ମର୍ମନ୍ତୁଦ ସଡକ ଦୁର୍ଘଟଣା, ୬ ମୃତ, ଏକାଧିକ ଆହତ
ପଞ୍ଜାବ: ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ନିଶ୍ଚିହ୍ନ ହୋଇଗଲା ପୁରା ପରିବାର । କାର ଓ ଅଏଲ୍ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହେବାରୁ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଭଳି ଏକ ଦୁର୍ଘଟଣା ଘଟିଛି ପଞ୍ଜାବ ସଙ୍ଗରୁର ଜିଲ୍ଲାର ମେହେଲାନ୍ ଚୌକରେ । ଦୁର୍ଘଟଣାରେ ୬ ଜଣଙ୍କର…