Latest Odisha News

BREAKING NEWS

ଦୀପାବଳି ପାଇଁ ଚଳଚଞ୍ଚଳ ଅଯୋଧ୍ୟା ନଗର, ଏଥର ଜଳିବ ୨୪ ଲକ୍ଷ ଦୀପ

ଉତ୍ତରପ୍ରଦେଶ: ରାତି ପାହିଲେ ଆଲୋକର ପର୍ବ ଦୀପାବଳି । ସେଥିପାଇଁ ଚଳଚଞ୍ଚଳ ଅଯୋଧ୍ୟା ନଗର । ସଜେଇ ହୋଇଛି ପୁରା ସହର । ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ । ଚଳିତ ବର୍ଷ ଦୀପାବଳିରେ ଅଯୋଧ୍ୟା ନଗରରେ ଜଳିବ ୨୪ ଲକ୍ଷ ଦୀପ । ଆସନ୍ତା ଜାନୁଆରୀ ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ ।…

ଆସନ୍ତା ୨୭ରେ ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ମୁର୍ମୁ: ତତ୍ପର ପ୍ରଶାସନ

ପାରାଦୀପ : ନଭେମ୍ବର ୨୭ ତାରିଖରେ  ପାରାଦୀପରେ “ବୋଇତ ବନ୍ଦାଣ” ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ମୁର୍ମୁ। ପ୍ରସିଦ୍ଧ କଳିଙ୍ଗ ବାଲିଯାତ୍ରା କୁ ନେଇ ପାରାଦ୍ଵୀପ ବନ୍ଦର ଜୋରଦାର ପ୍ରସ୍ତୁତି ଚଳାଇଛି  । ଆସନ୍ତା ୨୭ ତାରିଖ ରେ ବୋଇତ ବନ୍ଦାଣ ସମୟ ରେ ରାଷ୍ଟ୍ରପତି ଙ୍କ…

ଗତ ୨୪ ଘଣ୍ଟାରେ ୧୪୦୦ ଥର ଭୂକମ୍ପରେ ଥରିଲା ଦେଶ, ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ: ପୃଥିବୀର ବିଭିନ୍ନ ସ୍ଥାନରେ ଭୂକମ୍ପ ଘଟୁଛି | ଭୂକମ୍ପ କାରଣରୁ ଘଟୁଥିବା ବିନାଶକୁ ମଧ୍ୟ ଲୋକମାନେ ଅତି ନିକଟରୁ ଦେଖିଛନ୍ତି । ନିକଟରେ ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତର ଅନେକ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଥିଲା । ତେବେ ଏଠାରେ ଘଟିଥିବା ଭୂକମ୍ପ ଦିନକୁ ଥରେ କିମ୍ବା ଦୁଇଥର…

ରାଜ୍ୟରେ ୧୫ ଡିଗ୍ରୀ ତଳେ ୫ ସହରର ରାତି ତାପମାତ୍ରା : ୧୧.୪ ଡିଗ୍ରୀ ସହ ଜି.ଉଦୟଗିରି ସବୁଠୁ ଥଣ୍ଡା

ଭୁବନେଶ୍ବର : କମୁଛି ପାରଦ ବଢୁଛି ଶୀତ  । ଦେଶର ମଧ୍ୟଭାଗରେ ଏକ ଗୁରୁଚାପ ବଳୟ ସୃଷ୍ଟି ହୋଇଛି  । ଯାହାର ପ୍ରଭାବରେ  କିଛି ସ୍ଥାନରେ ପାରଦ ଖସିବାରେ ଲାଗିଛି। ଅନେକ ସ୍ଥାନରେ ତାପମାତ୍ରା ୧ରୁ ୨ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇଛି  । ରାଜ୍ୟରେ ୧୫ ଡିଗ୍ରୀ ତଳେ ରହିଛି ୫ ସହରର…

ପୁରୀରେ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ଫାଇଭ ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ : ନିର୍ଦ୍ଧାରିତ ସମୟ ମଧ୍ୟରେ କାମ…

ପୁରୀ : ପୁରୀରେ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ଆଜି ସକାଳୁ ପୁରୀ ଆସି ପ୍ରଥମେ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ । ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ…

ଏଠାରେ ମାଆ କାଳୀଙ୍କୁ ଦିଆଯାଏନି ବଳୀ : ବୈଷ୍ଣବ ରୂପରେ ପୂଜା ପାଉଛନ୍ତି ମାଆ , ବଙ୍ଗୀୟ ସମ୍ପ୍ରଦାୟ ପରମ୍ପରାରେ…

ନୂଆଦିଲ୍ଲୀ : ଆସୁଛି ଆଲୋକର ପର୍ବ ଦୀପାବଳୀ  । ଏହି ଦିନ ମାଆ କାଳୀଙ୍କୁ ପୂଜା କରାଯାଏ। ବିହାରର ପୁର୍ନିଆରେ ମା କାଳୀଙ୍କ ଏକ ଭବ୍ୟ ମନ୍ଦିର ରହିଛି  । କୁହାଯାଏ ଏହି ମନ୍ଦିରଟି ପ୍ରାୟ ୬୩ ବର୍ଷ ପୁରୁଣା  ।  ଏହି ମନ୍ଦିରଟି ଏକ  ସର୍ବ ସାଧାରଣ ମନ୍ଦିର  । ଏଠାରେ ମାଆଙ୍କର ବୈଷ୍ଣବ ରୂପ…

ଭୁବନେଶ୍ୱର ମହାଲେଖାଗାର କାର୍ଯ୍ୟାଳୟରେ ସର୍ପ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ଵର: ଆଜି ଭୁବନେଶ୍ୱର ଏଜି ଛକ ସ୍ଥିତ ମହାଲେଖାଗାରଙ୍କ କାର୍ଯ୍ୟାଳୟରେ  ଏକ ସର୍ପ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ପ୍ରିନ୍ସିପାଲ୍ ଏଜି ରାଜ କୁମାରଙ୍କ ପୌରହିତ୍ୟରେ ଏହି ସଚେତନତା କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା । ରାଜ୍ୟରେ ସାଧାରଣରେ ଦେଖା ଯାଉଥିବା ସାପ,…

ସେମିଫାଇନାଲରେ ବର୍ଷା ପାଇଁ ମ୍ୟାଚ ଧୋଇଗଲେ କେଉଁ ଦଳ ଫାଇନାଲକୁ ଯିବ?

ନୂଆଦିଲ୍ଲୀ: ଆଇସିସି ବିଶ୍ୱକପରେ ଭାରତ, ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରିସାରିଛନ୍ତି ଏବଂ ନ୍ୟୁଜିଲାଣ୍ଡ ଚତୁର୍ଥ ସେମିଫାଇନାଲିଷ୍ଟ ଭାବେ ଯୋଡ଼ି ହେବାର ସମ୍ଭାବନା ଅଧିକ। ନ୍ୟୁଜିଲାଣ୍ଡ ଏଯାଏଁ ୭ଟି ମ୍ୟାଚ ଖେଳି ୧୦ ପଏଣ୍ଟ ପାଇ ପଏଣ୍ଟ ଟେବୁଲରେ ଚତୁର୍ଥ…

ପ୍ରଧାନମନ୍ତ୍ରୀ ଲେଖିଥିବା ମିଲେଟ ଗୀତ ଗ୍ରାମୀ ପୁରସ୍କାର ପାଇଁ ମନୋନୀତ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେଖିଥିବା ଗୀତ ‘ଏମ୍ବେଡେନ୍ସ ଇନ ମିଲେଟ୍ସ’ କୁ ବେଷ୍ଟ ଗ୍ଲୋବାଲ ମ୍ୟୁଜିକ କାଟେଗୋରିରେ ଗ୍ରାମୀ ପୁରସ୍କାର ପାଇଁ ମନୋନୀତ ହୋଇଛି ।   ଗାୟକ ଫାଲଗୁନି ଶାହ ଏବଂ ଗୌରବ ଶାହଙ୍କ ଗୀତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣର କିଛି ଅଂଶ ବି ରହିଛି…