ବିଷ ବଳୟରେ ଦିଲ୍ଲୀ : ୪୦୦ ଟପିଲା ଏକ୍ୟୁଆଇ , ଭାରୀ ଯାନ ଯାତାୟତ ଉପରେ କଟକଣା
ନୂଆଦିଲ୍ଲୀ : ବିଷ ବଳୟରେ ଦିଲ୍ଲୀ । ପ୍ରଦୂଷଣର ମାତ୍ରା ଏତେ ବଢିଯାଇଛି ଯେ ନିଶ୍ବାସ ପ୍ରଶ୍ବାସ ନେବା ବି ଦିଲ୍ଲୀବାସୀଙ୍କ ପାଇଁ କଷ୍ଟକର ହୋଇପଡିଛି । ୪୦୦ ଅତିକ୍ରମ କରିଛି ଏୟାର କ୍ବାଲିଟି ଇଣ୍ଡେକ୍ସ । ପୁରା ବିପଦଜନକ ସ୍ଥିତିରେ ରହିଛି ଦିଲ୍ଲୀ ଏନସିଆର୍ । ଅତି ଜରୁରୀ ନଥିବା ନିର୍ମାଣ…