ଅନଲାଇନ ଫ୍ରଡର ଶିକାର ହେଲେ ମହିଳା: ବ୍ୟାଙ୍କ ଆକାଉଣ୍ଟରୁ ଗାଏବ ହେଲା ୫ ଲକ୍ଷ ଟଙ୍କା
ଦିଲ୍ଲୀ : ଦିନକୁ ଦିନ ଦ୍ରୁତ ଗତିରେ ବଢିଚାଲିଛି ଅନ୍ଲାଇନ୍ ଫ୍ରଡ ମାମଲା । ପ୍ରତ୍ୟେକ ଦିନ ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି । ପୁଣି ସମାନ ଭାବେ ଏକ ନୂଆ ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ମହିଳା ଅନଲାଇନ ଫ୍ରଡର ଶିକାର ହୋଇଥିବା ଦେଖିବାକୁ ମିଳିଛି । ଗୋଟିଏ ଛୋଟ ଭୁଲ ପାଇଁ…