ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ବିରଳ ନୀଳ ଚିଙ୍ଗୁଡି: ଦୁର୍ଲଭ ଜୀବକୁ ଦେଖି ଆଶ୍ଚର୍ଯ୍ୟ ହେଲେ ବିଶେଷଜ୍ଞ
ଦିଲ୍ଲୀ: ଆପଣମାନେ ଧଳା ଏବଂ ଗାଢ଼ କଳା ରଙ୍ଗର ଚିଙ୍ଗୁଡ଼ି ଆପଣ ଖାଇଥିବେ ନିଶ୍ଚିତ । କିନ୍ତୁ ଆପଣ କେବେ ନୀଳ ରଙ୍ଗର ଚିଙ୍ଗୁଡ଼ି ଦେଖିଛନ୍ତି କି ? ହଁ ଆଜ୍ଞା କଥାଟା ଟିକିଏ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି କିନ୍ତୁ ଏହା ସତ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ବ୍ରିଟେନରେ । ଜଣେ…