ଏଣିକି ଯୁକ୍ତ ଦୁଇ ବିଜ୍ଞାନରେ ବାୟୋଲୋଜି ରଖିନଥିବା ପିଲା ବି ହୋଇପାରିବେ ଡାକ୍ତର
ନୂଆଦିଲ୍ଲୀ: ଏଣିକି +୨ ସାଇନ୍ସରେ ବାୟୋଲୋଜି ରଖିନଥିବା ପିଲା ମଧ୍ୟ ହୋଇପାରିବେ ଡାକ୍ତର। ଯୁକ୍ତ ଦୁଇ ବିଜ୍ଞାନରେ ବାୟୋଲୋଜି ନରଖି ପାସ୍-ଆଉଟ୍ ହୋଇଥିବା ପିଲାମାନେ ଡାକ୍ତର ହେବା ପାଇଁ ଯୋଗ୍ୟ ହୋଇପାରିବେ। ଏନେଇ ଏନଏମସି (NMC) ଲାଗୁ କରିବାକୁ ଯାଉଛି ନୂଆ ନିୟମ।
ଯେଉଁ ଛାତ୍ରଛାତ୍ରୀ…