ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ! ଦୋକାନ ବାରଣ୍ଡାରୁ ମିଳିଲା ଦୋକାନୀଙ୍କ ମୃତଦେହ
ବରଗଡ଼ : ବରଗଡ ଜିଲ୍ଲା ବରପାଲି ଥାନା ବାରଗୁଡା ଗାଁରେ ଜଘନ୍ୟକାଣ୍ଡ । ଦୋକାନ ବାରଣ୍ଡାରେ ଶୋଇଥିବା ବେଳେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତକ ଗୋପବନ୍ଧୁ ସେଠ ବୋଲି ଜଣାପଡିଛି । ପୋଲିସ ଘଟଣାରେ ତଦନ୍ତ ଜାରି ରଖିଛି । ସୂଚନା ମୂତାବକ ବରଗଡ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ…