Latest Odisha News

BREAKING NEWS

ଭୁବନେଶ୍ଵରରୁ ଜବତ ହେଲା ୬୦ଲକ୍ଷରୁ ଊର୍ଦ୍ଧ୍ଵ ବ୍ରାଉନସୁଗାର

ଭୁବନେଶ୍ଵର; ଧଳାଜହର କାରବାରରେ ବୁଡିଛି ଓଡିଶା । ସବୁଦିନ କେଉଁଠୁ ନା କେଉଁଠୁ ଜବତ କରାଯାଉଛି ବ୍ରାଉନସୁଗାର । ଅନେକ ଚେଷ୍ଟା ଫଳରେ ବି ପୋଲିସକୁ ଦିନରେ ତାରା ଦେଖାଉଛନ୍ତି ବେପାରୀ ।  ଆଜି ଭୁବନେଶ୍ଵର ଫ୍ଲାଏ ଓଭର ବ୍ରଜ୍ ନିକଟରୁ ୬୬୦ ଗ୍ରାମର ବ୍ରାଉନସୁଗର ଜବତ କରିଛି କମିଶନରେଟ ପୋଲିସ ।…

ଦୁଇ ମହାବଳଙ୍କ ଲଢେଇରେ ଜିତିଲା କିଏ, ଜାଣନ୍ତୁ କାହିଁକି ଲାଗିଥିଲା ଲଢେଇ

ବାରିପଦା: ଲାଗିଛି ଦୁଇ ମହାବଳଙ୍କ ମଧ୍ୟରେ ଲଢେଇ । ଛକାପଞ୍ଝାରେ ରହିଛନ୍ତି ଦୁହେଁ । କିଏ ଜିତିବ ବାଜି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳରେ । ଶିମିଳିପାଳରେ ଦୁଇ ମହାବଳ ବାଘଙ୍କ ମଧ୍ୟରେ ହୋଇଛି ଏହି ଲଢେଇ । ଲଢେଇର ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ…

ସନ୍ଦେହ ଘେରରେ ପୋଲିସ ଏଫଓଙ୍କ ମୃତ୍ୟୁ

ରାୟଗଡା: ରାୟଗଡା ଏସପି ଙ୍କ ବାସଭବନରେ କାର୍ଯ୍ୟରତ କୁକ୍ ବା ଏଫ୍ଓ ବି. ହରିଶଙ୍କର ରାଓ ଙ୍କ ସନ୍ଦେହ ଜନକ ଭାବେ ଷ୍ଟେସନ ନିକଟରୁ ମୃତଦେହ ଉଦ୍ଧାର କରାଯାଇଛି । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ହତ୍ୟା କରିଛି ତାହା ଏଯାଏଁ ସ୍ପଷ୍ଟ ହୋଇନି । ବର୍ତ୍ତମାନ ତାଙ୍କ ମୃତ ଶରୀର…

ଗୋଟିଏ ରାତିରେ ଦୁଇ ଦୁଇଟି ମନ୍ଦିରରୁ ଚୋରୀ, ଲୁଟିନେଲେ ଅଳଙ୍କାର ସମେତ ହୁଣ୍ଡୀ ବାକ୍ସ

ଭଦ୍ରକ: ଗୋଟିଏ ରାତିରେ ଦୁଇ ଦୁଇଟି ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା । ଠାକୁରଙ୍କ ଅଳଙ୍କାର ସମେତ ହୁଣ୍ଡୀ ବାକ୍ସକୁ ନେଇ ଚାଲିଗଲେ ଦୁର୍ବୃତ । ଘଟଣା ଘଟିଛି ଭଦ୍ରକ ପୁରୁଣା ବଜ଼ାର ଥାନା ନିକଟ ସନ୍ଥିଆରେ ଥିବା ସର୍ବ ପୂରାତନ ମଦନ ମୋହନ ଓ ଗୋବିନ୍ଦ ଜୀଉ ମନ୍ଦିରରେ । ସକାଳୁ ପୂଜାରୀ ଆସି…

ଶରୀରରେ ପ୍ରୋଟିନର ମାତ୍ରା କମ୍ ଅଛି ଯଦି ଖାଆନ୍ତୁ ଏହି ପାଉଡର୍, ଏଥିରେ ରହିଛି ଅଣ୍ଡା ଠାରୁ ୫ଗୁଣା ଅଧିକ ପ୍ରୋଟିନ

ଭୁବନେଶ୍ଵର: ସ୍ପିରୁଲିନା ହେଉଛି ଏକ ପ୍ରକାର ନୀଳ ଶୈବାଳ । ଏଥିରେ ୧୩ ପ୍ରକାର ଭିଟାମିନ୍, ୧୩ ପ୍ରକାର ମିନେରାଲ୍ସ, ୪ ପ୍ରକାର ପ୍ରାକୃତିକ ଫାଇଟୋନ୍ୟୁଟ୍ରିଏଣ୍ଟସ୍, ୮ ପ୍ରକାର ନାଚୁରାଲ କାରୋଟିନଏଡ୍, ୮ ପ୍ରକାର  ଆମିନୋ ଏସିଡ୍ ଭରି ରହିଛି । ଅନ୍ୟ ଖାଦ୍ୟ ତୁଳନାରେ ସ୍ପିରୁଲିନା ଅଧିକ ପୋଷଣ…

ରାଷ୍ଟ୍ରପତି ବାଇଡେନଙ୍କ ଗାଡିକୁ ଧକ୍କା ଦେଲା କାର: ବନ୍ଧୁକ ମୁନରେ ଡ୍ରାଇଭରଙ୍କୁ ଘେରିଗଲେ ସୁରକ୍ଷାକର୍ମୀ

ନ୍ୟୁୟର୍କ:ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସୁରକ୍ଷାରେ ବଡ ଧରଣର ତ୍ରୁଟି  ସାମ୍ନାକୁ ଆସିଛି । ଜୋ ବାଇଡେନଙ୍କ ଗାଡିକୁ ଏକ କାର ଧକ୍କା ଦେଇଛି । ବାଇଡେନ ଏକ ନିର୍ବାଚନ ପ୍ରଚାର ଅଭିଯାନ ସାରି ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ସମୟରେ ତାଙ୍କ ପତ୍ନୀ ଜିଲ ବାଇଡେନ…

ହିନ୍ଦୁଙ୍କ ଉଦ୍ଦେଶ୍ୟରେ ନେଦରଲାଣ୍ଡ ପ୍ରଧାନମନ୍ତ୍ରୀ କଲେ ଟୁଇଟ: ପାକିସ୍ତାନ, ବଂଲାଦେଶକୁ ନେଇ ଦେଲେ ବାର୍ତ୍ତା

ନୂଆଦିଲ୍ଲୀ: ଇସଲାମ ବିରୋଧୀ ନେତା ତଥା ନେଦରଲାଣ୍ଡର ପ୍ରଧାନମନ୍ତ୍ରୀ  ଗୀର୍ଟ ବିଲ୍ଡର୍ସ ଅନେକ ସମୟରେ ତାଙ୍କର କଠୋର ନୀତି ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ପରେ ବିଲ୍ଡର୍ସଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିବାବେଳେ ବିଲ୍ଡର୍ସ ମଧ୍ୟ ସମସ୍ତଙ୍କୁ ଧନ୍ୟବାଦ…

ଜେରା ପାଇଁ ରିମାଣ୍ଡରେ ଯାଇପାରେ ସନ୍ଦିଗ୍ଧ ଆତଙ୍କୀ ବୁଖାରୀ: ଆଜି ହୋଇପାରେ ଆବେଦନ

ଭୁବନେଶ୍ୱର:ଓଡ଼ିଶାରୁ ଗିରଫ ସନ୍ଦିଗ୍ଧ ଆତଙ୍କୀ ଇଶାନ ବୁଖାରୀକୁ ନେଇ ସାଂଘାତିକ ତଥ୍ୟ ଏସଟିଏଫ ହାତରେ ଲାଗିଛି । ବୁଖାରୀ ହ୍ୱାଟ୍ସଅପ ଚାର୍ଟରୁ ଏହି ତଥ୍ୟ ପାଇଛି ଏସଟିଏଫ । ଅଧିକ ଜେରା ପାଇଁ ଆଜି ତାକୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିପାରେ । ଏସଟିଏଫ ତଥ୍ୟ ଅନୁସାରେ, ବୁଖାରୀର…

କବିତା : ପ୍ରେମର ଆୟୁଷ

ତପସ୍ୱିନୀ ଶତପଥୀ ଚିରନ୍ତନ ଶାଶ୍ୱତ ଅମୃତର ସ୍ପର୍ଶ ଯୋଡ଼େ ଦୁଇ ଅନ୍ତର ନା ତାର ପ୍ରେମ କରଇ ସଭିଙ୍କୁ ହର୍ଷ ସୁପ୍ତ ଚେତନାକୁ ଜାଗ୍ରତ କରେ ସ୍ଵୟଂ ସିଦ୍ଧ କରେ ପରିଚୟ ଭରେ ଆନନ୍ଦ ମନରେ ମୃଦୁ ମଳୟର ମଳୟ ପବନେ ପୁଲ୍ଲକିତ ସ୍ପନ୍ଦନ ନିଷ୍ପାପ କରେ ଜୀବନ ବନ୍ଧନ ଶ୍ରାବଣ ଭିଜା…

ଆଜି ଶ୍ରୀମନ୍ଦିିରରେ ଓଢଣଷଷ୍ଠୀ: ଘୋଡଲାଗି ହେବେ ତିନି ଠାକୁର

ପୁରୀ: ଆଜି ଓଢଣ ଷଷ୍ଠୀ । ଆଉ ଶୀତ ସହିପାରିବେନି ତିନି ଠାକୁର । ତେଣୁ  ଆଜିଠୁ ଘୋଡଲାଗି ହେବେ ଶ୍ରୀଜୀଉ । ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କର ହେବ ଓଢଣ ଷଷ୍ଠୀ ନୀତି । ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦ୍ୱାଦଶ ଯାତ୍ରାମାନଙ୍କ ମଧ୍ୟରୁ ଏହି ଯାତ୍ରା ଅନ୍ୟତମ । ଶ୍ରୀମନ୍ଦିରରେ ଆଜି ସକାଳ ଧୂପ…