Latest Odisha News

BREAKING NEWS

ପୂର୍ବତନ ଏକ ନମ୍ବର ଟେନିସ ଖେଳାଳି ହାଲେପ ୪ ବର୍ଷ ବାସନ୍ଦ

ନୂଆଦିଲ୍ଲୀ: ପୂର୍ବତନ ଏକ ନମ୍ବର ମହିଳା ଖେଳାଳି ସିମୋନା ହାଲେପ ଡୋପ ଟେଷ୍ଟରେ ଧରାପଡି ୪ ବର୍ଷ ପାଇଁ ବାସନ୍ଦ ହୋଇଛନ୍ତି । ୩୧ ବର୍ଷୀୟ ଏହି ରୋମାନିଆ ଖେଳାଳି ନିୟମ ଉଲ୍ଲଂଘନ କରିଥିବା ଇଂଟରନ୍ୟାଶନାଲ ଟେନିସ ଇଂଟେଗ୍ରେଟି ଏଜେନ୍ସି ପକ୍ଷରୁ କୁହାଯାଇଛି । ୨୦୨୨ ୟୁଏସ ଓପନ ଅବସରରେ ତାଙ୍କ…

ଚନ୍ଦ୍ରବାବୁ ନାଇଡୁଙ୍କୁ ଆଶ୍ୱସ୍ତି, ସେପ୍ଟେମ୍ବର ୧୮ ପର୍ଯ୍ୟନ୍ତ ହାଜତରେ ବନ୍ଦ ନକରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଅମରାବତୀ: ଟିଡିପି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ହାଇକୋର୍ଟରେ ଆଶ୍ୱସ୍ତି। ଆସନ୍ତା ସୋମବାର ପର୍ଯ୍ୟନ୍ତ ହାଜତ ଉପରେ ରୋକ ଲଗାଇଛନ୍ତି ଆନ୍ଧ୍ରପ୍ରଦେଶ ହାଇକୋର୍ଟ। କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି) କୁ ଚନ୍ଦ୍ରବାବୁ ନାଇଡୁଙ୍କୁ…

ରାମ ମନ୍ଦିର ଖନନ ବେଳେ ବାହାରିଲା ପୁରୁଣା ମନ୍ଦିରର ଅବଶେଷାଂଶ

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାମ ଜୋରସୋରରେ ଚାଲିଛି । ଇତି ମଧ୍ୟରେ ମନ୍ଦିର ପରିସର ଖୋଳିବା ସମୟରେ ମିଳିଛି ପୁରୁଣା ମନ୍ଦିରର ଅବଶେଷାଂଶ । ଏହି ଅବଶେଷାଂଶକୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏଥିରେ ରହିଛି ବଡବଡ ସ୍ତମ୍ଭ ଏବଂ ମୂର୍ତ୍ତି ।  ରାମ ଜନ୍ମଭୂମି…

ଦିନିକିଆ କ୍ରିକେଟରେ ବାମହାତୀ ସ୍ପିନର ଭାବେ ଦ୍ରୁତ ୧୫୦ ୱିକେଟ ନେବାରେ ରେକର୍ଡ କଲେ କୂଲଦୀପ

ନୂଆଦିଲ୍ଲୀ: ଚଳିତ ଏସିଆ କପ କ୍ରିକେଟରେ ଭାରତ ଲୋ ସ୍କୋରିଂ ମୁକାବିଲାରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ଏଥିରେ ବାମହାତୀ ସ୍ପିନର କୂଲଦୀପ ଯାଦବ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲେ । ସେ ୯.୩ ଓଭରରେ ୪୩ ରନ ଦେଇ ୪ଟି ୱିକେଟ ଅକ୍ତିଆର କରିଥିଲେ । ଏଥିସହ ସେ ବାମହାତୀ ସ୍ପିନର ଭାବେ ସବୁଠାରୁ କମ…

ଏସିଆନ ଗେମ୍ସ ପାଇଁ ଚୟନ ଓଡିଆ ଖେଳାଳିଙ୍କୁ ମିଳିବ ୧୦ଲକ୍ଷ : ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଏସିଆନ ଗେମ୍ସ ପାଇଁ ଚୟନ ଓଡିଆ ଖେଳାଳିଙ୍କୁ ସହାୟତା ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ଏହି ସହାୟତା ଘୋଷଣା କରାଯାଇଛି  । ଏହି ସହାୟତା ଅନୁଯାୟୀ ୧୩ ଖେଳିଳାଙ୍କୁ ୧୦ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ଦିଆଯିବ  । ଟ୍ରେନିଂ, ପ୍ରସ୍ତୁତି ଓ ଅଂଶଗ୍ରହଣ ପାଇଁ ସହାୟତା…

କୋଟାରେ ଥମୁନି ଆତ୍ମହତ୍ୟା: ପୁଣି ଫ୍ୟାନରେ ଝୁଲି ଜୀବନ ହାରିଲେ ନିଟ ଆଶାୟୀ ଛାତ୍ରୀ

କୋଟା: କୋଟାରୁ ପୁଣି ଏକ ଦୁଃଖଦ ଖବର ।   କୋଟାରେ ପୁଣି ଗଲା ମେଧାବୀ ଛାତ୍ରୀଙ୍କ ଜୀବନ । ଏଠାରେ କୋଚିଂ ନେଉଥିବା ଜଣେ ଛାତ୍ରୀଙ୍କ ମୃତଦେହ ଗର୍ଲସ ହଷ୍ଟେଲରୁ ଜବତ ହୋଇଛି ।  ମିଳିଥିବା ସୂଚନା ଅନୁସାରେ, ୧୬ ବର୍ଷର ଏହି ଛାତ୍ରୀ ଜଣକ ୫ ମାସ ତଳେ ଝାରଖଣ୍ଡରୁ ଆସିଥିଲେ । ସେ ଏଠାରେ ନିଟ…

ଓଡିଶା ଗସ୍ତରେ କେନ୍ଦ୍ର ନିର୍ବାଚନ ଆୟୋଗ ଟିମ୍, ସମସ୍ତ ଜିଲ୍ଲାପାଳଙ୍କ ସହ ବୈଠକ ଜାରି

ଭୁବନେଶ୍ଵର: ଓଡିଶା ଗସ୍ତରେ କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ଟିମ୍ । ଆଜି ଖାରବେଳ ଭବନ ଠାରେ ରାଜ୍ୟର ସବୁ ଜିଲ୍ଲାପାଳ ମାନଙ୍କ ସହ ବୈଠକ ଜାରି ରଖିଛନ୍ତି ନିର୍ବାଚନ ଆୟୋଗ । ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଚାଲିଛି ଆଲୋଚନା । ନିର୍ବାଚନ କମିଶନରଙ୍କ ଟିମ୍ ଆସିବା ପୂର୍ବରୁ ରାଜ୍ୟ…

ବେଆଇନ ଲିଙ୍ଗ ନିରୂପଣ: କଟକ ବାଦାମବାଡି ଅଞ୍ଚଳରେ ସ୍ବାସ୍ଥ୍ୟ ବିଭାଗର ଚଢାଉ

କଟକ:  ବେଆଇନ ଲିଙ୍ଗ ନିରୂପଣ ସନ୍ଦେହରେ ସ୍ବାସ୍ଥ୍ୟ ବିଭାଗର ଚଢ଼ାଉ । କହିବାକୁ ଗଲେ କଟକରେ ଏଇ କିଛି ନୂଆ ଘଟଣା ନୁହେଁ  । ପୂର୍ବରୁ ମଧ୍ୟ କଟକର ଅନେକ କ୍ଲିନିକରେ ଚଢାଉ କରାଯାଇ ବେଆଇନ ଲିଙ୍ଗ ନିରୂପଣ କରାଯାଉଥିବା ଘଟଣା ସାମ୍ନାକୁ ଆସିଛି । ତେବେ ଅନେକ କ୍ଲିନିକ ଉପରେ ପୂର୍ବରୁ ମଧ୍ୟ…

ଆରପାରିରେ ବଲିଉଡର ହାସ୍ୟାଭିନେତା ବୀରବଲ ଖୋସଲା

ମୁମ୍ବାଇ: ସିନେ ଜଗତ ପାଇଁ ଦୁଃଖଦ ଖବର । ୫୦୦ରୁ ଅଧିକ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କୁ ହସାଇ ହସାଇ ବେଦମ କରୁଥିବା ହାସ୍ୟାଭିନେତା ବୀରବଲ ଖୋସଲା ଆଉ ନାହାନ୍ତି । ୮୪ ବର୍ଷ ବୟସ୍କ ବୀରବଲ କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ଆକ୍ରାନ୍ତ ଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ…

ରାଜ୍ୟ ସରକାରଙ୍କ ନିଷ୍ପତ୍ତି: ଚଳିତ ବର୍ଷ ମଧ୍ୟ ହେବନି ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ଵର: ପୂର୍ବ ବର୍ଷଗୁଡ଼ିକ ଭଳି ଏଥର ବି ହେବନି ଛାତ୍ର ସଂସଦ ନିର୍ବାଚନ । ଚଳିତବର୍ଷ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଲଗାତାର ଭାବରେ ଗତ ୬ ବର୍ଷ ହେବ ରାଜ୍ୟର ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟରେ…