ବର୍ଷାରେ ଭିଜି ରାଜଧାନୀ ରାଜରାସ୍ତାରେ ଶିକ୍ଷକଙ୍କ ଆନ୍ଦୋଳନ
ଭୁବନେଶ୍ୱର: ସମାନ କାମକୁ ସମାନ ଦରମା ଦାବି। ୧୦ ହଜାରରୁ ଅଧିକ ଶିକ୍ଷକ ରାଜଧାନୀରେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ପେନସନ, ଗ୍ରାଚ୍ୟୁଇଟି, ଓ ସେମାନଙ୍କ ଚାକିରି ସର୍ତ୍ତାବଳୀରେ ପରିବର୍ତ୍ତନ ଦାବିରେ ଲୋୟର ପିଏମଜିରେ ବିଶାଳ ରାଲି କରୁଛନ୍ତି। ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଏହି ଶିକ୍ଷକ…