ଇନ୍ଦିରା ଏକାଦଶୀ: ଏହି ଦିନ ଶାଳଗ୍ରାମ ପୂଜା ଓ ବ୍ରତ କଲେ ସନ୍ତୁଷ୍ଟ ହୁଅନ୍ତି ପିତୃପୁରୁଷ
ଭୁବନେଶ୍ଵର: ଚଳିତ ବର୍ଷ ଅକ୍ଟୋବର ୧୦ତାରିଖରେ ପଡୁଛି ଆଶ୍ୱିନ ମାସ କୃଷ୍ଣପକ୍ଷ ଏକାଦାଶି | ପିତୃପକ୍ଷ ହେତୁ ଏହି ଦିନଟି ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ | ଏହି ଦିନ ଭଗବାନ ବିଷ୍ଣୁଙ୍କୁ ଶାଳଗ୍ରାମ ରୂପରେ ପୂଜା କରିବା ସହ ଦିନସାରା ଉପବାସ କରିବାର ବିଧି ରହିଛି । ଏହି ଉପାୟରେ…