Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ପୁଣି ସରକାରୀ ବାବୁ, ଲାଞ୍ଚ ନେବାବେଳେ ଧରାପଡିଲେ

ମାଲକାନଗିରି: ଏପଟେ ଚାଲିଛି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ । ସେପଟେ କିନ୍ତୁ ଭିଜିଲାନ୍ସ ଜାଲରେ ପଡିଛନ୍ତି ସରକାରୀ ବାବୁ । ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ମୋଟୁ ସର୍କଲର ରାଜସ୍ୱ ନିରୀକ୍ଷକ ସୂରଜ ଚନ୍ଦ୍ର ବଳ । ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ । ସୂଚନା…

ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ପଞ୍ଜୀକରଣ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଏବଂ ଓଡିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା-୨୦୨୪ ନିମନ୍ତେ ବୁଧବାର ଠାରୁ ପଞ୍ଜୀକରଣ ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ…

ଆନ୍ଧ୍ରପ୍ରଦେଶରୁ ୧୧ଜଣ ଶ୍ରମିକଙ୍କୁ ଉଦ୍ଧାରକଲା ଓଡିଶା ପରିବାର

ଭୁବନେଶ୍ଵର: ଆନ୍ଧ୍ରପ୍ରଦେଶରୁ ୧୧ଜଣ ଶ୍ରମିକଙ୍କୁ ଉଦ୍ଧାରକଲା ଓଡିଶା ପରିବାର । କାମ କରିବାକୁ ସୁନ୍ଦରଗଡରୁ ଆନ୍ଧ୍ରପ୍ରଦେଶ ଯାଇଥିବା ୮ଜଣ ମହିଳାଙ୍କ ସମେତ ୧୧ଜଣ ଶ୍ରମିକଙ୍କୁ ସେଠାରେ ମିଳୁଥିଲା ଅକଥନୀୟ ନିର୍ଯ୍ୟାତନା । ଏନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅବଗତ ହେବା ପରେ…

ଜଳବାୟୁ ପରିବର୍ତ୍ତନର ପ୍ରଭାବ: ଚଳିତବର୍ଷ ରାଜ୍ୟରେ ଅନୁଭୂତ ହେବ କମ ଶୀତ

ଭୁବନେଶ୍ବର: ଜଳବାୟୁ ପରିବର୍ତ୍ତନ କାରଣରୁ ୬ ଋତୁରୁ ଏବେ ମାତ୍ର ୩ଟି ଋତୁ ଅନୁଭୂତ ହେଉଛି । ହେଲେ ସେଥିରୁ ଏବେ ଶୀତ ଋତୁ ଉଭେଇବାକୁ ବସିଲାଣି । ବର୍ତ୍ତମାନ ନଭେମ୍ବର ମାସ ଚାଲିଥିବାବେଳେ ରାଜ୍ୟରେ ଶୀତର ଦେଖାଦର୍ଶନ ନାହିଁ । ଯାହାକୁ ନେଇ ଚଳିତବର୍ଷ ମଧ୍ୟ ଏହି ପରିସ୍ଥିତି ଆହୁରି କିଛି ଦିନ…

ଆସ ବୁଲିଯିବା ଓଡିଶା: ମନ ମୋହିନିଏ ଗଣ୍ଡାହାତୀ ଜଳପ୍ରପାତ

ଗଜପତି: ଧରାପୃଷ୍ଠକୁ ଶୀତଋତୁର ଆଗମନ ହୋଇସାରିଲାଣି । ଆଉ ଶୀତଋତୁର ଅନ୍ୟ ଅର୍ଥ ହେଉଛି ବୁଲାବୁଲି କରିବା । ବର୍ଷତମାମ ଘର , ଅଫିସର ଚକ୍କର କାଟୁଥିବା ଲୋକଙ୍କ ପାଇଁ ଫ୍ରି ଟାଇମ୍ କହିଲେ ତ ଏହି ଶୀତଦିନ । ବର୍ତ୍ତମାନ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର୍ର ପର୍ଯ୍ୟଟକଙ୍କୁ ହାତ ଠାରି ଡ଼ାକିଲାଣି ।…

ଓଲିଉଡ କଳାକାର କଳି: ବ୍ୟାନ ହଟାଇବାକୁ ରାଜି ହେଲେ ପ୍ରଯୋଜକ ସଂଘ, ହେଲେ ବୈଠକକୁ ଆସିଲେନି ମନୋଜ ମିଶ୍ର

ଭୁବନେଶ୍ୱର: ଛିଣ୍ଡିବ କଳାକାର କଳି । ଓଡ଼ିଉଡ ବିବାଦର ସମାଧାନ ହେବ । ଓଡ଼ିଶା ଚଳଚ୍ଚିତ୍ର ନିଗମ ବୈଠକ ଶେଷ ହେବା ପରେ ଏମିତି ସୂଚନା ଦେଇଛନ୍ତି ଅଧ୍ୟକ୍ଷ କୁନା ତ୍ରିପାଠୀ ।  ପ୍ରଯୋଜକ ଟୁଟୁ ନାୟକ ମନୋଜ ମିଶ୍ରଙ୍କ ଉପରେ ଲାଗିଥିବା ବ୍ୟାନକୁ ହଟାଇବେ ବୋଲି ବୈଠକରେ ରାଜି ହୋଇଛନ୍ତି ।…

ମୋ ଦଳ ମହାସଚିବଙ୍କ ଗିରଫକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ସତ୍ୟାଗ୍ରହ

ଜଗତସିଂହପୁର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୋ ଦଳ ପକ୍ଷରୁ ଗଣ ସତ୍ୟାଗ୍ରହ । ରାଜ୍ୟର ଜଣାଶୁଣା ସୂଚନା ଅଧିକାର କର୍ମୀ ତଥା ମୋ ଦଳର ମହାସଚିବ ପ୍ରଦୀପ ପ୍ରଧାନଙ୍କୁ ଗିରଫ ପ୍ରତିବାଦରେ ମୋ ଦଳ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦେବା ସହ ଦାବିପତ୍ର ପ୍ରଦାନ କରିଛି…

ବାଇକକୁ ଧକ୍କା ଦେଲା ଟ୍ରକ୍ : ଜଣେ ମୃତ , ଜଣେ ଗୁରୁତର

ନୂଆପଡା : ନୂଆପଡ଼ା ଜିଲ୍ଲା କୋମନା ଥାନା ବାଞ୍ଜିବାହାଲ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା  । ଜଣେ ମୃତ ଅନ୍ୟ ଜଣେ ଗୁରୁତର  । ମୃତକ  ଖଡ଼ିଆଳ ଥାନା ଖଇରପଦର ଗାଁର ମୋତିରାମ ଦୁରିଆ ବୋଲି ଜଣାପଡିଛି । ଅନ୍ୟ ଜଣେ ଗୁରୁତର ସେହି ଗାଁ ର ଜଗଦୀଶ ବାଗ । ସୂଚନା ଅନୁସାରେ  ଆଜି ଦୁଇ ଜଣ ଯୁବକ…

ପାଟନା ସିପିଆଇ ରାଲି: ବିଜେପି ଉପରେ ବର୍ଷିଲେ ତେଜସ୍ବୀ ଯାଦବ

ପାଟନା: ଆଜି (ଗୁରୁବାର) ସିପିଆଇର 'ବିଜେପି ଭଗାଓ, ଦେଶ ବଚାଓ' ରାଲି ଅନୁଷ୍ଠିତ ହୋଇଛି । ଏହି ରାଲିରେ ବିଜେପି ଉପରେ ବର୍ଷିଛନ୍ତି ସିପିଆଇ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ । ତେଜସ୍ୱୀ ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ, ଆମେ ଯାହା ପ୍ରତିଶ୍ରୁତି ଦେଇଥିଲୁ ତାହା ପାଳନ କରିଛୁ । ବିହାରର…