ରେଳ କର୍ମଚାରୀଙ୍କ ପାଇଁ ଖୁସି ଖବର, ଦଶହରା ପୂର୍ବରୁ ବୋନସ ମଞ୍ଜୁରୀ
ଭୁବନେଶ୍ବର: ପାର୍ବଣଋତୁରେ ରେଳ କର୍ମଚାରୀଙ୍କ ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ, ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୭୮ ଦିନିଆ ବେତନ ସହିତ ଉତ୍ପାଦକତା ଲିଙ୍କ ବୋନସ (PLB)କୁ ଅନୁମୋଦନ କରିଛି । କେନ୍ଦ୍ର କ୍ୟାବିନେଟ ଯେଉଁଥିରେ…