହିତ୍ୟ ପରିଷଦର ତ୍ରିଦିବସୀୟ କର୍ମକର୍ତ୍ତା ପ୍ରବୋଧନ କର୍ମଶାଳା ଉଦଘାଟିତ

ଭୁବନେଶ୍ବର : ଅଖିଳ ଭାରତୀୟ ସାହିତ୍ୟ ପରିଷଦର ତ୍ରିଦିବସୀୟ କର୍ମକର୍ତ୍ତା ପ୍ରବୋଧନ କର୍ମଶାଳା ଉଦଘାଟିତ ହୋଇଯାଇଛି । ଏହି କର୍ମଶାଳାରେଦେଶର ବିଭିନ୍ନ ପ୍ରାନ୍ତରୁ ୨୫୦ରୁ ଅଧିକ ସାହିତ୍ୟିକ ଅଂଶ ଗ୍ରହଣ କରିଛନ୍ତି । ଋଷି କୁମାର ମିଶ୍ରଙ୍କ ସମ୍ୟକ ସୂଚନା ପ୍ରଦାନ ସହ ଆରମ୍ଭ ହୋଇଥିବା ଏହି…

ଏଡିଜେ କୋର୍ଟ ଦାବୀରେ ଆଜି ୧୨ ଘଣ୍ଟିଆ ଖଡ଼ିଆଳ, ସିନାପାଲି ଓ ବୋଡେ଼ନ ବନ୍ଦ

ନୂଆପଡା: ଆଜି ୧୨ ଘଣ୍ଟିଆ ଖଡ଼ିଆଳ ବିଧାନସଭା ମଣ୍ଡଳୀ ବନ୍ଦ । ନୂଆପଡା ଜିଲ୍ଲା ଖଡ଼ିଆଳ ଠାରେ ଏଡିଜେ କୋର୍ଟ ଦାବୀ ନେଇ ଆଜି ଖଡ଼ିଆଳ, ବୋଡେ଼ନ, ସିନାପାଲି ବ୍ଲକ ରେ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି l ଦୋକାନ ବଜାର ବନ୍ଦ ରହିବା ସାଙ୍ଗକୁ ସରକାରୀ ବେସରକାରୀ ଅନୁଷ୍ଠାନ ମଧ୍ୟ ବନ୍ଦ ରହିଛି l …

ମମତାଙ୍କ ପରେ ତାଙ୍କ ପୁତୁରା ଅଭିଷେକ ହେବେ ଟିଏମସି ମୁଖ୍ୟ, ଜାଣନ୍ତୁ କାହିଁକି ଏପରି କହିଲେ ଟିଏମସି ମୁଖପାତ୍ର କୁନାଲ…

କୋଲକାତା: ୧୯୯୮ରେ ଯେତେବେଳେ ମମତା ବାନାର୍ଜୀ କଂଗ୍ରେସ ଛାଡି ତୃଣମୁଳ କଂଗ୍ରେସ ଗଠନ କରିଥିଲେ, ସେତେବେଳେ କଂଗ୍ରେସର ବହୁ ବଡ ବଡ ନେତା ତାଙ୍କ ସହ ତୃଣମୁଳ କଂଗ୍ରେସରେ ଯୋଗ ଦେଇଥିଲେ। ଦୀର୍ଘ ଦିନର ପ୍ରତୀକ୍ଷା ପରେ ଯେତେବେଳେ ତୃଣମୁଳ କଂଗ୍ରେସ ୨୦୧୧ରେ ବେଙ୍ଗଲରେ କ୍ଷମତା ହାସଲ କଲା,…

ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ପଞ୍ଚମ ସନ୍ଧ୍ୟା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଜନତା ମଇଦାନରେ ଡିସେମ୍ବର ୧୫ ତାରିଖରୁ ଆୟୋଜିତ ଅଠରତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଆଜି ଥିଲା ପଞ୍ଚମ ସନ୍ଧ୍ୟାରେ ଭାରତ ସରକାରଙ୍କ ବୟନ ମନ୍ତ୍ରଣାଳୟ ଅଧିନସ୍ଥ ଉନ୍ନୟନ କମିଶନରର…

କବିତା : ଶିଶିର ବିନ୍ଦୁ

ପ୍ରିୟମ୍ବଦା ସାମଲ ଶିଶିର ବିନ୍ଦୁର ଭିଜା ପ୍ରତ୍ୟୁଷରେ ସୁକୁମାରୀ ମନ ଜାଗେ ଚନ୍ଦନ ବନର ବାସନାରେ ଭିଜେ ନବ ସପନର ମଗ୍ନେ। ତାରାଫୁଲ କିଛି ଆକାଶରୁ ପରା ଝରି ପଡିଛି ଆଞ୍ଚଳେ ଶିଶିରର ସ୍ନିଗ୍ଧ ବିନ୍ଦୁ ବିଛୁରିତ ସତେ ପ୍ରଶସ୍ତ କପାଳେ। ହେମନ୍ତ ଆକାଶେ ଚାନ୍ଦଟା ଆଜିକି…

ଦେଶର ସବୁଠାରୁ ଧନୀ ମହିଳା, ଯିଏ ଅମ୍ବାନୀ ଓ ଆଦାନୀକୁ ମଧ୍ୟ ପଛରେ ପକାଇଛନ୍ତି, ଜାଣନ୍ତୁ କିଏ ସେ

ନୂଆଦିଲ୍ଲୀ: ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କୁ ପଛରେ ପକାଇ ବର୍ତ୍ତମାନ ଦେଶର ସବୁଠାରୁ ଧନୀ ମହିଳା ହେଉଛନ୍ତି ସାବିତ୍ରୀ ଜିନ୍ଦଲ। ଚଳିତବର୍ଷ ଜିନ୍ଦଲର ସମ୍ପତି ଏତେ ପରିମାଣରେ ବୃଦ୍ଧି ପାଇଛି ଯେ ଅମ୍ବାନୀ-ଆଦାନୀଙ୍କ ସମେତ ଦେଶର ଅନେକ ଧନୀ ବ୍ୟବସାୟୀଙ୍କୁ ପଛରେ…

ଚଳିତବର୍ଷ ରିଲିଜ୍ ହୋଇଥିବା ୫ ବାୟୋପିକ୍ ଫିଲ୍ମ : କିଛି ଥିଲା ସୁପରହିଟ୍ ତ ଆଉ କିଛି ଫ୍ଲପ୍….

ମୁମ୍ବାଇ : ଆଉ ଦିନ କେଇଟା ପରେ ବିଦାୟ ନେବ ୨୦୨୩  । ଆଉ ପାଦ ଥାପିବ ୨୦୨୪ । ବଲିଉଡରେ ସର୍ବଦା ବାୟୋପିକ୍ ଫିଲ୍ମର ପ୍ରଧାନ୍ୟ କରିଥାଏ  । ଯଦି ଦେଖିବା ୨୦୨୩ ରେ ମଧ୍ୟ ୫ଟି ବାୟୋପିକ୍ ଫିଲ୍ମ ରିଲିଜ୍ ହୋଇଛି  । ଯାହା ମଧ୍ୟରୁ କିଛି ଦର୍ଶନଙ୍କୁ ମତୁଆଲା କରିଥିବାବେଳେ ଆଉ କିଛି ନିରାଶ…

ଦେବଗଡ ପରେ ରାଜଧାନୀରେ ଶିଶୁ ଅପହରଣ: ବାପା କୋଳରୁ ଶିଶୁପୁତ୍ରକୁ ଛଡାଇ ନେଇ ଅପରାଧୀ ଚମ୍ପଟ

ଭୁବନେଶ୍ବର: ରାଜ୍ୟରେ ଅପରାଧୀଙ୍କ ଟାର୍ଗେଟରେ ଯେମିତି ଛୋଟ ଶିଶୁ ପଡିଛନ୍ତି । ନାବାଳିକା ଅପହରଣ, ହତ୍ୟା, ନିଖୋଜ ପରି ଘଟଣାରେ ଯେମିତି ରୋକ ଲାଗି ପାରୁନି । ଦୁଇ ଦିନ ତଳେ ଦେବଗଡ ବଜାରରୁ ସନ୍ଧ୍ୟାରେ ୭ ବର୍ଷର ଝିଅ ପିହୁକୁ ଜେଜେ ମା’ଙ୍କ ଆଖି ସାମ୍ନାରେ ଝାମ୍ପି ନେଇ ଯାଇଥିଲେ…