ବିଷାକ୍ତ ବାୟୁରେ ଅଣନିଶ୍ୱାସୀ ରାଜଧାନୀବାସୀ, ଆସିଲା ଗବେଷଣା ରିପୋର୍ଟ
ଭୁବନେଶ୍ୱର: ଆସୁଛି ଶୀତ ଋତୁ। ବଡ଼ ବଡ଼ ସହରରେ ଶୀତ ଦିନ ଆସିଲେ ବାୟୁ ପ୍ରଦୂଷଣ ବଢିଯାଏ। ତେବେ ରାଜଧାନୀ ଭୁବନେଶ୍ୱରର ବାୟୁ ଦିନକୁ ଦିନ ବିଷାକ୍ତ ହେବାରେ ଲାଗିଛି। ଭୁବନେଶ୍ୱର ବାୟୁ ପ୍ରଦୂଷଣକୁ ନେଇ ଗବେଷଣା ଚାଲିଛି। ଏହି ଗବେଷଣାରୁ ଏକ ରିପୋର୍ଟ ସାମ୍ନାକୁ ଆସିଛି। ଏହି ଗବେଷଣାରେ…