ରୋଗକୁ ଡାକିଆଣେ ଧୂପକାଠି ଧୂଆଁ: ଆସନ୍ତୁ ଜାଣିବା ଆମ ଶରୀର ପାଇଁ କେତେ କ୍ଷତିକାରକ…
ଧୂପକାଠିର ଧୂଆଁ କାହାକୁ ବା ଭଲ ନ ଲାଗେ । ସାଧାରଣତଃ ଠାକୁର ପୂଜା ଓ ହୋମ ଯଂଗ୍ୟ ସମୟରେ ଆମେ ଧୂପକାଠି ବ୍ୟବହାର କରିଥାଉ । କିନ୍ତୁ ଆପଣମାନେ ଜଣନ୍ତି କି ଏହାର ଧୂଆଁ ଆମ ଶରୀର ପ୍ରତି କେତେ କ୍ଷତିକାରକ । ଆସନ୍ତୁ ଜାଣିବା ଧୂପକାଠି ଧୂଆଁ ଆମକୁ କେଉଁ ସବୁ ସମସ୍ୟାରେ ପକାଇଥାଏ ।…