ଗଞ୍ଜାମ ପୋଲିସକୁ ବଡ ସଫଳତା: ବିଭିନ୍ନ ଜୁଆ ଆଡ୍ଡାରେ ଚଢାଉ, ୧୨ ଜୁଆଡ୍ଡି ଗିରଫ
ଗଞ୍ଜାମ: ଗଞ୍ଜାମ ପୋଲିସକୁ ବଡ ସଫଳତା ମିଳିଛି । ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଆକ୍ସନ ମୋଡରେ ରହିଛି ଗଞ୍ଜାମ ପୋଲିସ । ବିଭିନ୍ନ ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ସ୍ବେଶାଲ ଡ୍ରାଇଭ୍ କରାଯାଇଛି । ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇ ୧୨ ଜଣ ଜୁଆଡ୍ଡିଙ୍କୁ ଗିରଫ କରାଯାଇଛି ଏବଂ…