Latest Odisha News

BREAKING NEWS

ଗଣେଶ ପୂଜା ମଣ୍ଡପରେ ଅଘଟଣ: ବିଦ୍ୟୁତ ଆଘାତରେ ଟଳି ପଡିଲେ ଯୁବକ

ପାରଳାଖେମୁଣ୍ଡି: ଗଣେଶ ପୂଜା ପୂର୍ବରୁ ଅଘଟଣ ।  ଗଣେଶ ମଣ୍ଡପରେ ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ ।  ଘଟଣା ଘଟିଛି ଗଜପତି ଜିଲ୍ଲାରେ ।   ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ତୋଟାଗୁମୁଡା ଗାଁରେ ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।  ମୃତ ଯୁବକଙ୍କ ନାଁ ଜେ.ଖଗେଶ ।  ଗତକାଲି…

ବାଲୁକାରେ ୧ ହଜାର ଷ୍ଟିଲ ବାସନରେ ଗଣେଶ ମୂର୍ତ୍ତି ନିର୍ମାଣ କରି ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ପୁରୀ: ଆଜି ହେଉଛି ପବିତ୍ର ଗଣେଷ ଚତୁର୍ଥୀ  । ଏଥିଲାଗି ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ବିରାଜମାନ କରିଛନ୍ତି ପ୍ରଭୁ ଗଜାନନ  । ପ୍ରଭୁଙ୍କ ଆଗମନକୁ ନେଇ ସବୁଆଡେ ବ୍ୟାପକ ପ୍ରସ୍ତୁତି କରାଯାଇଛି  । ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକରେ ମଧ୍ୟ ବେଶ୍ ଧୂମଧାମ…

ଏକ ମାସର ଶିଶୁକୁ କୋଳରେ ଧରି ଅଫିସରେ କାମ କଲେ ମେୟର, ଭାଇରାଲ ହେଲା ଫଟୋ

କେରଳ: କେରଳର ରାଜଧାନୀ ଥିରୁବନନ୍ତପୁରମର ମେୟର ଆର୍ଯ୍ୟ ରାଜେନ୍ଦ୍ରନ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି  ।  ଏହାର କାରଣ ହେଉଛି ଏକ ମାସ ପୂର୍ବରୁ ଜନ୍ମ ହୋଇଥିବା ଶିଶୁକୁ ନେଇ ସେ ଅଫିସରରେ କାମ କରୁଥିବା ନଜର ଆସିଛନ୍ତି  ।  ପିଲାଟିକୁ ସେ ନିଜ କୋଳରେ ଧରି କାମ କରୁଥିବାର ଫଟୋ…

ଏହି ଗାଁରେ ଘରେ ଘରେ କାର୍ ବଦଳରେ ରହିଛି ପ୍ଲେନ୍ !

ମୁମ୍ବାଇ: ଆଜିକାଲିର ଦୁନିଆରେ ଆମେ ନିଜର ମୌଳିକ ସୁବିଧାକୁ ପୁରା କରିବାକୁ ଯାଇ ଗାଡି କିଣୁଛି  । ଯାହା ଆମକୁ ଯୋଗାଯୋଗରେ ସହାୟକ ହେଉଛି  । ଆଜିକାଲି ପ୍ରାୟ ସବୁ ଲୋକଙ୍କ ଘରେ ଗାଡି ଥିବା ଆପଣମାନେ ଦେଖିଥିବେ  । କିନ୍ତୁ ଏମିତି ଏକ ଗାଁ ଅଛି , ଯେଉଁଠାରେ ଲୋକଙ୍କ ପାଖରେ ଦୁଇ କିମ୍ବା…

ସାଉଥ୍ ସିନେମା ଜଗତରେ ଶୋକର ଛାୟା: ଅଭିନେତା ବିଜୟ ଆଣ୍ଟୋନୀଙ୍କ ୧୬ବର୍ଷର ଝିଅ ଲାରାର ଆତ୍ମହତ୍ୟା

ମୁମ୍ବାଇ: ସାଉଥ୍ ସିନେମା ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି  । ଅଭିନେତା ବିଜୟ ଆଣ୍ଟୋନୀଙ୍କ ୧୬ ବର୍ଷର ଝିଅ ଲାରା ଆଣ୍ଟୋନୀ ଆତ୍ମହତ୍ୟା କରିଥିବା ଜଣାପଡିଛି । ଗତକାଲି ଏହି ଘଟଣା ଘଟିଛି  । ଯାହାକୁ ନେଇ ସମଗ୍ର ସାଉଥ୍ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି  । ଭୋର୍ ସକାଳ…

କବିତା : ଆହେ ଗଜାନନ

 ସାଧନା ପଣ୍ଡା   ବିଘ୍ନ ବିନାଶନ ପାର୍ବତୀ ନନ୍ଦନ ଆହେ ପ୍ରଭୁ ଗଜାନନ ସିଦ୍ଧିଦାତା ତୁମେ ଜ୍ଞାନର ଭଣ୍ଡାର ସର୍ବଗ୍ରେ ତବ ପୂଜନ। ସଂସାରରେ ଯଶ ଧନ ମାନ ଜନ କରୁଣାରୁ ତବ ମିଳେ ବିଦ୍ୟା ଦାତା ତୁମେ କରୁଣା ସାଗର ଫେଡ ଅଜ୍ଞାନକୁ ହେଳେ। କି ଦରବ ଦେଇ ପୂଜିବୁ ତୁମ୍ଭଙ୍କୁ ସବୁ ତ…

ପୁସ୍ତକ ପରିଚୟ : ଓଡ଼ିଶା ଅନ୍ତରାଳରେ ବୀରରାମଚନ୍ଦ୍ରପୁର ଇତିହାସ

ରାଜକିଶୋର ମହାପାତ୍ରଙ୍କ ସମୀକ୍ଷା ଓଡ଼ିଶା ଅନ୍ତରାଳରେ ବୀରରାମଚନ୍ଦ୍ରପୁର ଇତିହାସ ଲେଖକ : ସଦାଶିବ ରଥ ବୀରରାମଚନ୍ଦ୍ରପୁର, ପୁରୀ ମୂଲ୍ୟ ‐ ୪୫/- ଗଜପତି ବୀରରାମଚନ୍ଦ୍ର ଦେବ ପ୍ରତିଷ୍ଠିତ ପୁରୀ ଜିଲ୍ଲାର ବୀରରାମଚନ୍ଦ୍ରପୁର ଶାସନ ୧୬ଶାସନ ମଧ୍ୟରେ ସର୍ବ ବୃହତ୍ । ୧୫୭୭…

ପବିତ୍ର ଗଣେଶ ଚତୁର୍ଥୀ: ସବୁଠି ଚାଲିଛି ଗଜାନନଙ୍କ ଆରାଧନା

ଭୁବନେଶ୍ବର: ଆଜି ପବିତ୍ର ଗଣେଶ ଚତୁର୍ଥୀ । ଧରାପୃଷ୍ଠରେ ଅବତରଣ କରିଛନ୍ତି ପ୍ରଭୁ ଗଜାନନ  । ଗାଁଠୁ ସହର ସବୁଠି ଉତ୍ସବର ପରିବେଶ । ସବୁଠି ଗଜାନନଙ୍କୁ ପୂଜାର୍ଚ୍ଚନା କରାଯାଉଛି  । ସୁଉଚ୍ଚ ତୋରଣ ସାଙ୍ଗକୁ ବିଶାଳକାୟ ମେଢ ଏବଂ ରଙ୍ଗୀନ ଆଲୋକମାଳା ଆଖି ଝଲସାଇ ଦେଉଛି  । ହୋମଯଜ୍ଞରେ…

ଇତିହାସ ପାଲଟିଲା ପୁରଣା ସଂସଦ ଭବନ : ଆଜିଠୁ ନୂଆ ସଂସଦ ଭବନରେ ହେବ ଅଧିବେଶନ

ନୂଆଦିଲ୍ଲୀ: ସ୍ବାଧୀନ ଭାରତର ଗଣତନ୍ତ୍ରର ପ୍ରତୀକ ଥିବା ପୁରୁଣା ସଂସଦ ଭବନ ଆଜି ଇତିହାସର ପୃଷ୍ଠାରେ ରେକର୍ଡ ହେବ । ଆଜି ଗଣେଶ ଚତୁର୍ଥୀରୁ  ନୂଆ ସଂସଦ ଭବନରେ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବ। ସଂସଦର ଏୗତିହ୍ୟ ଏବଂ ଗର୍ବର ସାକ୍ଷୀ ଥିବା ପୁରୁଣା ସଂସଦ ଭବନରୁ ଆଜି ସମସ୍ତ ସାଂସଦ ନୂତନ…

ଧରାବତରଣ କଲେ ପ୍ରଥମପୂଜ୍ୟ ଶ୍ରୀଗଣେଶ, ଜାଣନ୍ତୁ କେଉଁ ଆକୃତିର ମୂର୍ତ୍ତି ପୂଜା କଲେ କେଉଁ ବର ମିଳେ

ଭୁବନେଶ୍ଵର: ଆଜି ପବିତ୍ର ଗଣେଶ ଚତୁର୍ଥୀ । ଅଗ୍ରପୂଜ୍ୟ, ବିଘ୍ନରାଜ ଶ୍ରୀ ବିନାୟକଙ୍କ ପୂଜା । ଏଥିପାଇଁ ପୁରପଲ୍ଲୀ ହୋଇଉଠିଛି ଚଳଚଞ୍ଚଳ । ବଡ ବଡ ତୋରଣ ସାଙ୍ଗକୁ ଆକର୍ଷଣୀୟ ସାଜସଜା ସହ ପୂଜା ପେଣ୍ଡାଲରେ ଚାଲିଛି ଗଜାନନଙ୍କ ହୋମ ଯଜ୍ଞ । ମନ୍ଦିର ଏବଂ ଶିକ୍ଷାନୁଷ୍ଠାନରେରେ ବି ଗଣେଶଙ୍କ…