ଅନୁଗୁଳରେ ନବଜାତ ଶିଶୁ କନ୍ୟାକୁ ଖାଇଗଲା କୁକୁର
ଅନୁଗୁଳ: ପୁଣି ବୁଲାକୁକୁରଙ୍କ ଶିକାର ହେଲା ନବଜାତ ଶିଶୁ । ରାସ୍ତାକଡ଼ରେ ପଡ଼ିଥିବା ନବଜାତ ଶିଶୁ କନ୍ୟାକୁ ଝୁଣି ଝୁଣି ଖାଇଲେ ବୁଲା କୁକୁର । ଫଳରେ ଘଟଣାସ୍ଥଳରେ ହିଁ ଶିଶୁ କନ୍ୟା ଟି ର ମୃତ୍ୟୁ ହୋଇଛି । ଏଭଳି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି ଅନଗୁଳ ଜିଲ୍ଲା ଅନୁଗୁଳ ବ୍ଲକ ଅଞ୍ଚଳରେ ।…