ନୀରଜ, ମନୁଙ୍କ ସହ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ ଫାଇନାଲକୁ ଉନ୍ନୀତ ହେଲେ ଓଡିଶାର କିଶୋର
ନୂଆଦିଲ୍ଲୀ: ଓଡିଶା ଆଥଲେଟ କିଶୋର କୁମାର ଜେନା, ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଭାରତର ନୀରଜ ଚୋପ୍ରାଙ୍କ ସହ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପର ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଅନ୍ୟ ଭାରତୀୟ ଭାବେ ଡିପି ମନୁ ପଦକ ଦୌଡରେ ସାମିଲ ହୋଇଛନ୍ତି । ଅଗଷ୍ଟ ୨୭ରେ ଫାଇନାଲ ମ୍ୟାଚ ଖେଳାଯିବ ।…