ଶ୍ୱଶୁର ଘର ଗାଁରୁ ମିଳିଲା ଜ୍ୱାଇଁର ମୃତଦେହ: ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ଭାଇ
କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଶ୍ୱଶୁର ଘର ଗାଁରେ ଜ୍ୱାଇଁଙ୍କୁ କରେଣ୍ଟ ଦେଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଭାଲୁମୁଣ୍ଡା ଗାଁର ବଂଶୀ ଠେଲା ବୋଲି ଜଣାପଡିଛି । ସୂଚନା ଅନୁସାରେ ଦୀର୍ଘ ବର୍ଷ ହେବ ବଂଶୀ ତାଙ୍କ ଶ୍ବଶୁର…