Latest Odisha News

BREAKING NEWS

ଶକ୍ତିପୀଠର କାହାଣୀ: ମା’ଙ୍କ ଏହି ମନ୍ଦିରରେ ପୂଜା ପାଏ ମାଛ କଣ୍ଟା

ଭୁବନେଶ୍ଵର: ମା’ ଦୂର୍ଗାଙ୍କ ଶାରଦୀୟ ସ୍ୱତନ୍ତ୍ର ପୂଜା ପାଇଁ ସବୁ ଶକ୍ତିପୀଠ ହୋଇ ଉଠିଛି ପାର୍ବଣ ମୁଖରିତ । ଧରାପୃଷ୍ଠକୁ ମା’ଙ୍କ ଆଗମନ ଅବସରରେ ଆରମ୍ଭ ହୋଇଛି ଦେବୀ ପୀଠମାନଙ୍କରେ ଷୋଳପୂଜା । ଦେବଗଣ ଓ ଚଣ୍ଡିଚାମୁଣ୍ଡାଙ୍କ ସହ ମର୍ତ୍ତକୁ ଆସି ପାପିଙ୍କ ପାପକୁ ନାଶ କରି ସଂସାରକୁ ସୁଖରେ…

ହମାସର ବର୍ବରତା: ଇସ୍ରାଏଲ ଯୁବତୀଙ୍କୁ ଅପହରଣ କରି ଦେଉଛି ନିର୍ଯାତନା, ବଳାତ୍କାରକୁ କରିଛି ଯୁଦ୍ଧାସ୍ତ୍ର

ନୂଆଦିଲ୍ଲୀ: ଇସ୍ରାଏଲ-ଗାଜା ଯୁଦ୍ଧ ଆଜିକୁ ୩ ଦିନ ବିତିଗଲାଣି । ହେଲେ ଯୁଦ୍ଧ ପରିସ୍ଥିତିରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନି । ରକେଟ ଆକ୍ରମଣ ପୂର୍ବ ପରି ଜାରି ରହିଛି । ସେପଟେ ଇସ୍ରାଏଲ ବି ଜବାବି ଆକ୍ରମଣ ଜାରି ରଖିଛି । କୁହାଯାଉଛି ଇସ୍ରାଏଲରେ ବର୍ତ୍ତମାନ ସୁଦ୍ଧ ୬୦୦ ଜଣଙ୍କ…

ପାର୍ବଣ ପୂର୍ବରୁ ଅବକାରୀ ବିଭାଗ ଟାର୍ଗେଟରେ ଡ୍ୟାନ୍ସ ବାର୍ : ଅଚାନକ ରାତିଅଧରେ କଲା ଚଢାଉ

ଭୁବନେଶ୍ବର: ଆସୁଛି ପାର୍ବଣ । ଏହାପୂର୍ବରୁ ସହରରେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ  ଲାଗିଛି  । ବିଭିନ୍ନ ସମୟରେ ହତ୍ୟା, ରାହାଜାନୀ, ଲୁଟପାଟ୍ ର ଖବର ସାମ୍ନାକୁ ଆସିବାରେ ଲାଗିଛି । ଏହାକୁ ନେଇ ବେଶ୍ ତତ୍ପର ହୋଇଉଠିଛି କମିଶନରେଟ୍ ପୋଲିସ୍  । ଅବକାରୀ ବିଭାଗ ବି ଫୁଲ୍…

ଶକ୍ତିପୀଠର କାହାଣୀ: ଯେଉଁଠି ମାଆ ସରସ୍ୱତୀଙ୍କ ରୂପରେ ପୂଜା ପାଆନ୍ତି ଜଗତଜନନୀ

ଭୁବନେଶ୍ଵର: ଚାଲିଛି ପାର୍ବଣର ଋତୁ । ଆଉ ଦିନ କେଇଟା ପରେ ଧରାବତରଣ କରିବେ ମା ଦୁର୍ଗା । ଏଥିପାଇଁ ଚଳ ଚଞ୍ଚଳ ହୋଇ ଉଠିଛି ଗାଁ ରୁ ସହର । ମା'ଙ୍କ ଆଵାହନ ପାଇଁ ମର୍ତ୍ତ୍ୟବାସୀ ବେଶ ଉତ୍ସାହର ସହ ଲାଗି ପଡିଛନ୍ତି । ସାର୍ବଜନୀନ ମଣ୍ଡପ ଠାରୁ ଆରମ୍ଭ କରି ଶକ୍ତିପୀଠରେ ଚାଲିଛି ମା'ଙ୍କ ଷୋଡଶ…

ଓଜନ ହ୍ରାସ ପାଇଁ ସର୍ବୋତ୍ତମ କଫି: ଆସନ୍ତୁ ଜାଣିବା କେଉଁ କଫି ପିଇବେ ବ୍ଲାକ୍ ନା ମିଲ୍କ..

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ଫିଟନେସକୁ ନେଇ ସମସ୍ତେ ଜାଗ୍ରତ ଆଉ ଚିନ୍ତିତ ମଧ୍ୟ। କିନ୍ତୁ ବିଭିନ୍ନ ସମୟରେ ଖରାପ ଜୀବନଶୈଳୀ ଆମ ସ୍ୱାସ୍ଥ୍ୟ ଉପରେ ଗମ୍ଭୀର ପ୍ରଭାବ ପକାଇଥାଏ  ।  ମେଦବହୁଳତା ଲୋକଙ୍କ ପାଇଁ ଏକ ସମସ୍ୟା ହୋଇ ଉଭା ହୋଇଛି। ମେଦବହୁଳତା ଏକ ରୋଗ ନ ହେଲେ ବି ଅନେକ ରୋଗର…

ଜାତୀୟ ରାଜପଥ ପ୍ରଶସ୍ତିକରଣ ଅବହେଳା ପ୍ରତିବାଦରେ ୧୨ଘଣ୍ଟିଆ ରାସ୍ତା ଅବରୋଧ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ନିକଟ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ । ଜାତୀୟ ରାଜପଥର ପ୍ରଶସ୍ତିକରଣ ଅବହେଳା ପ୍ରତିବାଦରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସଚେତନ ନାଗରିକ କମିଟି ପକ୍ଷରୁ ୧୨ ଘଣ୍ଟିଆ ବରଗଡ଼ ବୋରିଗୁମା ରାସ୍ତାର  ଡୁଙ୍ଗୁରିପାଲି ଠାରେ  ୨୬ ନମ୍ବର…

ଶାହାରୁଖଙ୍କୁ ହତ୍ୟା ଧମକ : ଓ୍ବାଇ ପ୍ଲସ୍ ସୁରକ୍ଷା ପ୍ରଦାନ କଲେ ମହାରାଷ୍ଟ୍ର ସରକାର

ମୁମ୍ବାଇ: ବଢିଲା ଶାହାରୁଖଙ୍କ ସୁରକ୍ଷା  । ବଲିଉଡ୍ ଅଭିନେତା ଶାହାରୁଖ ଖାନଙ୍କୁ ଓ୍ବାଇ ପ୍ଲସ୍ ସୁରକ୍ଷା ପ୍ରଦାନ କରାଯାଇଛି । ସୁରକ୍ଷା ବୃଦ୍ଧି କରି ଓ୍ବାଇ ପ୍ଲସ୍ ଦେଲେ ମହାରାଷ୍ଟ୍ର ସରକାର  । ହତ୍ୟା ଧମକ ମିଳିବା ନେଇ ଶାହାରୁଖ ସରକାରଙ୍କୁ ଜଣାଇଥିଲେ । ପଠାନ୍, ଜଓ୍ବାନ ଫିଲ୍ମରେ ଅଭିନୟ…

ଫସଲ ଜଗିବାକୁ ମଞ୍ଚାରେ ଶୋଇଥିଲେ ବ୍ୟକ୍ତି, ବେକ କାଟିଦେଲା ଦୁର୍ବୃତ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ଫସଲ ଜଗିବାକୁ ମଞ୍ଚାରେ ଶୋଇଥିବା ବ୍ୟକ୍ତିଙ୍କ ତଣ୍ଟି କାଟିଦେଲା ଦୁର୍ବୃତ୍ତ । କେହି କିଛି ଜାଣିବା ପୂର୍ବରୁ ଘଟଣାସ୍ଥଳରୁ ଚମ୍ପଟ ମାରିଛି ଅଭିଯୁକ୍ତ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା…

ଆଜି ବାଜିବ ୫ ରାଜ୍ୟର ବିଧାନସଭା ନିର୍ବାଚନୀ ବିଗୁଲ, ତାରିଖ ଘୋଷଣା କରିବେ EC

ନୂଆଦିଲ୍ଲୀ: ଆଜି ବାଜିବ ୫ ରାଜ୍ୟର ବିଧାନସଭା ନିର୍ବାଚନୀ ବିଗୁଲ, ତାରିଖ ଘୋଷଣା କରିବେ EC । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଏବଂ ମିଜୋରାମରେ ବିଧାନସଭା ନିର୍ବାଚନର ତାରିଖ ଆଜି ଘୋଷଣା କରାଯିବ। ଏ ସମ୍ପର୍କରେ ନିର୍ବାଚନ ଆୟୋଗ ଆଜି ଦିନ ୧୨ଟାରେ ଏକ ସାମ୍ବାଦିକ ସମ୍ମିଳନୀ…

କବିତା : ତୃଷା

ମଞ୍ଜୁ ରାଣୀ ବେହେରା ନିରାଶାର ଧୂ ଧୂ ମରୁବାଲିରେ ଆଉ ପରିତ୍ଯକ୍ତ ଏକ ଜୀବନ ଅନେକ ଭାବନାର କୋଳାହଳ ସତ୍ୱେ ଚାରିଆଡ଼େ ନିସ୍ତବ୍ଧ ପୁରା ଶୂନଶାନ । ଆଞ୍ଜୁଳାଏ ଅସହାୟତାର କିଛି ଥକ୍କାପଣ ଆଉ ଅତୀତର ସେଇ ଅଫେରା ମୂହୂର୍ତ୍ତରୁ କିଛି ଆହତ ସ୍ୱପ୍ନର ମୃଦୁ ଗୁଞ୍ଜରଣ। ବାସ୍, କିଛି ଦୂର…