Latest Odisha News

BREAKING NEWS

କେନ୍ଦ୍ର ସରକାର ଆଣିବେ ନୂଆ ନିୟମ; ‘ଡିପ୍‌ଫେକ୍‌’ ଭିଡିଓ ପ୍ରସ୍ତୁତକାରୀଙ୍କୁ ମିଳିବ ଦଣ୍ଡ

ନୂଆଦିଲ୍ଲୀ: କୃତ୍ରିମ ବୁଦ୍ଧିମତା ବା ଏଆଇ ଜରିଆରେ ଏବେ ବିଭିନ୍ନ ସେଲିବ୍ରେଟିଙ୍କ ଡିପଫେକ ଫଟୋ ଏବଂ ଭିଡିଓ ପ୍ରସ୍ତୁତ କରାଯାଉଛି। ପ୍ରତିଷ୍ଠିତ ଲୋକଙ୍କ ଫଟୋ ଏବଂ ଭିଡିଓକୁ ବିକୃତ ଭାବେ ସୋଶିଆଲ ମିଡିଆରେ ଭାଇରାଲ କରାଯାଉଉଛି। ତେବେ ବଢିଚାଲିଥିବା ଡିପ୍‌ଫେକ୍‌ ସମସ୍ୟାର ସମାଧାନ ପାଇଁ ନୂଆ…

IRCTC ୱେବସାଇଟ୍‌ରେ ସାମୟିକ ବୈଷୟିକ ତ୍ରୁଟି, ଇ-ଟିକେଟ ବୁକିଂରେ ବାଧାପ୍ରାପ୍ତ

ଭୁବନେଶ୍ୱର: ଅନଲାଇନରେ ହୋଇ ପାରୁନାହିଁ ରେଳ ଟିକେଟ୍ ବୁକିଂ। ଯାତ୍ରୀ ଅସନ୍ତୁଷ୍ଟ। ଆଇଆରସିଟିସି ୱେବସାଇଟ୍‌ରେ ସାମୟିକ ବୈଷୟିକ ତ୍ରୁଟି ଦେଖାଦେଇଛି। ବୈଷୟିକ ତ୍ରୁଟି ଯୋଗୁଁ ଇ-ଟିକେଟ ବୁକିଂରେ ହେଉଛି ବାଧାପ୍ରାପ୍ତ। ଫଳରେ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ହଜାର ହଜାର ଲୋକ ଅସୁବିଧାର…

କଟକର ଐତିହାସିକ ବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା

କଟକ: କାହିଁ କେଉଁ କାଳରୁ ବାଲିଯାତ୍ରାର ଗୌରବମୟ ଇତିହାସ ରହିଆସିଛି । ବର୍ଷ ବର୍ଷ ଧରି ଚାଲିଆସୁଥିବା ଐତିହାସିକ ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରାକୁ ମିଳିଲା ନାହିଁ ଜାତୀୟ ମାନ୍ୟତା । ଏନେଇ ଚିଠି ଲେଖି ସ୍ପଷ୍ଟ କରିଛି କେନ୍ଦ୍ର ସଂସ୍କୃତି ବିଭାଗ  । ଯାହା ପରେ କଟକ ମେୟର ସୁବାସ ସିଂ ସୂଚନା…

ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ପୋଲିସ, ୫ ଗିରଫ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପୋଲିସକୁ ବଡ ସଫଳତା । ୩୨ କେଜିର ଗଞ୍ଜେଇ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ମାନେ ବିଲାସପୁର ଜିଲ୍ଲା ମଟିଆରି ଗ୍ରାମର ବୋଲି ଜଣା ପଡିଛି । ସୂଚନା ଅନୁସାରେ, ଉଲୁଣ୍ଡା ପୋଲିସ ପେଟ୍ରୋଲିଙ୍ଗ୍ କରୁଥିବା ସମୟରେ…

ହମାସକୁ ନେତନ୍ୟାହୁଙ୍କ ଅଫର: ୧୦ ଜଣ ବନ୍ଧକଙ୍କୁ ଛାଡିଲେ ଗୋଟିଏ ଦିନ ଯୁଦ୍ଧ ବିରତି

ତେଲ ଅବିବ: ଥମୁନି ଇସ୍ରାଏଲ-ହମାସ ଯୁଦ୍ଧ  । ପାଲେଷ୍ଟାଇନର ହମାସ ଗ୍ରୁପ ଏବେ ବି ଇସ୍ରାଏଲ ନାଗରିକଙ୍କୁ ବନ୍ଧକ ଭାବେ ରଖିଛି । ଇତିମଧ୍ୟରେ ଇସ୍ରାଏଲ-ଗାଜା ମଧ୍ୟରେ ଯୁଦ୍ଧ ବିରତି ନେଇ ଆଲୋଚନା ସକାରାତ୍ମକ ସ୍ଥିତିରେ ପହଞ୍ଚିଛି । ଏହି ଯୁଦ୍ଧ ବିରତି ବଦଳରେ ହମାସ ଇସ୍ରାଏଲରୁ ବନ୍ଧକ ଭାବେ…

ସୁଟିଂ ସେଟରେ ଆହତ ହେଲେ ଅଭିନେତା ଶ୍ରୀତମ ଦାସ, ହସ୍ପିଟାଲରେ ହେଲେ ଭର୍ତ୍ତି

ଭୁବନେଶ୍ଵର: ସୁଟିଂ ସେଟରେ ଆହତ ହେଲେ ଓଲିଉଡ୍ ଅଭିନେତା ଶ୍ରୀତମ ଦାସ । ଆହତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଭୁବନେଶ୍ଵରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ତଙ୍କ ଗୋଡରେ ଓ ଡାହାଣ ହାତରେ ଆଘାତ ଲାଗିଥିବା ନେଇ ସୂଚନା ମିଳିଛି । ସୂଚନା ଅନୁସାରେ, ଆସୁଥିବା ନୂତନ ଓଡିଆ…

ଗାଁ ରାସ୍ତାରେ ଜିଆରଏସଙ୍କ ମୃତଦେହ

ସମ୍ବଲପୁର : ସମ୍ବଲପୁର ରେଢାଖୋଲରେ ଅଭାବନୀୟ ଘଟଣା ଘଟିଛି  । ନାକଟିଦେଉଳ ଥାନା ଘୋଷରାମାଳ –ରାଇଲ ରାସ୍ତାରୁ  ଜିଆରଏସଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଘୁସୁରାମାଲ ପଞ୍ଚାୟତରେ କାର୍ଯ୍ୟରତ ଜିଆରଏସ ଦିନବନ୍ଧୁ ଦାସ ବୋଲି ଜଣାପଡିଛି । ସୂଚନା ଅନୁସାରେ ଗତକାଲି ଦୀନବନ୍ଧୁ କୌଣସି…

ବିଜେବି କ୍ୟାମ୍ପସରୁ ଛାତ୍ରଙ୍କୁ ଉଠେଇ ନେଲା ପୋଲିସ: ଗେଟରେ ତାଲା ପକାଇ ଉତ୍ତ୍ୟକ୍ତ ଛାତ୍ରଙ୍କ ରାଜପଥ ଅବରୋଧ

ଭୁବନେଶ୍ୱର: ଭୁବନେଶ୍ୱର ବିଜେବି କଲେଜରେ ଛାତ୍ର ଉତ୍ତେଜନା  ।  କଲେଜ ଗେଟ୍‌ରେ ତାଲା ପକାଇ ରାଜପଥ ଅବରୋଧ  କଲେ ଛାତ୍ର । କଲେଜ କ୍ୟାମ୍ପସରୁ ଜଣେ ପୂର୍ବତନ ଛାତ୍ରଙ୍କୁ ପୋଲିସ ଉଠାଇ ନେବା ପ୍ରତିବାଦରେ ରାଜପଥ ଅବରୋଧ କରିଛନ୍ତି ଛାତ୍ରଛାତ୍ରୀ । ଦୀର୍ଘ ଏକ ଘଣ୍ଟା ଧରି ରାସ୍ତା ଅବରୋଧ…

ଗୃହରେ ପ୍ରବଳ ହଟ୍ଟଗୋଳ, ୪ଟା ଯାଏଁ ଗୃହ ମୁଲତବୀ କଲେ ବାଚସ୍ପତି

ଭୁବନେଶ୍ଵର: ଆଜି ବି ଗୃହରେ ଅଚଳାବସ୍ଥା । ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ହେଉଛି ତୃତୀୟ ଦିନ । କିନ୍ତୁ ଗତକାଲି ପରି ଆଜି ମଧ୍ୟ ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ କାରଣରୁ ୪ଟା ଯାଏଁ ଗୃହ କାର୍ଯ୍ୟକୁ ମୁଲତବୀ ରଖିଛନ୍ତି ବାଚସ୍ପତି । ଗୃହରେ ପ୍ରଶ୍ନକାଳ ଆରମ୍ଭରୁ…

ବାପା ନାଁ ରେ କଳଙ୍କ, ଝିଅ ସହ କଲା ଦୁଷ୍କର୍ମ

ବାଲେଶ୍ଵର: ବାପା ନାଁ ରେ କଳଙ୍କ । ଧରମ ଝିଅକୁ ଦୁଷ୍କର୍ମ କରି ଗିରଫ ହେଲା ଧରମ ବାପା । ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଧରମ ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଳେଶ୍ଵର ପୋଲିସ ଗତକାଲି ରାତିରେ ଭୋଗରାଇ ବ୍ଲକ ଉଲୁଡ଼ା ଅଞ୍ଚଳର ଅନନ୍ତ ପ୍ରଧାନ…