ମହିଳା ସଂରକ୍ଷଣ ବିଲ୍: ବିତର୍କ ବେଳେ ଅଧୀରଙ୍କ ମୁହଁ ଚୁପ୍ କରାଇଦେଲେ ଅମିତ ଶାହ!
ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ଗତକାଲି ମହିଳା ସଂରକ୍ଷଣ ବିଲ୍ ଉପରେ ଗୃହରେ ଆଲୋଚନା କରିବା ବେଳେ ବାକ୍ ଯୁଦ୍ଧ ହୋଇଥିଲା। ଆଜି ଦଳର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏହି ବିଲକୁ ସମର୍ଥନ କରିବା ସହ କଂଗ୍ରେସ ତରଫରୁ…