Latest Odisha News

BREAKING NEWS

ମୃତ ବ୍ୟକ୍ତିଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ

ମଥୁରା: ମଥୁରାରେ ଜଣେ ମୃତ ବ୍ୟକ୍ତିଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆସିଛି । ଏହି ଘଟଣା ପରେ ସ୍ଥାନୀୟ ପୋଲିସର ତଦନ୍ତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏକ ଲଟେରୀ କାରୋବାର ନେଇ ଏହି ଘଟଣା ଘଟିଛି । ୧ ହଜାର ବ୍ୟକ୍ତିଙ୍କୁ ନେଇ କରାଯାଇଥିବା ଏହି ଲଟେରୀରେ ପବନ ଅଗ୍ରୱାଲ ଓ ତାଙ୍କ ବାପା…

ହିନ୍ଦୁରାଷ୍ଟ୍ର ହେବ ଚନ୍ଦ୍ର !

ଭୁବନେଶ୍ୱର: ଚନ୍ଦ୍ରରେ ଚନ୍ଦ୍ରଯାନ ତିନିର ସଫଳ ଅବତରଣ ଓ କାର୍ଯ୍ୟକୁ ନେଇ ସାରା ବିଶ୍ୱ ଭାରତର ଚର୍ଚ୍ଚା କରୁଛି। ଏପରିକି ଏହାର ସଫଳତାକୁ ନେଇ ମଧ୍ୟ ରାଜନୈତିକ ସ୍ତରରେ ଶ୍ରେୟର ଲଢେଇ ଚାଲିଛି। ଚନ୍ଦ୍ରଯାନ ଯେଉଁ ଜାଗାରେ ଲ୍ୟାଣ୍ଡ କରିଛି ସେ ସ୍ଥାନ ଶିଵଶକ୍ତି ପଏଣ୍ଟ ନାଁରେ ପରିଚୟ ହାସଲ କରିବ…

ନଦୀରେ ପାଦ ଖସିଯିବାରୁ ବୁଡ଼ିଗଲେ ଦୁଇ ବାଳକ, ସର୍ଚ୍ଚ ଅପରେସନରେ ଓଡ୍ରାଫ ଟିମ୍

ରାୟଗଡା: ଏକ ହୃଦୟ ବିଦାରକ ଘଟଣାକ୍ରମରେ ବଂଶଧାରା ନଦୀର ପ୍ରଖର ସ୍ରୋତରେ ଭାସିଯାଇ ଦୁଇ ଜଣ ନାବାଳକ ନିଖୋଜ ହୋଇଯାଇଛନ୍ତି। ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ ଅନ୍ତର୍ଗତ ଚନ୍ଦ୍ରପୁର ମିନାଝୋଲା ଶିବ ମନ୍ଦିରରେ ସୋମବାର ଏହି ଅଭାବନୀୟ ଘଟଣା ଘଟିଛି। ନିଖୋଜ ଯୁବକ ଦ୍ୱୟ ହେଲେ କନ୍ଧମାଳ ଜିଲ୍ଲା…

ମଝି ଚିଲିକାରେ ଡଙ୍ଗା ସହ ଫସିଲେ ୫୦ ଯାତ୍ରୀ

ପୁରୀ: ପୁଣି ମଝି ଚିଲିକାରେ ଫସିଲା ଯାତ୍ରୀବାହି ଡଙ୍ଗା । ଯାନ୍ତ୍ରୀକ ତ୍ରୁଟି କାରଣରୁ ଚିଲିକା ମଝିରେ ଫସିଲା ଡଙ୍ଗା। ଡଙ୍ଗାଟି ୫୦ ଜଣ ଯାତ୍ରୀଙ୍କୁ ନେଇ ସାତପଡ଼ାରୁ ଜହ୍ନିକୁଦାକୁ ଯାଉଥିଲା। ହେଲେ ଡଙ୍ଗାର ମେସିନରେ କୌଣସି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଫଳରେ ଡଙ୍ଗା ଚିଲିକା ମଝିରେ…

ଧୋତି ପିନ୍ଧିଥିବାରୁ କ୍ଲବରେ ପ୍ରବେଶ କରିପାରିଲେନି ଆଇନଜୀବୀ

ନୂଆଦିଲ୍ଲୀ: ଶନିବାର ଦିନ ଜଣେ ବରିଷ୍ଠ ଓକିଲଙ୍କୁ ୧୪୫ ବର୍ଷ ପୁରୁଣା ଡେରାଡୁନ୍ କ୍ଲବରେ ପ୍ରବେଶ କରିବାକୁ ଅନୁମତି ମିଳିନାହିଁ। ଏହାର କାରଣ ହେଉଛି ସେ ଧୋତି, କୁର୍ତ୍ତା ଏବଂ ଟୋପି ପିନ୍ଧିଥିଲେ। କ୍ଲବ୍ କହିଛି ଯେ ନିର୍ଦ୍ଧାରିତ ଡ୍ରେସ୍ କୋଡ୍ କଲେ କ୍ଲବରେ ପ୍ରବେଶ କରିବାକୁ ଅନୁମତି ମିଳିବ।…

ଦାମିନୀ ପରେ ପୁନର୍ବାର କୋର୍ଟରୂମ ଡ୍ରାମାରେ ଅଭିନୟ କରିବେ ସନୀ ଦେଓଲ

ମୁମ୍ବାଇ: ଗଦର ୨ର ସଫଳତା ପରେ ଏବେ ସନୀ ଦେଓଲଙ୍କ ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଗଦର ପରେ ଦାମିନୀରେ ସନୀଙ୍କ ଓକିଲ ଭୂମିକା ପ୍ରତି ଦର୍ଶକଙ୍କ ଆଗ୍ରହ ରହିଛି । ଜନ୍ମଭୂମି ନାମକ ଏକ ଫିଲ୍ମରେ ଉଭୟ ସନୀ ଏବଂ ସଞ୍ଜୟ ଦତ ଏକତ୍ର ଅଭିନୟ କରିବାକୁ…

ଛୋଟ ଛୁଆର କାନ୍ଦ ଓ ମୋବାଇଲ ରିଙ୍ଗରୁ ବର୍ତ୍ତିଗଲା ବଡ଼ ଦୁର୍ଘଟଣା

ଲକ୍ଷ୍ନୌ: ସକାଳୁ ସକାଳୁ ଛୋଟ ଛୁଆର କାନ୍ଦ ଓ ଫୋନ୍ ରିଙ୍ଗ୍ କାହାକୁ ଭଲ ଲାଗେନି। କାରଣ ଏହା ନିନ୍ଦ ଭାଙ୍ଗିଦିଏ ଏଥିସହ ବିଭିନ୍ନ କାମରେ ବାଧା ସୃଷ୍ଟି କରିଥାଏ। କିନ୍ତୁ ନିଷ୍ପାପ ଶିଶୁଟି କଣ ଜାଣିଥାଏ ତାର କାନ୍ଦ ଏଭଳି ଏକ ମାହୋଲ ତିଆରି କରେ। କିନ୍ତୁ ସେଦିନ ଏହି କାନ୍ଦ ଅନେକ ଜଁଣଙ୍କୁ…

‘ପରିବାରର ସମ୍ମାନ’ ପାଇଁ ଝିଅକୁ ହତ୍ୟା କଲେ ବାପା-ମା, କାରଣ କ’ଣ ପଢ଼ନ୍ତୁ ଏହି ରିପୋର୍ଟ

ଆଗ୍ରା: ୟୁପିର ମୁଜାଫରନଗର ଜିଲ୍ଲାର ଗୋଏଲା ଗାଁରେ ଜଣେ ୧୯ ବର୍ଷୀୟ ଗର୍ଭବତୀ ଯୁବତୀଙ୍କୁ ତାଙ୍କ 'ପ୍ରେମିକା' ପାଇଁ କୋର୍ଟରେ ସାକ୍ଷ୍ୟ ଦେବାକୁ ଯାଉଥିବା ବେଳେ ତାଙ୍କ ବାପା ତାଙ୍କୁ ଗଳାକାଟି ହତ୍ୟା କରିଛନ୍ତି। ରବିବାର ନଦୀରୁ ଝିଅଟିର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଗାଁ ମୁଖିଆଙ୍କ…

ନିର୍ବାଚନୀ ଉଷ୍ମତା ବେଳେ ଭାବମୂର୍ତ୍ତି ବଞ୍ଚାଇବାକୁ ଯାଇ ନିଯୁକ୍ତି ପତ୍ର ବଣ୍ଟାଯାଉଛି କହି କେନ୍ଦ୍ରକୁ କଟାକ୍ଷ କଲା…

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ରୋଜଗାର ମେଳାକୁ କଟାକ୍ଷ କରିଛି ବିରୋଧୀ କଂଗ୍ରେସ। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରି କହିଛି ଯେ 'ନିର୍ବାଚନୀ ବର୍ଷର ଉଷ୍ମତା' ଅନୁଭବ ହେଲାଣି ତେଣୁ ନିଜର ଭାବମୂର୍ତ୍ତି ବଞ୍ଚାଇବା ପାଇଁ ରୋଜଗାର ମେଳା କରୁଛନ୍ତି…