ମହାନ ଖେଳାଳି ପେଲେଙ୍କୁ ପଛରେ ପକାଇ ନେମାର ରଚିଲେ ଇତିହାସ
ନୂଆଦିଲ୍ଲୀ : ଫିଫା ବିଶ୍ୱକପ ୨୦୨୬ କ୍ୱାଲିଫାୟର୍ସ ମୁକାବିଲାରେ ବ୍ରାଜିଲର ନେମାର ଜୁନିୟର ନିଜ ନାମ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିଛନ୍ତି । ସେ ବୋଲିଭିଆ ବିପକ୍ଷ ମ୍ୟାଚରେ ୨ଟି ଗୋଲ ସ୍କୋର କରିଥିଲେ । ଏଥିସହ ସେ ମହାନ ଖେଳାଳି ପେଲେଙ୍କୁ ପଛରେ ପକାଇ ବ୍ରାଜିଲର ସର୍ବାଧିକ ଗୋଲସ୍କୋରର…