Latest Odisha News

BREAKING NEWS

ଜି-୨୦ ପରେ ଦିଲ୍ଲୀରେ ପି-୨୦, ଜାଣନ୍ତୁ କାହିଁକି ଏହା ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ: ଭାରତର ଅଧ୍ୟକ୍ଷତାରେ ଜି-୨୦ ଶିଖର ସମ୍ମିଳନୀର ଅଭୂତପୂର୍ବ ସଫଳତା ଏବଂ ବୈଶ୍ୱିକ ସମସ୍ୟାର ସମାଧାନରେ ଭାରତର ଅଗ୍ରଣୀ ଭୂମିକାକୁ ସମଗ୍ର ବିଶ୍ୱରେ ପ୍ରଶଂସା କରାଯାଇଛି। ଜି-୨୦ ଶିଖର ସମ୍ମିଳନୀ ପରେ ଭାରତର ସଂସଦ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସମାବେଶ ଆୟୋଜନ କରିବାକୁ ପ୍ରସ୍ତୁତ ହେଉଛି…

ମାଲକାନଗିରି ଓଡିଶା ବିକାଶର ଲଞ୍ଚିଂ ପ୍ୟାଡ୍ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମାଲକାନଗିରି : ମାଲକାନଗିରିରୁ ଗଡିଲା ଲକ୍ଷ୍ମୀ ବସ୍  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ବସ୍ ସେବାର ଶୁଭାରମ୍ଭ କରିଛନ୍ତି  । ପ୍ରଥମ ଦିନରେ ଗଡିଲା ୩୬ଟି ବସ୍ । ଜିଲ୍ଲାର ୧୧୧ଟି ପଞ୍ଚାୟତକୁ ଯୋଡିବ ଏହି ବସ୍  । ପ୍ରଥମ ଜିଲ୍ଲା ଭାବେ ମାଲକାନଗିରି ଜିଲ୍ଲାରୁ ଏହି ସେବା ଆଜି ଆରମ୍ଭ…

ଉଦଳା ଭାଲୁହୁରୁଡ଼ା ଗାଁରେ ଅଘଟଣ: ସାମାନ୍ୟ ଗେଣ୍ଡୁ ଗଛ ପାଇଁ ନାବାଳିକାକୁ ହତ୍ୟା !

ଉଦଳା : ସାମାନ୍ୟ ଗେଣ୍ଡୁ ଗଛ ପାଇଁ ଜଘନ୍ୟ ହତ୍ୟାକାଣ୍ଡ। ସାମାନ୍ୟ ଗେଣ୍ଡୁ ଗଛ ପାଇଁ ନାବାଳିକାଙ୍କୁ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି  । ଏମିତି କିଛି ଘଟଣା ଘଟିଛି ଉଦଳା ଥାନା ଭାଲୁହୁରୁଡ଼ା ଗାଁରେ  । ମୃତକ ସରସ୍ବତୀ ହାଁସଦା ବୋଲି ଜଣାପଡିଛି  । ସୂଚନା ଅନୁସାରେ ଗାଁର ସୀତା…

ମାତା ବୈଷ୍ଣୋ ଦେବୀଙ୍କ ଗୁମ୍ପାରେ ଲୁଚିରହିଛି ଏହି ରହସ୍ୟ : ଭକ୍ତମାନଙ୍କ ପାଇଁ କେବେଠୁ ଆରମ୍ଭ ହେଲା ଏହି…

ନୂଆଦିଲ୍ଲୀ:  ଚିତ୍ରକୂଟ ପର୍ବତ ଉପରେ ଏକ ସୁନ୍ଦର ପ୍ରାଚୀନ ଗୁମ୍ଫାରେ ରହିଛି ମାଆ ବୈଷ୍ଣୋ ଦେବୀଙ୍କ ପବିତ୍ର ମନ୍ଦିର । ଯାହାକି ବୈଷ୍ଣୋ ଦେବୀ ମାତା ଭାବରେ ଜଣାଶୁଣା  ।  ଯାହାଙ୍କୁ ମହାକାଳୀ , ମହାଲକ୍ଷ୍ମୀ ଏବଂ ମହା ସରସ୍ୱତୀଙ୍କର ଅବତାର ବୋଲି ବିବେଚନା କରାଯାଏ । ଭାରତର ଅନ୍ୟାନ୍ୟ…

ମନେ ପଡନ୍ତି ଅକ୍ଷୟ: ଆଜି ଖୋକା ଭାଇଙ୍କ ଜନ୍ମ ଜୟନ୍ତୀ, ଅଭୂଲା ମନଛୁଆଁ ସଙ୍ଗୀତକୁ ଆଜି ବି ଝୁରୁଛନ୍ତି ଦର୍ଶକ

କଟକ: ଓଡିଆ ସଙ୍ଗୀତ ଜଗତର ବେତାଜ ବାଦଶାହ । ଓଡିଆ ଆଧୁନିକ ସୁଗମ ସଙ୍ଗୀତର କିମ୍ବଦନ୍ତୀ ପୁରୁଷ ସେ  । ହଁ ଆଜ୍ଞା ଆମେ କହୁଛୁ ସଙ୍ଗୀତ ଜଗତର ମୁକୁଟ ବିହୀନ ସମ୍ରାଟ ଅକ୍ଷୟ ମହାନ୍ତିଙ୍କ କଥା । ଖୋକା ଭାଇ ନାମରେ ସେ ସମସ୍ତଙ୍କ ନିକଟରେ ଜଣାଶୁଣା  । ଆଜି ହେଉଛି ତାଙ୍କର ଜନ୍ମ ଜୟନ୍ତୀ  । ୧୯୩୬…

୭୨ବର୍ଷ ପରେ ପାକିସ୍ତାନରେ ଖୋଲିଲା ସର୍ବ ପୁରାତନ ହିନ୍ଦୁ ମନ୍ଦିର : ଏବେ ବି ଅକ୍ଷୁର୍ଣ୍ଣ ରହିଛି କଳାନୌପଣ୍ୟ

ନୂଆଦିଲ୍ଲୀ : ଭାରତ-ପାକିସ୍ତାନ ବିଭାଜନର ଯନ୍ତ୍ରଣା କେବେବି ଭୁଲି ହେବନି  । ଏଥିରେ ବହୁ ସଂଖ୍ୟକ ଲୋକ ପ୍ରାଣ ହରାଇଥିଲେ  । ବହୁ ସମ୍ପତ୍ତି ନଷ୍ଟ ହୋଇଥିବାବେଳେ  ପାକିସ୍ତାନରେ ଥିବା ବହୁ ହିନ୍ଦୁ ମନ୍ଦିର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା । ବିଭାଜନ ପରେ ପାକିସ୍ତାନର ଅନେକ ହିନ୍ଦୁ ମନ୍ଦିର…

ପୂର୍ବବର୍ଷ ଅକ୍ଚୋବର ତୁଳନାରେ ଚଳିତଥର ଅଧିକ ଗରମ ଅନୁଭୂମ ହେଉଛି କି?

ଭୁବନେଶ୍ବର/ନୂଆଦିଲ୍ଲୀ: ଉଭୟ ଦିନ ବେଳା କେମିତି ଅନୁଭବ କରୁଛନ୍ତି ଆପଣ? ତିନି ମାସ ପରେ ମୌସୁମୀ ପ୍ରତ୍ୟାବର୍ତ୍ତନର ସମୟ ସହିତ ବାତ୍ୟାର ମାସ କୁହାଯାଉଥିବା ଅକ୍ଟୋବରରେ ଯେଉଁଭଳି ତାତି ଏବଂ ଗୁଳୁଗୁଳି ରହିଛି କ'ଣ ଭାବୁଛନ୍ତି? ପୂର୍ବବର୍ଷ ତୁଳନାରେ ଚଳିତଥର ଅକ୍ଚୋବର ମାସରେ ଅଧିକ ଗରମ…

ପତ୍ନୀ ହତ୍ୟାକାରୀ ସ୍ୱାମୀ: ପ୍ରଥମ ପତ୍ନୀ ପରେ ଏବେ ୨ୟ ପତ୍ନୀଙ୍କୁ ପିଟି ପିଟି ହତ୍ୟା କଲେ

ଜୟପୁର: ପତ୍ନୀ ହତ୍ୟାକାରୀ ସ୍ୱାମୀ । ସେ ଜଣେ ପେଷାଦାର ପତ୍ନୀ ହତ୍ୟାକାରୀ ।  ଜଣେ ନୁହେଁ ଦୁଇଦୁଇ ଜଣ ପତ୍ନୀଙ୍କୁ ହତ୍ୟା କଲେଣି । ପ୍ରଥମ ପତ୍ନୀଙ୍କୁ ହତ୍ୟା କରିବା ପରେ ଧରାପଡିଥିଲେ । ୧୫ ବର୍ଷ ଜେଲ ଦଣ୍ଡ ବି ଭୋଗିଥିଲେ । ଜେଲରୁ ଫେରିବା ପରେ ୨ୟ ପତ୍ନୀଙ୍କୁ ହତ୍ୟା କରିଛନ୍ତି । ସେ…

ବାଲ୍ୟ ବିବାହକୁ ନେଇ ଜାତିସଂଘ ମହାସଚିବଙ୍କ ବଡ଼ ବୟାନ, ଟ୍ରେଣ୍ଡ ଅନୁଯାୟୀ ରୋକିବାକୁ ୩୦୦ ବର୍ଷ ଲାଗିବ

ନୂଆଦିଲ୍ଲୀ: ବୁଧବାର ଅନ୍ତର୍ଜାତୀୟ ବାଳିକା ଦିବସ ଥିଲା। ଏହି ଅବସରରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ କଡ଼ା ଚେତାବନୀ ଦେଇ କହିଛନ୍ତି, ସାରା ବିଶ୍ୱ ବାଲ୍ୟ ବିବାହକୁ ନେଇ ଫେଲ୍ ମାରୁଛି। ସେ କହିଛନ୍ତି ଯେ, ବର୍ତ୍ତମାନର ଟ୍ରେଣ୍ଡ ଯେଉଁଭଳି ଆଗକୁ ବଢ଼ୁଛି, ବାଲ୍ୟ ବିବାହର ଅନ୍ତ ହେବାକୁ…

କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ: କେତେବେଳେ ପାକତ୍ୟାଗ ଓ ଦେବନୀତି ନିଷେଧ, ଜାଣନ୍ତୁ ପୂରା ବିବରଣୀ

ପୁରୀ:କୁମାର ପୂର୍ଣ୍ଣିମାରେ ପଡିବ ଚନ୍ଦ୍ରଗହଣ । ତେଣୁ ଅକ୍ଟୋବର ୨୮ ତାରିଖରେ ଚନ୍ଦ୍ରଗ୍ରହଣ ଯୋଗୁ ଶ୍ରୀମନ୍ଦିରରେ ହେବ ସ୍ୱତନ୍ତ୍ର ପୂଜାନୀତି । ଏହି ଚନ୍ଦ୍ରଗ୍ରହଣ ଏକମାତ୍ର ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ହେବ । ଗ୍ରହଣର ଅବଧି ୧ ଘଣ୍ଟା ୧୯ ମିନିଟ ୭ ସେକେଣ୍ଡ ।  ଗ୍ରହଣ ସ୍ପର୍ଶ…